ବିଶ୍ୱ ଅର୍ଥନୈତିକ ଫୋରମ୍ ପକ୍ଷରୁ ଟାଟା ଷ୍ଟିଲ୍କୁ ଗ୍ଲୋବାଲ୍ ଡାଇଭର୍ସିଟି ଇକ୍ୱିଟି ଆଣ୍ଡ୍ ଇନ୍କ୍ଲୁଜନ (ଡିଇଆଇ) ଲାଇଟ୍ହାଉସ୍ ୨୦୨୩ ମାନ୍ୟତା
ଆଠ କଂପାନିରୁ ବିଶ୍ୱ ତାଲିକାରେ ସ୍ଥାନ ପାଇଥିବା ଏକମାତ୍ର ଭାରତୀୟ କଂପାନି ଅନ୍ତର୍ଭୁକ୍ତୀକରଣ କାର୍ଯ୍ୟନୀତି ଓ ନିଯୁକ୍ତି ପ୍ରକ୍ରିୟା, ଦକ୍ଷତାରେ ଉନ୍ନତି ଓ ପ୍ରାୟୋଜକ ଜରିଆରେ କର୍ମଚାରୀ...