ବିଶ୍ୱ ଅଟିଜିମ୍ ସଚେତନତା ଦିବସ: ଅନ୍ତର୍ଭୁକ୍ତିକରଣର ବାର୍ତ୍ତା ଦେଇ ନୀଳ ଆଲୋକରେ ଝଲସିଲା ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ଗୁଡ଼ିକର କାର୍ଯ୍ୟାଳୟ
ଭୁବନେଶ୍ୱର, ୩ ଏପ୍ରିଲ, ୨୦୨୬: ଅନ୍ତର୍ଭୁକ୍ତିକରଣ ଏବଂ ନ୍ୟୁରୋଡାଇଭରସିଟି ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି, ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଚାରୋଟି ଡିସକମ୍ -...
