ସାମ୍ନାକୁ ଆସୁନି ଅସହାୟଙ୍କ ବିକଳ ନଗ୍ନ ଚିତ୍ର

କୋରେଇ, ପ୍ରବାହ ନ୍ୟୁଜ୍ : ପାଣିକୋଇଲି ସିଜୁଛି ତ ପୁଣି କିଏ ବର୍ଷାରେ ଭିଜୁଛି, ଏକବିଂଶତମ ଶତା ତାଦ୍ଦୀରେ ମଣିଷ ପାଦ ଦେଇଥିବା ବେଳେ ସାମ୍ନାକୁ ଆସୁହି ଅସହାୟଙ୍କ ବିକଳ ନଗ୍ନ ଚିତ୍ର । ସାଧାରଣତଃ ମେ ରାସ୍ତା ଉପରେ ପାଗଳ ବ୍ୟକ୍ତିଟିଏ ବୁଲୁଥିବାର ଦେଖିଲେ ଘୃଣାରେ ଛି ର ଛ ଛାକର କରିଥାଉ କିମ୍ ଦୟା ହୋଇ ଟଙ୍କାଟିଏ ତା’ ହାତକୁ ବା ବଢ଼ାଇ ଦେଇ ଦାୟିତ୍ବ ସରିଗଲା ବୋଲି ଭାବି ଆତ୍ମ ସନ୍ତୋଷ ଲାଭ କରିଥାଉ I ମାତ୍ର ଆମେ କେବେ ଭାବୁନା ସେହି ପାଗଳ ଲୋକଟି ମଧ୍ଯ କା କାହାର ବାପା କିମ୍ବା ମାଆ ଭାଇ , ଝିଅ, ଭାଇ କିମ୍ବା ଭଉଣୀ ହୋଇଥିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ଷମତା ଜମାଳ ଲୋଭନୀୟ ହାତେଇବା ଲାଗି ମାଳମାଳ ଯୋଜନାମ ଘୋଷଣା କରି କ୍ଷମତାକୁ ଆସିବା ପରେ ନିଜର ଦାୟିତ୍ବ ଓ କର୍ଭବ୍ଯ ଭୁଲିଯାଇଥାଏ ା ନାଗରିକଟିଏ ଖରା ବର୍ଷାରେ ଖାଲି ପାଦରେ ବୁଲୁଥାଏ। ଏଭଳି ବ୍ୟକ୍ତି ରାଜ୍ୟ ତଥା ଦେଶର କୋଣ ଅ ନୁ କେ । ଣ ର ଦେଖାଯାଉଥିବା ବେଳେ ସରକାର କିମ୍ବା କୌଣସି ସରକାରୀ କର୍ମଚାରୀମାନଙ୍କ ପ୍ରତି ନିଘା ନଥାଏ । ଯଦି କୌଣସି ସହୃଦୟ ପାଗଳଟି ଳଟିଏ ଦେଖ୍ ନିକଟସ୍ଥ ଥାନାକୁ ଜଣାଏ, ବ ପୁଲିସ ବାବୁ । ମାନେ ତାକୁ ଗାଡ଼ିରେ ବସାଇ ନେଇ ତାଙ୍କ ଥାନା ସୀମା ପାର କରିବା ପରେ ସେମାନ ମାନଙ୍କର ଦାୟିତ୍ବ ସରିଯାଇଥାଏ ଅତି ବେଶୀରେ ଖାଦ୍ୟ ପୁଡ଼ିଆ ଅଥବା ନିଜର ପୁରୁଣା ଅବ୍ୟବହୃତ ପୋଷାକଟିଏ ଦେଇ ନିଜର କର୍ତ୍ତବ୍ୟ ସାରି ଦେଇଥାଏ। ରାସ୍ତା ଉପରୁ ଅଳିଅ ପୁନଃ ସଫାକରି ସ୍ବଚ୍ଛ ଭାରତ ଘୋଷଣା କଲେ ହେବନି। ଯଦି ଏମାନଙ୍କ ଭଳି ଅଲୋଡ଼ା ନାଗରିକଙ୍କୁ ସରକାର ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିପାରିବେ ତେବେ ତାହାହିଁ ହେବ ପ୍ରକୃତ ସ୍ବଚ୍ଛ । ଭାରତର ନିଦର୍ଶନ। ଏମାନଙ୍କ ପ୍ରତି ଦାୟିତ୍ବ କେବଳ ସରକାରଙ୍କ ନୁହେଁ, ସରକାରୀ କର୍ମଚାରୀ ଓ ସର୍ବୋପରି ସମସ୍ତ ପ୍ରତିନିଧୂ, ସରକାରୀ କମ ଜନସାଧାରଣଙ୍କର ଙ୍କର ରହିଛି।