Prabaha TV Media

ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୪ ଉନ୍ମୋଚନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର

ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ହେଉଛି ସରକାରଙ୍କ ଉଦ୍ଦେଶ୍ୟ, ଯାହାକି ଭାରତକୁ ଦୁର୍ବଳ ପାଞ୍ଚରୁ ଶ୍ରେଷ୍ଠ ୫ ଅର୍ଥନୀତିକୁ ନେଇ ପାରିଛି : ଶ୍ରୀ ଅନୁରାଗ ଠାକୁର ବିଶ୍ୱ...

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୧ତମ ରାଜ୍ୟ ଚାରୁକଲା ପୁରସ୍କାର ପ୍ରଦାନ ଉତ୍ସବ

 ଚଳିତ ବର୍ଷଠାରୁ ଚାରୁକଳାରେ ୧୨ଟି ପୁରସ୍କାର ପ୍ରଦାନ ପୁରସ୍କୃତ ହେଲେ ବିଭିନ୍ନ ବର୍ଗର ୧୨ ଜଣ କୃତୀ ଶିଳ୍ପୀ ଭୁବନେଶ୍ୱର,୩୦/୧୨/୨୦୨୩ : ଓଡ଼ିଶା ଲଳିତ କଳା...

ପୂର୍ବତଟ ରେଳପଥ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ

► ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ଜରିଆରେ ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଟ୍ରେନକୁ ଶୁଭାରମ୍ଭ କରିବେ ମାନ୍ୟବର ପ୍ରଧାନମନ୍ତ୍ରୀ | ► ଅଯୋଧ୍ୟା...

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବେଠକ

( ଅନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ) ଭୁବନେଶ୍ୱର, ୨୮/୧୨/୨୦୨୩ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ ପ୍ରକ୍ରିୟାରେ...

ଅଭିଯୋଗ ପରେ ପରିବହନ ବିଭାଗ ତତ୍ପର, ପାଞ୍ଚଟି ବସ ରୁ କଟିଲା ଚାଲାଣ

ବଡ଼ବିଲ,(ନିପ୍ର)ତା ୨୮.୧୨,ଘରୋଇ ବସ ମାଲିକ ମାନଙ୍କ ମାନମାନୀ ଯୋଗୁଁ ଯାତ୍ରୀମାନେ ଭୋଗୁଥିବା ଅସୁବିଧା ନେଇ ରାଜ୍ୟ ପରିବହନ ଆୟୁକ୍ତଙ୍କ ନିକଟରେ ହୋଇଥିବା ଅଭିଯୋଗ ପରିପେକ୍ଷି ରେ ଗତକାଲି...

ଜିନ୍ଦଲ ଷ୍ଟେନଲେସ ବାର୍ଷିକ ପ୍ରାୟ ୧.୯ ବିଲିୟନ ୟୁନିଟରୁ ଅଧିକ ସ୍ୱଚ୍ଛ ଶକ୍ତି ଉତ୍ପାଦନ କରିବ

କଳିଙ୍ଗନଗର, ୨୮ ଡିସେମ୍ବର ୨୦୨୩ : ଭାରତର ସର୍ବବୃହତ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସ ଏହାର ନୂତନ ପ୍ରକାଶିତ ସଷ୍ଟେନେବିଲିଟି ରିପୋର୍ଟ ଅନୁଯାୟୀ ପବନ-ସୌର ହାଇବ୍ରିଡ,...

ଅରୁନ୍ଧତୀ ମୋଟୋବାଇକସ୍ ଉନ୍ମୋଚନ କଲା “ହିରୋ କରିସ୍ମା ଏକ୍ସଏମ୍‌ଆର୍‌”

ଅରୁନ୍ଧତୀ ମୋଟୋବାଇକ୍ ବଜାରରେ ଏକ ଗ୍ରାଣ୍ଡ୍ ଏଣ୍ଟ୍ରି ଚିହ୍ନଟ କରି ଅଲ୍‌-ନ୍ୟୁ କରିସ୍ମା ଏକ୍ସଏମ୍‌ଆର୍ ଉନ୍ମୋଚନ କଲା ।ଭୁବନେଶ୍ୱର, ଡିସେମ୍ବର ୨୩, ୨୦୨୩ - ଅଟୋମୋବାଇଲ ଇଣ୍ଡଷ୍ଟ୍ରିର...

ଟେନିସ୍ ଖେଳାଳୀ ଦେବାଶିଷ ସାହୁଙ୍କୁ ୩୧ତମ ଏକଲବ୍ୟ ପୁରସ୍କାର

ଭୂବନେଶ୍ୱର, ୨୭/୧୨/୨୩: ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ପ୍ରତି ବର୍ଷ ଇମ୍ପା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଏକଲବ୍ୟ ପୁରସ୍କାର’ ଚଳିତ ବର୍ଷ ଟେନିସ୍...

ସ୍ନିଗ୍ଧା ମାଲବୀୟ ପିନ୍ଧିଲେ କିଟ୍ ନହ୍ନିପରୀ ମୁକୁଟ ୨୦୨୩

ଭୁବନେଶ୍ୱର, ୨୭ ।୧୨:  ଉତ୍ତରପ୍ରଦେଶର ସ୍ନିଗ୍‍ଧା ମାଲବୀୟ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୩ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ଫିଲ୍ମ ଆଣ୍ଡ ଫେସନ...

କିଟ୍‍ ରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ଉଦ୍‍ଘାଟିତ

ଭୁବନେଶ୍ୱର, ୨୭ ।୧୨:  କିଟ୍‍ ରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ବୁଧବାର ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି...

ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକଙ୍କ ଦାୟିତ୍ଵ ଗ୍ରହଣ

ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳର ନୂତନ ମହାପ୍ରବନ୍ଧକ ରୂପେ ଶ୍ରୀ ଦିନେଶ ପୃଥି ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ପୃଥି 1991 ମସିହାରେ ଷ୍ଟେଟ...

୨୭ରେ କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେ

ମୁଖ୍ୟ ଆକର୍ଷଣ ପୁନମ୍‍ ଧୀଲନ ଓ ଦୀପଶିଖା ଭୁବନେଶ୍ୱର, ୨୫ ।୧୨: କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୩ତମ ସଂସ୍କରଣର ସେମିଫାଇନାଲ୍‍ ଆସନ୍ତା ୨୬ ତାରିଖରେ...

ସ୍ପ୍ରିଙ୍ଗ ଫେଷ୍ଟ 2024

ସ୍ପ୍ରିଙ୍ଗ ଫେଷ୍ଟ ହେଉଛି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଖରଗପୁରର ବାର୍ଷିକ ସାମାଜିକ ଓ ସାଂସ୍କୃତିକ ମହୋତ୍ସବ | ସ୍ପ୍ରିଙ୍ଗ ଫେଷ୍ଟ ଏସିଆର ସବୁଠାରୁ ବଡ ସାଂସ୍କୃତିକ...

ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ସ୍ମୃତି ଚାରଣ ଏବଂ ସମ୍ବିଧାନର ସୁରକ୍ଷା ଦିଗରେ ଭଦ୍ରକ ଜିଲ୍ଲା ଦଳିତ ମହାସଙ୍ଗ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ

ଆଜି ଭଦ୍ରକ ଜିଲ୍ଲା ଦଳିତ ମହାସଙ୍ଗ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନ ପରିସର ମଧ୍ୟରେ ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ସ୍ମୃତି ଚାରଣ ଏବଂ ସମ୍ବିଧାନର ସୁରକ୍ଷା...