Prabaha TV Media

‘ଆଜାଦ ଯାଆନ୍ତୁ ବା ଥାଆନ୍ତୁ ଫରକ ପଡ଼ିବନି; ଦଳ ଆଗକୁ ବଢ଼ିବ’: କଂଗ୍ରେସ

ନୂଆଦିଲ୍ଲୀ: ନେତୃତ୍ୱ ସଙ୍କଟର ସମ୍ମୁଖୀନ ହୋଇଥିବା କଂଗ୍ରେସ ଦଳ ନିଜର ଭାବମୂର୍ତ୍ତି ରକ୍ଷା ପାଇଁ ଭାରତ ଯୋଡୋ ଯାତ୍ରାର କାର୍ଯ୍ୟକଳାପରେ ସମନ୍ଵୟ ରଖିିବା ପାଇଁ ଦଳୀୟ ନେତାମାନଙ୍କୁ ନିଯୁକ୍ତ...

DYFI ର ବ୍ରହ୍ମପରୁ RDC ଅଫିସ ସମ୍ମୁଖରେ ବିକ୍ଷୋଭ

ସମସ୍ତ ଅଗ୍ନିବୀରଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ,ଫିଜିକାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ ଦିଅ ଏବଂ ସୈନ୍ୟବାହିନୀରେ ଖାଲିଥିବା 2 ଲକ୍ଷ ରୁ ଉର୍ଦ୍ଧ୍ବ ପଦବୀ ପୂରଣ...

ସହର ବିଭିନ୍ନ ସମସ୍ୟାଙ୍କୁ ନେଇ କମିଶନରକୁ ଏକ ଦାବି ପତ୍ର ପ୍ରଦାନ:ବିଜେପି

ବ୍ରହ୍ମପୁର ତା 23/8 (ଅନନ୍ତ ଆପଟ ) ସହର ବିଭିନ୍ନ ସମସ୍ୟା ନେଇ ବିଜେପି ପୂର୍ବତନ ଜିଲ୍ଲା ସଭାପତି କାହୁ ଚରଣ ପତିଙ୍କ ନେତୁତ୍ବରେ ମହାନଗର ନିଗମ...

ଏନ୍‌ଟିପିସିକୁ “ଏସିଆର ଶ୍ରେଷ୍ଠ ନିଯୁକ୍ତିଦାତା ବ୍ରାଣ୍ଡ୍ ପୁରସ୍କାର ୨୦୨୨’

ଭୁବନେଶ୍ୱର: ଭାରତର ସର୍ବବୃହତ ସମନ୍ୱିତ ଶକ୍ତି ଉତ୍ପାଦନକାରୀ ଏନ୍‌ଟିପିସି ଲିମିଟେଡ୍‌କୁ ସିଙ୍ଗାପୁରରେ ଅନୁଷ୍ଠିତ କାର୍ଯ୍ୟକ୍ରମ “ଏସିଆର ଶ୍ରେଷ୍ଠ ନିଯୁକ୍ତିଦାତା ବ୍ରାଣ୍ଡ୍ ପୁରସ୍କାର ୨୦୨୨”ର ୧୩ତମ ସଂସ୍କରଣରେ ଏସିଆର...

ସଶକ୍ତିକୃତ ମୁସଲିମ ମହିଳାଗଣଉତ୍‌ଥାନ ଓ ଉନ୍ନତିକରଣର ପ୍ରତୀକ :ଏମ୍‌ଡି ଜାଫର୍‌ ଇକ୍‌ବାଲ୍‌

କୌଣସି ପରିବାରର ଲାଳ[ ପାଳ[ ପାଇଁ ମହିଳାମାେ[ ପ୍ରାଥମିକ ଭୂମିକାଗ୍ରହଣ କରିଥାନ୍ତି । ଯେଉଥି ପାଇଁ ଅେନେକ ପରିମାରର ବୁଦ୍ଧିମତା, ଜ୍ଞାନ, ଧୈର୍ଯ୍ୟ ଓ ପ୍ରତିଷ୍ଠାର ଆବଶ୍ୟକ...

ଇସ୍ତଫା ଦେବା ପରେ ଜମ୍ମୁ-କଶ୍ମୀରରେ ନିଜର ନୂଆ ଦଳ ଗଠନ କରିବେ ଆଜାଦ

ନୂଅ‌ାଦିଲ୍ଲୀ: ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ବର୍ଷ ପରେ କଂଗ୍ରେସର ହାତ ଛାଡ଼ିବା ପରେ ସେ...

ବ୍ରହ୍ମପୁର ବଡ଼ ମେଡିକାଲ MKCGରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ପ୍ଲାଷ୍ଟିକ ସର୍ଜରୀ ୱାର୍ଡରୁ ଘଟିଛି ଅଗ୍ନିକାଣ୍ଡ । ନିୟନ୍ତ୍ରଣ ପାଇଁ ଅଗ୍ନିଶମ ବାହିନୀକୁ ଡାକିଛନ୍ତି ଅଧୀକ୍ଷକ । ୱାର୍ଡରୁ ଧୂଆଁ ବାହାରିବାରୁ ରୋଗୀ...

ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ନେଇ ସତର୍କ କଲା UGC

ଭୁବନେଶ୍ୱର: ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ଏନେଇ ୟୁନିଭରସିଟି ଗ୍ରାଣ୍ଟ କମିଶନ (UGC) ସତର୍କ କରାଇଛନ୍ତି । ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଥିବା ଜଣାପଡ଼ିଛି...

ସ୍ଥଗିତ ରହିବ କଂଗ୍ରେସ ସଭାପତି ନିର୍ବାଚନ

ନୂଆଦିଲ୍ଲୀ: କଂଗ୍ରେସର ନୂତନ ସଭାପତି ଚୟନ ପାଇଁ ହେବାକୁ ଥିବା ନିର୍ବାଚନ କିଛି ସପ୍ତାହ ପାଇଁ ସ୍ଥଗିତ ରହିବାର ସମ୍ଭାବନା ରହିଛି ଏବଂ ଅଗଷ୍ଟ ୨୮ରେ ହେବାକୁ ଥିବା...

ଜନଜାତି କଲ୍ୟାଣ ଓ ମହିଳା ସଶକ୍ତିକରଣ ପାଇଁ କିସ୍‍ ଓ ନୱା ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୨୫ ।୮: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (କିସ୍‍) ଓ ନାଭି ୱେଲଫାୟାର ଓ ୱେଲ୍‍ନେସ୍‍ ଆସୋସିଏସନ (ନୱା) ମଧ୍ୟରେ ଏକ ବୁଝାମଣାପତ୍ର ଗୁରୁବାର...

ରୁଷ ସେନାର ନିଜ ହଜେଇ ଦେଇଛି ତାଇଓ୍ବାନର ଏହି କ୍ଷୁଦ୍ର ଡ୍ରୋନ

ତାଇପେଈ : ରୁଷ ୟୁକ୍ରେନ ଯୁଦ୍ଧରେ ଚୀନ ରୁଷ ପଛରେ ଛିଡ଼ା ହୋଇଥିବାବେଳେ ତାଇଓ୍ବାନ ପରୋକ୍ଷରେ ୟୁକ୍ରେନକୁ ସହାୟତା କରିଚାଲିଛି । ୟୁକ୍ରେନ ପକ୍ଷରୁ ତାଇଓ୍ବାନ ନିର୍ମିତ...

ସେପ୍ଟେମ୍ବର ୩ରୁ ସ୍ବତନ୍ତ୍ର ଓଜେଇଇ, ୪ଟି ସିଫ୍ଟରେ ହେବ ପରୀକ୍ଷା

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୩ ତାରିଖ ଠାରୁ ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ। ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ...

ଚୀନ ପାଇଁ ୧୦୦୦ଟି ଦୂରଗାମୀ କ୍ଷେପଣାସ୍ତ୍ର ପ୍ରସ୍ତୁତ ରଖିବ ଜାପାନ

ଟୋକିଓ : ତାଇଓ୍ବାନକୁ ଧମକାଇବାକୁ ଚୀନ ପକ୍ଷରୁ ବୃହତ୍ ସମରାଭ୍ୟାସ କରାଯିବା ପରେ ନିଜ ସୁରକ୍ଷାକୁ ନେଇ ଜାପାନ ଚିନ୍ତିତ ହୋଇପଡ଼ିଛି । ଚୀନ ଭବିଷ୍ୟତରେ ଆକ୍ରମଣ...

ନଗର ରାଜଭାଷା କାର୍ଯ୍ୟ।ନ୍ବୟନ ସମିତି (ବ୍ଯାଙ୍କ) ଭୁବନେଶ୍ବରର ୫୨ତମ ଅର୍ଦ୍ଧବାର୍ଷିକ ବୈଠକ

ତାରିଖ ୨୨ ଅଗଷ୍ଟ, ୨୦୨୨ ଦିନ ଶ୍ରୀ ଚନ୍ଦ୍ର ଶେଖର ଶର୍ମା, ଅଧ୍ୟକ୍ଷ, ନରାକାସ (ବ୍ଯାଙ୍କ) ଏବଂ ମୁଖ୍ୟ ମହାପ୍ରବନ୍ଧକ, ଭାରତୀୟ ଷ୍ଟେଟ ବ୍ଯାଙ୍କ, ଭୁବନେଶ୍ବର ଙ୍କ...