ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆସି ପହଞ୍ଚିଲା କୋଭିଡ-୧୯ ଟୀକା

ଆଜି ଅପରାହ୍ନ ୪ଟା ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜ୍ୟ ଟୀକାକରଣ କେନ୍ଦ୍ରରୁ ସର୍ବମୋଟ ୬୧୫୦ ଟି କୋଭିସିଲଡ଼ ନାମକ ଟୀକା ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟୀକାକରଣ କେନ୍ଦ୍ରରେ ପହଞ୍ଚିଛି ।

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆସି ପହଞ୍ଚିଲା କୋଭିଡ-୧୯ ଟୀକା

ଆସିଥିବା ଟୀକା ମଧ୍ୟରୁ ୫୫୩୫ ଟି ଟୀକା ଜିଲ୍ଲା ମୁଖ୍ୟ ସମେତ ଜଟଣୀ, ମେଣ୍ଢାଶାଳ, ବୋଲଗଡ ଓ ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଆସନ୍ତା ୧୬ ତାରିଖରୁ ପର୍ଯ୍ୟାୟ କ୍ରମେ ୧୦୦ ଟି ଲେଖାଏଁ ସର୍ଵ ପଥମେ କରୋନା ଯୋଦ୍ଧାଙ୍କୁ ଦିଆଯିବା ନେଇ ଖୋର୍ଦ୍ଧା ଟିକାକରଣ କେନ୍ଦ୍ର ର ମୁଖ୍ୟ ଯଶୋଦା ରାଣୀ ବେହେରା ସୂଚନା ଦେଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆସି ପହଞ୍ଚିଲା କୋଭିଡ-୧୯ ଟୀକା

Leave a Reply

Your email address will not be published. Required fields are marked *