ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରକୁ ସମ୍ମାନଜନକ ଆଇସିସି ବିଜିନେସ୍ ଏକ୍ସଲେନ୍ସ ଇନ୍ ସଷ୍ଟେନେବିଲିଟି ଆୱାର୍ଡ
ଭୁବନେଶ୍ଵର,ପ୍ରବାହ ନ୍ୟୁଜ୍ : ଅକ୍ଟୋବର ୮ ତାରିଖରେ ନୂଆଦିଲ୍ଲୀଠାରେ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆୟୋଜିତ ଦ୍ବିତୀୟ ବାର୍ଷିକ ସିମ୍ପୋଜିୟମ୍ ଆଣ୍ଡ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୪ କାର୍ଯ୍ୟକ୍ରମରେ...