୩୨ତମ ଏକଲବ୍ୟ ପୁରସ୍କାର-୨୦୨୪ ନିମନ୍ତେ ଦରଖାସ୍ତ ଆହ୍ୱାନ

ଭୁବନେଶ୍ୱର, ୦୧/୦୪/୨୪: ଇମ୍ଫାଗ୍ରୁପ୍ ଦ୍ୱାରା ପରିଚାଳିତ ‘ଇଣ୍ଡିଆନ୍‌ମେଟାଲ୍ସ ପବ୍ଲିକ୍‌ଚାରିଟେବଲ୍‌ଟ୍ରଷ୍ଟ୍‌\’ (ଓଗଚଇଉଞ) ତରଫରୁ ସମ୍ମାନଜନକ ୩୨ତମ ‘ଏକଲବ୍ୟ ପୁରସ୍କାର ୨୦୨୪’ ନିମନ୍ତେ ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି ।‘ଏକଲବ୍ୟ ପୁରସ୍କାର’ହେଉଛିଓଡ଼ିଶାରଶ୍ରେଷ୍ଠ ଯୁବକ୍ରୀଡ଼ାବିତ୍‌ଙ୍କ ପାଇଁଉଦ୍ଦିଷ୍ଟବାର୍ଷିକକ୍ରୀଡ଼ା ପୁରସ୍କାର, ଯାହାର ନଗଦ ରାଶି ପରିମାଣ ଟ.୫୦୦,୦୦୦/- (ପାଂଚଲକ୍ଷ ଟଙ୍କା) ରହିଛି । ମୁଖ୍ୟ ପୁରସ୍କାରଛଡ଼ା ଦୁଇଗୋଟିଉପବିଜେତାଙ୍କୁମଧ୍ୟପୁରସ୍କାର ପ୍ରଦାନ କରାଯାଏ, ଯାହାର ପୁରସ୍କାରରାଶି ପରିମାଣ ଟ.୧୦୦,୦୦୦/- (ଏକ ଲକ୍ଷଟଙ୍କା) ଲେଖାଏଁରହିଛି । ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶାସ୍ଥିତକୌଣସିକ୍ରୀଡ଼ାସଂଗଠନ/ବୋର୍ଡ/ସଂଘ, ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟମାଧ୍ୟମରେସେମାନଙ୍କ ନାମାଙ୍କନ ପତ୍ର ପଠାଇ ପାରିବେ । ପ୍ରାର୍ଥୀମାନଙ୍କରବୟସ ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ ।

ପ୍ରାର୍ଥୀମାନେ ପ୍ରାଞ୍ଜଳଭାବେ ନିଜରବୟସ ପ୍ରମାଣପତ୍ରସହିତ ଗତ ଦୁଇବର୍ଷ (୧ ଏପ୍ରିଲ ୨୦୨୨ରୁ ୩୧ ମାର୍ଚ୍ଚ ୨୦୨୪) ମଧ୍ୟରେରାଜ୍ୟସ୍ତରୀୟ, ଜାତୀୟଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେହାସଲକରିଥିବାବିଭିନ୍ନକୃତିତ୍ୱର ପ୍ରମାଣପତ୍ରସହିତ ଦରଖାସ୍ତ ଦାଖଲକରିବା ଆବଶ୍ୟକ ।

ପ୍ରାର୍ଥୀପତ୍ରଗୁଡ଼ିକ ନିଶ୍ଚିତ ଭାବେ ୩୧ ମେ\’ ୨୦୨୪ ତାରିଖସୁଦ୍ଧା ‘ଏକଲବ୍ୟ ପୁରସ୍କାର, ଇମ୍ପାକ୍ଟ, ଇମ୍ଫାବିଲ୍‌ଡିଂ, ଭୁବନେଶ୍ୱର – ୭୫୧୦୧୦ ଠିକଣାରେ ପହଂଚିବାଆବଶ୍ୟକ ।

Leave a Reply

Your email address will not be published. Required fields are marked *