ବାଳିକା ଉଚ୍ଚ ବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ

ପାରଳାଖେମୁଣ୍ଡି, ପ୍ରବାହ ନ୍ୟୁଜ୍‌ : ଗୋଷଣୀ ବ୍ଲକ ଅନ୍ତର୍ଗତ ବାଗଶାଳା ଗ୍ରାମରେ ରାଧା ଚରଣ ଦାସ ବାଳିକା ଉଚ୍ଚ ବିଦ୍ୟାଳୟ ରେ ୭୬ତମ ସାଧାରଣ ତନ୍ତ୍ର ଦିବସ ଅତି ଆଡମ୍ବର ସହ ପାଳନ ହୋଇ ଯାଇ ଛି l ବିଦ୍ୟାଳୟର ପରିଚଳନା ପରିଷଦର ସଭାପତି ଶ୍ରୀ ମୀନ କେତନ ସାହୁ ପତକା ଉତ୍ତୋଳନ କରିବା ସହ ସାଧାରଣ ତନ୍ତ୍ର ଦିବସ ମହତ୍ତ ବିଷୟରେ ଛାତୀ ମାନଙ୍କୁ ଅଭିଭାଷଣ କହିଥିଲି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରି ଓ ସମସ୍ତେ କର୍ମଚାରୀ ଉପସ୍ଥିତ ରହି ସାଧାରଣ ତନ୍ତ୍ର ଦିବସ ଉପରେ ଛାତୀ ମାନଙ୍କୁ ବୁଝାଇ ଥିବା ବେଳେ ଛାତୀ ମାନ ରଙ୍ଗା ରଙ୍ଗ ନୂତ୍ୟ ଉପସ୍ଥାପନା କରି ପରିଶେଷରେ ମିଷ୍ଟାନ ବଣ୍ଟନ କରି ଥିଲେ l

Leave a Reply

Your email address will not be published. Required fields are marked *