Prabaha Media

ପ୍ରାକୃତିକ ସୈାନ୍ଦର୍ଯ୍ୟ ଭରା ଧବଳେଶ୍ଵର ଶୈବପୀଠ

ନିରଞ୍ଜନ ତ୍ରିପାଠୀ (ବରିଷ୍ଠ ସାମ୍ବାଦିକ) ଓଡ଼ିଶା ରାଜ୍ୟ ର ଏକ ଉପାନ୍ତ ଅଞ୍ଚଳ ବରଗଡ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ଚର୍ଦାପାଲି ଗ୍ରାମପଞ୍ଚାୟତ ଛତିଶଗଡ ସୀମାରେ ବିଖ୍ୟାତ...

ମାଟି ପାତ୍ରର ଶୁଭଫଳ

ବାସ୍ତୁ ଅନୁଯାୟୀ କୁହାଯାଏ ଗୃହର ଉତ୍ତର-ପୂର୍ବ ଦିଗରେ ମାଠିଆ କିମ୍ବା ସୁରେଇରେ ପାଣି ଭର୍ତ୍ତି କରି ରଖିବା ଉଚିତ । ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି...

ଫିଟ୍‌ନେସ ପ୍ରତି ବେଶ୍ ସଚେତନ ଇଶା ଗୁପ୍ତା

PRABAHA NEWS:- କିଛି ମାସ ହେବ ଇଶା ଗୁପ୍ତା ସ୍ପେନ୍‌ରେ ରହୁଛନ୍ତି । ସେକେଣ୍ଡ ଲକ୍‌ଡାଉନ୍ ପୂର୍ବରୁ ସେ ଏକ ଫେଶନ୍ ଶୁଟ୍ ପାଇଁ ଦୁବାଇ ଯାଇଥିଲେ...

ଆକ୍ସନ୍ ଏଡ୍ ତରଫରୁ ଅକ୍ସିଜେନ୍ କନ୍‌ସନ୍‌ଟ୍ରେଟର ବିତରଣ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଅମ୍ଳଜାନ ଅଭାବରୁ କୈାଣସି ରୋଗୀଙ୍କର ଜୀବନ ହାନୀ ନହେବ ଓ କୋଭିଡ ମହାମାରୀକୁ ଆଖି ଆଗରେ ରଖି ସ୍ଥାନୀୟ ରିଜର୍ଭ ପୋଲିସ ହସ୍‌ପିଟାଲରେ...

ସତ୍ୟ ଓ ନ୍ୟାୟର ପ୍ରତୀକ ନିମୁହିଁ ମନ୍ଦିର

ପ୍ରେମ ସତ୍ୟ ଓ ନ୍ୟାୟର ପ୍ରତୀକ ନିମୁହିଁମନ୍ଦିର।ନ୍ୟାୟରଅପେକ୍ଷାରେ ନ୍ୟାୟର ପ୍ରତୀକ । ସୁବର୍ଣ୍ଣପୁରର ଇତିହାସ, ପରମ୍ପରା, ସଂସ୍କୃତି ଓ ଚାଲିଚଳନ ସବୁଥିରେ ଭରି ରହିଥାଏ ଏକ ସ୍ୱତନ୍ତ୍ରମହକ।ଏହାରପାଣି ପବନପ୍ରାକୃତିକସୌନ୍ଦର୍ଯ୍ୟ...

ଖୋର୍ଦ୍ଧା ସମବାୟ ସମିତି କାର୍ଯ୍ୟାଳୟର ପାରିପାର୍ଶ୍ବିକ ପରିସ୍ଥିତି ଶୋଚନୀୟ : ଭୟଭୀତ ଅବସ୍ଥାରେ କର୍ମଚାରୀ : ସାର ଓ ବିହନରୁ ବଞ୍ଚିତ ଅନେକ ଚାଷୀ

ଖୋର୍ଦ୍ଧା : ୩/୮(ପ୍ରବାହ ନିଉଜ୍) : ଖୋର୍ଦ୍ଧା ଜିଲ୍ଲାର ଚାଷୀ ମାନଙ୍କ କାରବାରର ମୁଖ୍ୟ ମାଧ୍ୟମ ହୋଇଥିବା ଖୋର୍ଦ୍ଧା କେନ୍ଦ୍ର ସମବାୟ ସମିତିର ଜିଲ୍ଲା ବ୍ୟାପୀ ଶାଖା...

ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା କରିବା ସହ ଶବକୁ ଜାଳିଦେଲେ ଦୁବୁର୍ତ୍ତ

ବେଗୁନିଆ : ୩/୮(ପ୍ରବାହ ନିଉଜ୍) ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା କରିବା ସହ ଶବକୁ ଜାଳିଦେବା ଭଳି ଲୋମହର୍ଷକାରୀ ଘଟଣା ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ...

କଇଁଥପଲ୍ଲା ଖଣିରେ ଟାଙ୍ଗୀ ପୋଲିସ ଏବଂ ତହସିଲଦାରଙ୍କ ଚଢ଼ାଉ :ତିନି ମେସିନ ଜବତ ସହ ଛଅଜଣ ଅଟକ

ଟାଙ୍ଗୀ:୦୩/୦୮(ପ୍ରବାହ ନିଉଜ୍) ବର୍ଷ ବର୍ଷ ଧରି ଟାଙ୍ଗୀ ତହସିଲ ଏବଂ ଚିଲିକା ତହସିଲ ଅଞ୍ଚଳରୁ ଖଣି ମାଫିଆଙ୍କ ଦ୍ୱାରା ବେଆଇନ ଭାବେ ଖଣି ଖନନ କରାଯାଇ କୋଟି...

କମାଗୁରୁ ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣରେ ୧୦ ଲକ୍ଷ ଟଙ୍କା ହେର୍‌ଫେର : ଭିଜିଲାନ୍ସ ତଦନ୍ତ ଦାବିକଲେ ଗ୍ରାମବାସୀ

ଟାଙ୍ଗୀ : ୩୧/୦୭(ପ୍ରବାହ ନିଉଜ୍) ରାଜ୍ୟ ସରକାର ଲୋକଙ୍କ ପାଇଁ ଅନେକ ପ୍ରକାର ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାରର ଉନ୍ନୟନମୂଳକ କାର୍ଯ୍ୟ ଉଦେଶ୍ୟରେ ବ୍ୟାପକ ଅର୍ଥ ଖର୍ଚ୍ଚ...

କାଇପଦର ବୋଖାରୀ (ପିରବାବା) ପୀଠର ଉନ୍ନତିକରଣ ଆରମ୍ଭ : ଦରଘା ସମ୍ମୁଖରୁ ଜବର ଦଖଲ ଉଛେଦ

ଖୋର୍ଦ୍ଧା : ୩୦/୦୭(ପ୍ରବାହ ନିଉଜ୍) ଓଡିଶା ସରକାର ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଉନ୍ନତି କରଣ ପାଇଁ ପଦକ୍ଷେପ ଗ୍ରହଣ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିବା ବେଳେ...