Prabaha TV Media

ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍‌) କାର୍ଯ୍ୟକ୍ରମବାଲିଆପାଳ ଓ ବସ୍ତାଠାରେ ଅନୁଷ୍ଠିତ

•ସୁବର୍ଣ୍ଣରେଖା ବନ୍ଦର କର୍ମଚାରୀଙ୍କ ସହାୟତାରେ ଆୟୋଜିତ•ବାଲେଶ୍ୱରର ୧୧ଟି ବିଦ୍ୟାଳୟରୁ ୨୦୮୦ ଛାତ୍ରଛାତ୍ରୀମାନଙ୍କ ଅଂଶଗ୍ରହଣ•ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ଆୟୋଜିତ ବାଲିଆପାଳ, ସେପ୍ଟେମ୍ବର ୨୮, ୨୦୨୨: ମହାକାଶ...

ଜଗତପୁରରେ ହାତୀପଲଙ୍କ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ

କଟକ: କଟକ ଜଗତପୁରରେ ହାତୀ ମାତିଛନ୍ତି । ହାତୀପଲଙ୍କ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ନିମପୁରରେ ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳି ମାରିଦେଇଛନ୍ତି ହାତୀପଲ ।...

ଆଶା ପାରେଖଙ୍କୁ ଦାଦା ସାହେବ ଫାଲ୍‌କେ

ନୂଆଦିଲ୍ଲୀ: ବିଶିଷ୍ଟ ବଲିଉଡ୍ ଅଭିନେତ୍ରୀ ଆଶା ପାରେଖଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର-୨୦୨୦ ପାଇଁ ମନୋନୀତ କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର...

ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ବିବିପିଏସ ଓ ଇ-ପେ ସଂଯୋଗ କାର୍ଯ୍ୟକ୍ରମ

ଭୁବନେଶ୍ୱର:(ପ୍ରବାହ ନ୍ୟୁଜ୍)ଆଜି ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ଆନୁକୁଲ୍ଯରେ ବିବିପିଏସ ଏବଂ ଏସବିଆଇ Epay ର ଲୋକପ୍ରିୟତା ବଢାଇବା ପାଇଁ ଏକ ବଣିକ  ସଂଯୋଗ ସମାରୋହ...

ଗୋଲଡି ସୋଲାର ୨୦୨୫ ସୁଦ୍ଧା କ୍ଷମତା ସଂପ୍ରସାରଣ ସହିତ ଏଚଜେଟିଟେକ୍ନୋଲୋଜ ପ୍ରବେଶ କରିବାକୁ ଘୋଷଣା କରିଛି

ନୂଆଦିଲ୍ଲୀ, ୨୬ ସେପ୍ଟେମ୍ବର ୨୦୨୨: ଭାରତର ସବୁଠାରୁ ଗୁଣାତ୍ମକ ସଚେତନ ଗୋଲଡି ସୋଲାର ବ୍ରାଣ୍ଡ ଏହାର ବ୍ୟବସାୟ ବିସ୍ତାର ଯୋଜନାର ଏକ ଅଂଶ ଭାବରେ ଟ.୫୦୦୦ କୋଟି...

ଭାରତରେ ସ୍ମାର୍ଟ ମିଟରିଂ ପ୍ରକଳ୍ପ ପାଇଁ ସମନ୍ୱିତ ଆଇଓଟି ସମାଧାନ ପ୍ରଦାନ କରିବା ଲାଗି ୱି ବିଜନେସ୍ ପକ୍ଷରୁ ଟ୍ରିଲିଆଂଟ୍ ସହ ସହଯୋଗିତା

ଭୁବନେଶ୍ୱର: ଅଗ୍ରଣୀ ଟେଲିକମ୍ ଅପରେଟର୍ ୱିର ସଂସ୍ଥାଗତ ଶାଖା ୱି ବିଜନେସ୍ ପକ୍ଷରୁ ଉନ୍ନତ ମିଟରିଂ ଓ ସ୍ମାର୍ଟ ଗ୍ରିଡ୍ ସେବା ପ୍ରଦାନକାରୀ ସଂସ୍ଥା ଟ୍ରିଲିଆଂଟ୍ ସହ...

ଟିପିଏସ୍ଓଡିଏଲ୍ “କ୍ଲବ୍ ଏନର୍ଜି” କାର୍ଯ୍ୟକ୍ରମ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣର ପ୍ରସାର କରୁଛି

ବ୍ରହ୍ମପୁର: ନିରନ୍ତର ଶକ୍ତି ସମାଧାନର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) “କ୍ଲବ୍ ଏନର୍ଜି” କାର୍ଯ୍ୟକ୍ରମ ଜରିଆରେ ସ୍କୁଲ ଛାତ୍ରଛାତ୍ରୀ ଓ...

ଏଣିକି ହ୍ବାଟ୍‌ସଆପ୍‌ ବ୍ୟବହାର ଲାଗି ଦେବାକୁ ପଡ଼ିପାରେ ଟଙ୍କା

ମୁମ୍ବାଇ: ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍‌ସଆପକୁ ଲୋକେ ବହୁଳ ମାତ୍ରାରେ ବ୍ୟବହାର କରୁଥିବାର ସୂଚନା ରହିଛି। କେବଳ ଭାରତରେ ଏହାର ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ରହିଛି ୪୦...

କଙ୍ଗନାଙ୍କ ନିର୍ବାଚନ ଲଢ଼ିବା ପ୍ରସଂଗରେ ଏପରି କହି‌ଲେ ହେମା

ନୂଆଦିଳ୍ଲୀ: ୭୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ହେମା ମାଳିନୀ ମଥୁରାର ସାଂସଦ ହୋଇଥିବା ବେଳେ ଆଗାମୀ ନିର୍ବାଚନରେ ସେଠାରୁ ଅଭିନେତ୍ରୀ କଙ୍ଗନା ରାଣାୱତ ନିର୍ବାଚନ ଲଢ଼ିବା ନେଇ...

ମହିଳା ସୁରକ୍ଷିତ ରହିଲେ ହିଁ ଦେଶ ଆଗକୁ ବଢିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମୋରାଦାବାଦ ଏବଂ ଉତ୍ତରାଖଣ୍ଡରେ ଯୁବତୀଙ୍କ ସହ ଘଟିଥିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

ଅନ୍ତର୍ଜାତୀୟ ଭଲିବଲ୍‍ ସଂଘର ୩୮ତମ ବିଶ୍ୱ କଂଗ୍ରେସରେ ଅଚ୍ୟୁତ ସାମନ୍ତ

ଭାରତରେ ଭଲିବଲ୍‍ର ବିକାଶ ଆଶା ଉଜ୍ଜ୍ୱଳ ଭୁବନେଶ୍ୱର,୨୩ା୯: ଭାରତରେ ଭଲିବଲ୍‍ର ବିକାଶ ଆଶା ଉଜ୍ଜ୍ୱଳ ବୋଲି ଭାରତୀୟ ଭଲିବଲ୍‍ ସଂଘର ସଭାପତି ଅଚ୍ୟୁତ ସାମନ୍ତ କହିଛନ୍ତି ।...

କଟକରୁ ଧରା ପଡିଲା ବିପୁଳ ରୂପା ଇଟା, ୧୪ଲକ୍ଷ ଟଙ୍କା ମଧ୍ୟ ଜବତ

ଟାଙ୍ଗୀ: ଗଞ୍ଜେଇ ରେଡ୍ ବେଳେ ଧରା ପଡିଲା ବିପୁଳ ପରିମାଣର ରୂପା ଇଟା । ଟାଙ୍ଗି ଟୋଲ୍ ଗେଟ୍‌ରେ ଯାଞ୍ଚ ବେଳେ ଧରିଲେ ଅବକାରୀ ବିଭାଗ ସ୍ପେସାଲ୍...

ରାଜ୍ୟ କ୍ୟାବିନେଟ: ୩୩ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏକାଧିକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ...

୨୦୧୧ ପରଠାରୁ ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ସେବାରେ ଆଇଟିଆଇ ବଡ଼ବିଲର ସୀତାରାମ ରୁଙ୍ଗ୍‌ଟା ବାଳକ ଛାତ୍ରାବାସ

ଭୁବନେଶ୍ୱର: ଆଇଟିଆଇ ବଡ଼ବିଲ ଶୁଭାରମ୍ଭ ହେବା ପରଠାରୁ କେନ୍ଦୁଝର ଆଖପାଖ ଅଂଚଳର ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ଓ ଜ୍ଞାନରେ ବୃଦ୍ଧି ଆଣୁଥିବା ସହ ସେମାନଙ୍କ ପ୍ରଦର୍ଶନକୁ ସୁଦୃଢ଼ କରୁଛି...

ସନ୍ତୁଳିତ ଜୀବନଚର୍ଯ୍ୟା ସ୍ମୃତିଶକ୍ତି ହ୍ରାସ ସମସ୍ୟାକୁ ରୋକି ପାରିବ: କିମ୍‍ସ ବିଶେଷଜ୍ଞ

ଭୁବନେଶ୍ୱର,୨୧ା୯: ବୟସ୍କାଧିକ୍ୟ ଯୋଗୁଁ ସ୍ମୃତି ଶକ୍ତି ହ୍ରାସ ଏକ ସାଧାରଣ ସମସ୍ୟା ହୋଇଥିବା ବେଳେ ଏବେ  ୬୦ବର୍ଷରୁ କମ୍‍ ବୟସର ଲୋକଙ୍କଠାରେ ଏହି ସମସ୍ୟା ଦେଖା ଦେବା...