ଅରୁନ୍ଧତୀ ଜ୍ୱେଲର୍ସରେ Chains & Bangles Festival

ଭୁବନେଶ୍ୱର: ରାଜ୍ୟର ସର୍ବ ବୃହତ ଜୁଏଲାରୀ ବ୍ରାଣ୍ଡ୍ ଅରୁନ୍ଧତୀ ଜ୍ୱେଲର୍ସ ତରଫରୁ ତା୦୮.୦୮.୨୦୨୩ରିଖ ଠାରୁ Chains & Bangles Festival ର ଶୁଭାରମ୍ଭ ହୋଇଯାଇଅଛି ।

ଏହି Chains & Bangles Festival ରେ ଗ୍ରାହାକମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ସତନ୍ତ୍ର କାରିଗରୀଭରା Gold, Diamond and platinum collections ର ବିସ୍ତୁତ ସମ୍ଭାର ପ୍ରସ୍ତୁତ କରାଯାଇଅଛି । ଏହା ସହ ସର୍ବକୃଷ୍ଟ ଅଫର ମାଧ୍ୟମରେ ୫୦% ପର୍ଯ୍ୟନ୍ତ ସୁନାଗହଣା ଗଢାମଜୁରୀ ଉପରେ, ୩୦% ପର୍ଯ୍ୟନ୍ତ ହୀରା ମୂଲ୍ୟ ଉପରେ ଓ ୫୦% ପର୍ଯ୍ୟନ୍ତ ରୂପା ଉପରେ ସ୍ୱତନ୍ତ୍ର ରିହାତି ପାଇପାରିବେ ।

ଏହି ଅଫରଟି ଅରୁନ୍ଧତୀ ଜ୍ୱେଲର୍ସର ସମସ୍ତ ୭ଟି ଶାଖାରେ ଉପଲବ୍ଧ ରହିବ । ଅରୁନ୍ଧତୀ ଜ୍ୱେଲର୍ସ ପକ୍ଷରୁ ଏହି ଫେଷ୍ଟିଭାଲ ଆନନ୍ଦ ନେବା ପାଇଁ ସମସ୍ତ ଗ୍ରାହାକବନ୍ଧୁମାନଙ୍କୁ ସାଦର ନିମନ୍ତ୍ରଣ କରାଯାଇଅଛି ।

Leave a Reply

Your email address will not be published. Required fields are marked *