Year: 2024

ରତନ ଟାଟାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୧

ଭୁବନେଶ୍ୱର,୨୨ ।୪: ବିଶ୍ୱର ବିଶିଷ୍ଟ ଶିଳ୍ପପତି, ସମାଜସେବୀ ତଥା ଟାଟାଗ୍ରୁପ୍‍ର ଚେୟାରମ୍ୟାନ୍‍ ଏମେରିଟସ୍‍ ରତନ ଟାଟାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୧ ସୋମବାର ପ୍ରଦାନ କରାଯାଇଛି ।...

ତନିସ୍କ ଦ୍ୱାରା ରିଭା ସହିତ ଆପଣଙ୍କର ବିବାହ ସ୍ୱପ୍ନକୁ କରନ୍ତୁ ସ୍ମରଣୀୟ

ଭୁବନେଶ୍ବର : ଟାଟା ପକ୍ଷରୁ ଭାରତର ସର୍ବବୃହତ ଅଳଙ୍କାର ବ୍ରାଣ୍ଡ ତନିସ୍କ ‘ରିଭା’କୁ ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ ଭାବେ ଗ୍ରାହକ ନିକଟରେ ଉପସ୍ଥାପନ କରିଛି।...

ହିଟ ୱେଭର ମୁକାବିଲା ପାଇଁ ଆରବିଆଇ କର୍ମଚାରୀଙ୍କ ଜନସାଧାରଣଙ୍କୁ ଘୋଳଦହି ବଣ୍ଟନ

ଓଡିଶାର ବିଭିନ୍ନ ସ୍ଥାନରେ ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ତୀବ୍ର ହିଟ ୱେଭ ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱରର କର୍ମଚାରୀମାନେ ଏକ ଅଭିନବ...

ନିର୍ବାଚନରେ ଅଂଶଗ୍ରହଣ ହାର ବୃଦ୍ଧି ପରିପ୍ରେକ୍ଷୀରେ ଜନ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ଵର ମହାନଗର ନିଗମ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସ ଜାରି ମାଷ୍ଟର କ୍ୟାଣ୍ଟିନଛକଠାରୁ ବିଏମସି ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ପଦଯାତ୍ରା(ଓ୍ୱାକାଥନ୍) ନୂତନ ଯୁବ...

ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟରେ ଅଧିକ ମତଦାନ

୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳ ସମେତ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସରିଛି ମତଦାନ ବସ୍ତରର ୫୬ଟି ଗାଁରେ ଏବଂ ଗ୍ରେଟ୍ ନିକୋବରର...

ଏଲସିଏ ତେଜସ୍‌ ଏମକେ1ଏ  ପାଇଁ  ସ୍ୱଦେଶୀ ଲିଡିଂ ଏଜ୍ ଆକ୍ଚୁଏଟର୍ସ

ଡିଆରଡିଓର ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି (ଏଡିଏ) ସ୍ୱଦେଶୀ ଲିଡିଂ ଏଜ୍ ଆକ୍‌ଚୁଏଟର୍ସ ଏବଂ ଏୟାରବ୍ରେକ୍ କଣ୍ଟ୍ରୋଲ ମଡ୍ୟୁଲର ପ୍ରଥମ ବ୍ୟାଚ୍ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍)କୁ ହସ୍ତାନ୍ତର...

କେବେ ସୁଧୁରିବେ ବାହୁବଳୀ

ଖୋର୍ଦ୍ଧା(ଜିତେନ୍ଦ୍ର କୁମାର ମାନସିଂହ) ପ୍ରବାହ ନ୍ୟୁଜ୍ : ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ମହତ୍ୱପୁର୍ଣ୍ଣ । ରାଜନୈତିକ ନେତାମାନଙ୍କ ଉପରେ ଜନସାଧାରଣ ଓ ଗଣମାଧ୍ୟମ ତିକ୍ଷ୍ନ ନଜର ରଖିଥାନ୍ତି...

ଅପରାଜିତାଙ୍କୁ ଜଗଦେବ କଣ୍ଟା

ବିଜେପିକୁ ପଡ଼ିବ ମହଙ୍ଗା ଖୋର୍ଦ୍ଧା(ଜିତେନ୍ଦ୍ର କୁମାର ମାନସିଂହ) ପ୍ରବାହ ନ୍ୟୁଜ୍ : ଓଡ଼ିଶାର ରାଜନୀତିରେ ନିଜର ଦବଦବା ପ୍ରତିପାଦନ କରୁଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ତଥା ଭୁବନେଶ୍ୱର...

ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପେନସନ ଓ ସୁରକ୍ଷା ଅ ।ଇନ ପ୍ରଣୟନ

ଭୁବନେଶ୍ୱର,୧୯/୪ : ଓଡ଼ିଶା ବ୍ୟତୀତ ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ସାମ୍ବାଦିକମାନଙ୍କୁ ପେନସନ ସହିତ ସୁରକ୍ଷା ଅ ।ଇନ ମଧ୍ୟ ପ୍ରଣୟନ କରାଯାଇଛି...

ନୂତନ ସିକେଡି ଇଞ୍ଜିନ୍ ଆସେମ୍ବଲି ଲାଇନ୍ ଉଦ୍‌ଘାଟିତ

ଭୁବନେଶ୍ୱର, ୧୮ ଅପ୍ରେଲ ୨୦୨୪: ଦେଶର ଦୁଇ ଚକିଆ ଉତ୍ପାଦନକାରୀଙ୍କ ମଧ୍ୟରୁ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ଗର୍ବର ସହିତ ଏହାର ଯାତ୍ରାରେ ଏକ...

ଆଇପିଏଲ୍ ୨୦୨୪ରେ ଓଡ଼ିଶାର ଖାଦ୍ୟ ଦୋକାନ ମାଲିକ ଜିତିଲେ ବଇକ୍‌

ଆଇପିଏଲ୍ ୨୦୨୪: ଓଡିଶାର ଖାଦ୍ୟ ଦୋକାନ ମାଲିକ ଜିଓ ସିନେମାର ଜିଟୋ ଧନ ଧାନା ଧାନ ପ୍ରତିଯୋଗିତାରୁ ଦୁଇ ଚକିଆ ଯାନ ଜିତିଛନ୍ତି ।ଟାଟା ଆଇପିଏଲ୨୦୨୪ ସେମାନଙ୍କର...

ଆର୍ଥିକ ବର୍ଷ ୨୦୨୪ ତିନି ଚକିଆ ଯାନ ସହିତ ମୋଟ ୨୬,୯୯୬ ଇଭି ୟୁନିଟ୍ ବିକ୍ରି

ଭୁବେନଶ୍ୱର, ୧୭ ଏପ୍ରିଲ ୨୦୨୪: 'ଆନନ୍ଦ ଇ-ବାଇକ୍‌' ଏବଂ 'ଆନନ୍ଦ ଇ-ରିକ୍‌' ବ୍ରାଣ୍ଡ ଅନ୍ତଗର୍ତ ବୈଦ୍ୟୁତିକ ଯାନର ଅନ୍ୟତମ ଉତ୍ପାଦକ ୱାଡଓର୍୍ୱିଜାର୍ଡ େଇନୋଭସନ୍ସ ଆଣ୍ଡ ମୋବିଲିଟି ଲିମେିଟଡ୍...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୭ତମ ଶ୍ରାଦ୍ଧୋତ୍ସବ ପାଳିତ

ଭୁବନେଶ୍ୱର, ତା ୧୭ା୪ : ଆଜି ବିଏମ୍‌ସି ୱାର୍ଡ ନଂ-୩୫, ଖାରବେଳଳନଗରରେ ପ୍ରବାଦ ପୁରୁଷ ବିଶ୍ୱନେତା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୨୭ତମ ପୁଣ୍ୟତିଥି...

ସଚେତନତା ଧର୍ମୀ ଚଳଚ୍ଚିତ୍ର “ଆସକ୍ତ’ର ସ୍କ୍ରିନିଙ୍ଗ୍ ଅନୁଷ୍ଠିତ

ଭୁବନେଶ୍ୱର, ତା ୨୭ା୪ା୨୦୨୪ : ନିଶା ସେବନ ଆଧୁନିକ ସମାଜର ବିପର୍ଯ୍ୟୟର କାରଣ ମଧ୍ୟରୁ ଅନ୍ୟତମ । ଏହା ଏକ ସାମାଜିକ ବ୍ୟାଧି । ଏହା ସମାଜରେ...

ଆନ୍ତର୍ଜାତିକ ଜୟ ଶ୍ରୀଜଗନ୍ନାଥ ରକ୍ତଦାନ ଦିବସ ପାଳିତ

ଆଜି ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ଟାଉନ ହଲ, ପୁରୀଠାରେ ଅନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ ଓ ଇନଷ୍ଟିଚ୍ୟୁଟ ଅଫ ଡିଜିଟାଲ...

You may have missed