ଓଡ଼ିଶା ସରକାରଙ୍କ ସ୍କିଲ୍ଡ ଇନ୍ ଓଡ଼ିଶା ଅଭିଯାନକୁ ପ୍ରୋତ୍ସାହନ
ଭୁବନେଶ୍ୱର, : ସମୁଦାୟର ଉନ୍ନତି ଉପରେ ମନୋନିବେଶ କରି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ସ୍ଥାପନ ହୋଇଥିବା ଚାରିଟି ଯୌଥ ଉଦ୍ୟୋଗ ତଥା...
ଭୁବନେଶ୍ୱର, : ସମୁଦାୟର ଉନ୍ନତି ଉପରେ ମନୋନିବେଶ କରି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ସ୍ଥାପନ ହୋଇଥିବା ଚାରିଟି ଯୌଥ ଉଦ୍ୟୋଗ ତଥା...
ସୁକିନ୍ଦା: ଟାଟା ଷ୍ଟିଲ ପକ୍ଷରୁ ବିଶ୍ୱ ଜଳ ଦିବସ ଅବସରରେ ସ୍ଥାନୀୟ ଡମଶାଳ ନାଳଠାରେ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କମ୍ପାନୀର ସୁକିନ୍ଦା, ସାରୁଆବିଲ...
ପୁରୁଣା ହସ୍ତକଳା ପରମ୍ପରା ପାଇଁ ଓଡ଼ିଶା ସାରା ବିଶ୍ୱରେ ପ୍ରସିଦ୍ଧଲାଭ କରିଛି, ଯାହାକି ଆଜି ମଧ୍ୟ ଓଡିଆ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇ ରହିଛି। ତେବେ...
ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବିଶ୍ୱ ଜଳ ଦିବସ ଅବସରରେ ଶାନ୍ତି ପାଇଁ ଜଳ ବିଷୟବସ୍ତୁ ଆଧାରରେ ଆର୍ଥିକ ବର୍ଷ ୨୪ରେ...
ଲାଞ୍ଜିଗଡ଼, କଳାହାଣ୍ଡିଜିଲ୍ଲା : ଲାଞ୍ଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲଗ୍ରେଡ ଆଲୁମିନାଉତ୍ପାଦନକାରୀ ମିନିସାଇନ୍ସସେଣ୍ଟ ର୍ଉଦଘାଟନ କରିଛି । ପାରମ୍ପରିକ ଶିକ୍ଷାଦାନ ପ୍ରଣାଳୀକୁ ସାହାଯ୍ୟ କରିବା ଓ ଛାତ୍ରଙ୍କଲାଗି ଏସଟିଇଏମ...
ଭୁବନେଶ୍ୱର, : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍, ଓଡ଼ିଶା ରାଜ୍ୟ କମିଟିର ଜରୁରୀ ବୈଠକ ଆଜି...
ବ୍ରହ୍ମପୁର, : ଓଡ଼ିଶାର ବର୍ଷିୟାନ ରାଜନେତା, ପୂର୍ବତନ ମନ୍ତ୍ରୀ ଡ଼ା. ଦାମୋଦର ରାଉତଙ୍କ ବିୟୋଗରେ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ଗଭୀର ଶୋକ...
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ପାଳନ କରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତ ତଥ୍ୟକୁ ଆଜି ଭାରତୀୟ ନିର୍ବାଚନ ଆୟୋଗ ‘‘ଯଥା...
ସୋନିପତ, : ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ସହଯୋଗରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରି ଗିନିଜ୍...
*ୱାର୍ଲଡ୍ ଓଡ଼ିଶା ସୋସାଇଟି ଦ୍ୱାରା ତୃତୀୟ ଶକ୍ତି ଉତ୍ସବ ଆୟୋଜନ* ନୂଆଦିଲ୍ଲୀ ତା ୨୧/୦୩ ନାରୀଶକ୍ତିର ଚାତ୍ରୁର୍ଯ୍ୟ, ମାଧୁର୍ଯ୍ୟ ଓ ଐଶ୍ଚର୍ଯ୍ୟ ମହାନ ବୋଲି ବିଶିଷ୍ଟ ବ୍ୟକ୍ତି...
ଭୁବନେଶ୍ୱର : ଆନ୍ତର୍ଜାତୀୟ ଜଙ୍ଗଲ ଦିବସ ଅବସରରେ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଛତିଶଗଡ ଏବଂ ଓଡିଶାରେ ଏହାର କାର୍ଯ୍ୟପରିସର ତଥା ପରିବେଶକୁ ସଂରକ୍ଷଣ...
ଭୁବନେଶ୍ୱର : କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଆଇଟିସି ସଷ୍ଟେନେବିିଲିଟି ଆୱାର୍ଡସ୍ ୨୦୨୩ରେ ଟାଟା ଷ୍ଟିଲ୍ର ସୁକିନ୍ଦାକ୍ରୋମାଇଟ୍ ଖଣିକୁ‘ଜୈବବିବିଧତା ପରିଚାଳନା ଉତ୍କର୍ଷ’ ପୁରସ୍କାର ପ୍ରଦାନ କରାଯାଇଛି...
ଭୁବନେଶ୍ୱର,୧୮ା୩: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (କିମ୍ସ) ଭୁବନେଶ୍ୱରର ହୃଦ୍ରୋଗ ବିଶେଷଜ୍ଞ ଡା ଅଶୋକ କୁମାର ବଡ଼ମାଳି ମଝି ଆକାଶରେ ବଞ୍ଚାଇଛନ୍ତି ଜଣେ ମହିଳାଙ୍କ ଜୀବନ।...
ଗଣମାଧ୍ୟମ ସାଧାରଣ ଲୋକଙ୍କ ସ୍ୱର ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍) : ଗଣମାଧ୍ୟମ ସାଧାରଣ ଲୋକର ସ୍ୱର । ସରକାରଙ୍କର ପ୍ରତ୍ୟେକ ଜନହିତକାର ଯୋଜନାକୁ ସମାଜର ତଳସ୍ତରରେ ଥିବା ଲୋକ...
ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍) : ତା ୧୬ା୩ା୨୦୨୪ : ଗଣତନ୍ତ୍ରରେ ମତଦାନ ସାବ୍ୟସ୍ତ କରି ନିଜ ସରକାର ବାଛିବା ନାଗରିକଙ୍କର କର୍ତ୍ତବ୍ୟ । କିନ୍ତୁ ଅନେକ ଲୋକ ମତଦାନ...