ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳ ପ୍ରକଳ୍ପ ନିକଟରେ ନୂତନ କାର୍ଯ୍ୟାଳୟର ଶୁଭାରମ୍ଭ
ଏସ୍ପିପିଏଲ୍ର ଇଡିଙ୍କ ଉପସ୍ଥିତିରେ ବସ୍ତା ବିଧାୟକ ଏବଂ ବାଲେଶ୍ୱର ଜିଲ୍ଲାପାଳଙ୍କ ଦ୍ୱାରା ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ଭୁବନେଶ୍ୱର: ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏଲ୍) ପକ୍ଷରୁ ବାଲେଶ୍ୱର...