ଅରୁନ୍ଧତୀ ଜ୍ୱେଲର୍ସ ଆଣିଛନ୍ତି ଓଡ଼ିଶାର ସର୍ବଶ୍ରେଷ୍ଠ ଧନତେରାସ ଅଫର୍
ଭୁବନେଶ୍ୱର: ଓଡିଶାର ସର୍ବବୃହର୍ତ୍ତ ଜୁଏଲାରୀ ବ୍ରାଣ୍ଡ୍ ଅରୁନ୍ଧତୀ
ଜ୍ୱେଲର୍ସ ତରଫରୁ ଆଲୋକ ଓ ଅମୃତର ପର୍ବ ଦୀପାବଳୀ ଓ
ଧନତେରାସ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ
ନେଇଆସିଅଛି ଓଡିଶାର ସର୍ବଶ୍ରେଷ୍ଠ ଧନତେରାସ ଅଫର୍ ।
ଏହି ପାର୍ବଣ ଋତୁ ପାଇଁ ନୂତନ ଓ ପ୍ରିମିୟମ କଳେକ୍ସନ୍ “ଅର୍କ”
ସିଗେନ୍ଚର ଓ “ଅମେୟା” ସିଗେନ୍ଚର ସହ ୧୦୦୦ରୁ
ଉର୍ଦ୍ଧ ଙ୍କଦ୍ଭସକ୍ତଙ୍କର ୟରଗ୍ଦସଶଦ୍ଭ ର ଗହଣାପ୍ରସ୍ତୁତ କରାଯାଇଛି ।
ଏହି ସର୍ବଶ୍ରେଷ୍ଠ ଧନତେରାସ ଅଫର୍ ରେ ସମସ୍ତ ରେଗୁଲାର
ସୁନା ଗହଣାର ଗଢା ମଜୁରୀ ଫ୍ଲାଟ୍ ୫୯୯ ଟଙ୍କା ରାଖାଯିବା
ସହ ପ୍ରତି ୧୦ ଗ୍ରାମ ସୁନାଗହଣା କିଣା ଉପରେ ଗୋଟିଏ
ସ୍ୱଣ୍ଣର୍ମୁଦ୍ରା ସମ୍ପୁଣ୍ଣର୍ ମାଗଣା ରଖାଯାଇଛି, ବୟଙ୍ଖବଦ୍ଭମର
ଭକ୍ଟକ୍ଟଳସଦ୍ଭଶ କରୁଥିବା ଗ୍ରାହାକଙ୍କ ପାଇଁ ଗହଣା ଉପରେ ଲାଗୁ
ହେବ ସର୍ବନିମ୍ନ ଲକ୍ଷରଙ୍ଘସଭକ୍ଷର ସୁନା ଦର ଓ ପୁରୁଣା ଗହଣା
ଏକ୍୍ସଚେଞ୍ଜେ ଉପରେ ମିଳିବ ୧୦୦% ଚେଞ୍ଜେ ଭାଲ୍ୟୁ, ଏହା ସହିତ ହିରା ଗହଣା ମୂଲ୍ୟ ଉପରେ ଫ୍ଲାଟ୍ ୨୦% ଅଫ୍ ଓ ରୂପା ଗହଣା ଗଢା ମଜୁରୀ ଉପରେ ଫ୍ଲାଟ୍ ୩୫% ଅଫ୍ ପାଇ ପାରିବେ ।
ଏହା ହେଉଛି ସର୍ବଶ୍ରେଷ୍ଠ ଧନତେରାସ ଅଫର୍ ଓଡ଼ିଶାର ସର୍ବ ବୃହତ ବ୍ରାଣ୍ଡ୍ ଅରୁନ୍ଧତୀ ଜ୍ୱେଲର୍ସର ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିବା ସହ ଅରୁନ୍ଧତୀ ଓଡ଼ିଶାର ସର୍ବଶ୍ରେଷ୍ଠ ବଜାର ମୂଲ୍ୟ (ଗୋଲଡ୍ ରେଟ୍+ମେକିଂ ଚାର୍ଜ), ଓଡ଼ିଶାର ସର୍ବଶ୍ରେଷ୍ଠ
କାରୁକାର୍ଯ୍ୟଭରା ବିସ୍ତୃତ କଲେକ୍ସନ୍, ଓଡ଼ିଶାର ସର୍ବଶ୍ରେଷ୍ଠ ୫ ଷ୍ଟାର ପ୍ରମିଜ୍ ସେବା ସହ ଓଡ଼ିଶାର ସର୍ବଶ୍ରେଷ୍ଠ ଧନତେରାସ ଅଫର୍ ଆଣିଅଛି । ଏହି ଅକର୍ଷଣୀୟ ଅଫର୍ରେ ସାମିଲ ହେବା ପାଇଁ ସମସ୍ତଙ୍କୁ ସାଦର ନିମନ୍ତ୍ରଣ କରିଛନ୍ତି ।