Prabaha TV Bureau

ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ମ୍ୟାଲେରିଆ, ଡେଙ୍ଗୁ ଏବଂ ଡାଇରିଆ ଉପରେ ସପ୍ତାହବ୍ୟାପୀ ସଚେତନତା ଅଭିଯାନ

ଝାରସୁଗୁଡା,ପ୍ରବାହ ନ୍ୟୁଜ୍‌ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡା ଜିଲ୍ଲାର ମ୍ୟାଲେରିଆ, ଡେଙ୍ଗୁ ଏବଂ ଡାଇରିଆ (ଏମଡିଡି) ର ମୁକାବିଲା ପାଇଁ ଏକ...

ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତ

କଟକ, ପ୍ରବାହ ନ୍ୟୁଜ୍‌ : ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଅ ।ଚାର୍ଯ୍ୟଙ୍କୁ ଚଳିତବର୍ଷ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ \"ଉତ୍କଳ ରତ୍ନ\'...

ଟିପିସିଓଡିଏଲ୍ ପକ୍ଷରୁ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ ୧ ଲକ୍ଷ ଆବାସିକ କୋଠାକୁ ସୌରଶକ୍ତି ଯୋଗାଣରଲକ୍ଷ୍ୟ

ଭୁବନେଶ୍ୱର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର ସେବା କ୍ଷେତ୍ରରେ ପିଏମ୍...

ପିଆଇବି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦେଶକ ଭାବେ ଦାୟିତ୍ୱ ନେଲେ ଅଖିଳ କୁମାର ମିଶ୍ର

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଭାରତୀୟ ସୂଚନା ସେବା ୧୯୯୯ ବ୍ୟାଚର ବରିଷ୍ଠ ଅଧିକାରୀ ଅଖିଳ କୁମାର ମିଶ୍ର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ...

କଟକ ମହାନଗର ନାଗରିକ ମହାସଭା ନୂଆଖାଇ ପାଳିତ

କଟକ, (ପ୍ରବାହ ନ୍ୟୁଜ୍‌) : କଟକ ମହାନଗର ନାଗରିକ ମହାସଭା ଆନୁକୂଲ୍ୟରେ ତେଲେଙ୍ଗା ବଜାରସୁ ରଘୁନାଥଜୀଉ ମନ୍ଦିରଠାରେ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳିତ ହୋଇଯାଇଅଛି । ଅନୁଷ୍ଠାନର...

ଓଡିଶା ସ୍କାଉଟସ୍ ଏବଂ ଗାଇଡସ୍ ଦ୍ୱାରା“ବସନ୍ତ ବିଶ୍ୱାଳ ପୁରସ୍କାର” ପ୍ରଦାନ

ପ୍ରବାହ ନ୍ୟୁଜ୍‌ : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ପୂର୍ବତନ ସଭାପତି ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ଶ୍ରାଦ୍ଧ ଦିବସକୁ ‘ବସନ୍ତ ଦିବସ’ ରୂପେ...

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରର ରାଷ୍ଟ୍ରପତି ମହାମହିମ ଶ୍ରୀ ଥାର୍ମନ ଶନମୁଗରତ୍ନମଙ୍କ ସହ ସାକ୍ଷାତ କରିଛନ୍ତି । ଭାରତ-ସିଙ୍ଗାପୁର ସହଭାଗୀତା ପ୍ରତି ରାଷ୍ଟ୍ରପତି ଥାର୍ମନଙ୍କ...

ବେଦାନ୍ତ ଆଲୁମିନିୟମ ଉନ୍ନତ ଏଲଏମଭି ଓ ଏଚଏମଭି ସିମୁଲେସନ ତାଲିମ କେନ୍ଦ୍ରର ଶୁଭାରମ୍ଭ କରିଛି

ଝାରସୁଗୁଡ଼ା,ପ୍ରବାହ ନ୍ୟୁଜ୍‌ : ଭାରତର ଅଗ୍ରଣୀ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଲିମିଟେଡ ଏହାର ମେଗା ଆଲୁମିନିୟମ କାରଖାନା ଝାରସୁଗୁଡ଼ାରେ କାର୍ଯ୍ୟରତ ଡ୍ରାଇଭରଙ୍କ ମଧ୍ୟରେ ସଡ଼କ ସୁରକ୍ଷାକୁ ପ୍ରୋତ୍ସାହିତ...

ପୂର୍ବ ତଟ ରେଳ ଓ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ବୁଝାମଣା ଚୁକ୍ତି ସ୍ୱାକ୍ଷରିତ

ପ୍ରବାହ ନ୍ୟୁଜ୍‌, ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ପୂର୍ବ ତଟ ରେଳପଥ ମଧ୍ୟରେ ରେଳ କର୍ମଚାରୀଙ୍କ ଦରମା ପ୍ୟାକେଜ ବୁଝାମଣା ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି । ଆୟୋଜିତ...

ଚିକିଟି ତାଲୁକା ପନ୍ଦରା ସମାଜ ଗିରିସୋଲା ପଞ୍ଚାୟତ କର୍ମ କର୍ତ୍ତା ନିର୍ବାଚନ

ପ୍ରବାହ ନ୍ୟୁଜ୍‌: ସନ୍ଧ୍ୟାରେ ଗିରିସୋଲାଠାରେ ଗିରିସୋଲା ପଞ୍ଚାୟତ ପନ୍ଦରା ସମାଜର କର୍ମ କର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଅଛି । ଏଥୁରେ ତାଲୁକା ସଭାପତି ଶ୍ରୀଯୁକ୍ତ ନରସିଂହ ବେହେରା...

ଶ। ରାମ ଭଜନ ମଲିକ BUH, Darlipali STPP ଭାବରେ ଦାଇତ୍ୱ ଗ୍ରହଣ

ସୁନ୍ଦରଗଡ,ପ୍ରବାହ ନ୍ୟୁଜ୍‌ : NTPC ଡାରଲିପାଲି 31 ଅଗଷ୍ଟ 2024 ରେ ନୂତନ ବ୍ୟବସାୟ ୟୁନିଟ୍ ହେଡ୍ (BUH) ରାମ ଭଜନ ମଲିକଙ୍କୁ ସ୍ୱାଗତ ଜଣାଇଛନ୍ତି। ପ୍ରୋଜେକ୍ଟର...

ନାଲକୋକୁ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) କୁକ୍ରୀଡ଼ା ଏବଂ କ୍ରୀଡ଼ା ପ୍ରୋତ୍ସାହନ...

ଭବାନୀପାଟଣାରେ ନୂତନ ଆକର୍ଷକ ଶୋରୁମ୍ ଉଦଘ।ଟିତ

ପ୍ରବାହ ନ୍ୟୁଜ୍‌ : ଟାଟା ଗ୍ରୁପର ଭାରତର ସର୍ବବୃହତ ଅଳଙ୍କାର ରିଟେଲ ବ୍ରାଣ୍ଡ, ତନିସ୍କ ଏହାର ଶୁଭାରମ୍ଭ କରିଛି ଓଡ଼ିଶାର ଭବାନୀପାଟନାରେ ଏକ ନୂତନ ଶୋରୁମ। ଏହି...

ପାରାଦୀପ ବନ୍ଦର କ୍ରୀଡ଼ା ପରିଷଦ ଦ୍ୱାରା ଜାତୀୟ କ୍ରୀଡା ଦିବସ ପାଳନ

 ଆଜି ଗୋପାବନ୍ଧୁ ଷ୍ଟାଡିୟମରେ ପାରାଦୀପ ବନ୍ଦର କ୍ରୀଡ଼ା ପରିଷଦ ଦ୍ୱାରା ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଛି   ଏହି ତାରିଖ କିମ୍ବଦନ୍ତୀ ହକି ୱିଜାର୍ଡ, ମେଜର ଧିଆନ...

ନଗର ରାଜଭାଷା କାର୍ଯ୍ୟ।ନ୍ବୟନ ସମିତିର ୫୬ତମ ଅର୍ଦ୍ଧବାର୍ଷିକ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଶ୍ରୀ ଦିନେଶ ପରୁଥୀ,ଅଧ୍ୟକ୍ଷ, ନରାକାସ (ବ୍ୟାଙ୍କ) ଏବଂ ମୁଖ୍ୟ ମହାପ୍ରବନ୍ଧକ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଭୁବନେଶ୍ୱରଙ୍କ ଅଧ୍ୟକ୍ଷତାରେ, ଭାରତ ସରକାର, ଗୃହ...