ଅରୁନ୍ଧତୀ ହିରୋରେ ହିରୋ ମୋଟର୍କପରସି.ଇ.ଓ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପରିଦର୍ଶନ

ଭୁବନେଶ୍ୱର: ହିରୋ ମୋଟୋକର୍ପର ମାନ୍ୟବର ସି.ଇ.ଓ ଶ୍ରୀ ନିରଂଜନ ଗୁପ୍ତା, ସି.ଜି.ଓ ଶ୍ରୀ ରଣଜୀବୀଜ ସିଙ୍ଗ ଜୀ, ଜାତୀୟ ବିକ୍ରୟ ମୁଖ୍ୟ ଆଶୁତୋଶ ଭର୍ମା ଜୀ, ଜାତୀୟ ସେବା ମୁଖ୍ୟ ଶ୍ରୀ ମନୀଷ ଶ୍ରୀବାସ୍ତବ ଜୀ ଏବଂ ଅନ୍ୟବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୁନ୍ ୮ ତାରିଖ ଦିନ ଅରୁନ୍ଧତୀ ହିରୋ ରେ ପରିଦର୍ଶନ କରିଥିଲେ ଏବଂ ଅରୁନ୍ଧତୀ ହିରୋର ଗ୍ରାହାକମାନଙ୍କ ପ୍ରତି ସେବା ପାଇଁ ପ୍ରଶଂସା କରିବା ସହିତ କର୍ମଚାରୀମାନଙ୍କୁ ପ୍ରରେଣା ଦାୟକ ବକ୍ତବ୍ୟ ଦ୍ୱାରା କିପରି ଉତ୍ତମ ଭାବରେ ଗ୍ରାହକସେବା କରିପାରିବେ ତାହା ଦର୍ଶାଇଥିଲେ ।
ଏହି ଅବସରରେ ଅରୁନ୍ଧତୀର ପରିଚାଳନା ନିଦ୍ଧେର୍ଶକ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିଥିଲେ ଯେ ଏହା ଆମ ଅରୁନ୍ଧତୀ ପରିବାର ପାଇଁ ଏକ ଗର୍ବର ବିଷୟ ଏବଂ ଆଗାମୀ ଦିନରେ ଅରୁନ୍ଧତୀ ସେହି ଉତ୍ସର୍ଗୀକୃତ ମନଭାବ ରଖି ସର୍ବତ୍ତମ ଗ୍ରାହାକସେବା ଯୋଗାଇଦେବା ପାଇଁ ପ୍ରତିଶୃତି ବଦ୍ଧ ।

Leave a Reply

Your email address will not be published. Required fields are marked *