Year: 2024

ସଫଳ ହେଲା ଭରତଙ୍କ ସ୍ୱପ୍ନ, ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ଟାଙ୍ଗରା ଭୂଇଁ ପାଲଟିଲା ଫଳ ଉଦ୍ୟାନ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ଅନ୍ତର୍ଗତ ବିପିଲିଙ୍ଗି ଗ୍ରାମର ଚାଷୀ ଭରତ ରେଡ୍ଡୀଙ୍କ ସ୍ୱପ୍ନ ପୂରଣ ହୋଇଛି । ଟାଟା ଷ୍ଟିଲ ଫାଉଣ୍ଡେସନର (ଟିଏସ୍‌ଏଫ୍‌) ସହଯୋଗ...

ଟାଟା ଷ୍ଟିଲ୍‌ର ୨୦୨୩-୨୪ ଆର୍ôଥକ ବର୍ଷରେ ଇବିଆଇଟିଡିଏ ୨୩,୪୦୨ କୋଟି ଟଙ୍କା

ଭୁବନେଶ୍ୱର : ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୩-୨୪ ଆର୍ôଥକ ବର୍ଷ ଏବଂ ଚତୁର୍ଥ ତ୍ରୈମାସିକର ଫଳାଫଳ ଘୋଷଣା କରାଯାଇଛି । ଚତୁର୍ଥ ତ୍ରୈମାସିକରେ ରାଜସ୍ୱ ୫୮,୬୮୭ କୋଟି...

କିଟ୍‍ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସମାବର୍ତ୍ତନ

ମଙ୍ଗୋଲିଆରେ ମହିଳାମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ: ମଙ୍ଗୋଲିଆ ରାଷ୍ଟ୍ରଦୂତ ଭୁବନେଶ୍ୱର : ମଙ୍ଗୋଲିଆରେ ମହିଳାମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ଭାରତରେ ଅବସ୍ଥାପିତ ମଙ୍ଗୋଲିଆ ରାଷ୍ଟ୍ରଦୂତ ଗନ୍‍ବୋଲ୍‍ଡ ଦାମ୍ବାଜୟ...

ନବଦିନ ବ୍ୟାପୀରାମଚରିତ ମାନସ କାର୍ଯ୍ୟକ୍ରମର ଶୁଭାରମ୍ଭ

ବ୍ରହ୍ମପୁର : ନିକଟସ୍ଥ ବିପୁଳିଙ୍ଗି ଗ୍ରାମରେ ନବଦିନ ବ୍ୟାପୀ କାର୍ଯ୍ୟକ୍ରମ ମହାସମାରୋହରେ ଆରମ୍ଭ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୪୦ ଜଣ ସନ୍ଥ ଏହି...

ଉପଦ୍ରବ କରୁଥିବା ମାଙ୍କଡ଼କୁ ଧରିଲା ବନ ବିଭାଗ

ଭୁବନେଶ୍ୱର : କଟକ ଜିଲ୍ଲା ମାହାଙ୍ଗା ବ୍ଲକ, ସାଲେପୁର ବ୍ଲକ ଓ ନୂଆବଜାର ବ୍ଲକ ଅଞ୍ଚଳରେ ଦିନକୁ ଦିନ ମାଙ୍କଡ଼ଙ୍କ ଉତ୍ପାତ ବଢ଼ିଚାଲିଥିବାରୁ ସାଧାରଣ ଲୋକେ ଆତଙ୍କିତ...

ବେଦାନ୍ତ ଆଲୁମିନିୟମ ମୋବାଇଲ ହେଲ୍‌ଥ ୟୁନିଟର ପ୍ରଚଳନ କରିଛି

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର ମୋବାଇଲ ହେଲ୍‌ଥ ସେବାକୁ ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସିଜିମାଳି ଖଣି ପରିସରରେ...

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ୱାଦଦାତା ସମ୍ମିଳନୀ ଅନୁଷ୍ଠିତ

ନୀଳଗିରି; ରାଜ୍ୟ ମୁଖାପାତ୍ର ଡ଼କ୍ଟର ଲକ୍ଷ୍ମଣ ପଣ୍ଡା ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ସମ୍ବନ୍ଧରେ ଆଲୋକପାତ କରିଛନ୍ତି ।କୃଷକର ଆୟକୁ ଦୁଇ...

ଜୁନ ୧ ରେ କାକଟପୁର ଓ ନିମାପଡା ରେ ଭୋଟ ମତଦାନ କରିବେ ୪୯୧୬୯୮ ଭୋଟର

ପୁରୀ : ଓଡିଶା ର ଚତୁର୍ଥ ଓ ପୁରୀ ଜିଲ୍ଲାର ଦ୍ୱିତୀୟ ତଥା ଚୁଡାନ୍ତ ପର୍ଯ୍ୟାୟ ମତଦାନ ଜୁନ ୧ ତାରିଖରେ ଅନୁଷ୍ଠିତ ହେବ।୧୬ ଜଗତସିଂହପୁର ଲୋକସଭା...

ନିର୍ବାଚନ ପରବର୍ତ୍ତୀ ହିଂସା, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ ୬ ଆହତ

କଟକ : ବେଦପୁର ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା। ଏଠାରେ ବିଜେଡି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଛି। ଏଥିରେ ଉଭୟ ଗୋଷ୍ଠୀର ଛଅ...

ଏନ୍‌ଟିପିସି ପକ୍ଷରୁ ଏଟିଡି ଶ୍ରେଷ୍ଠ ପୁରସ୍କାର ୨୦୨୪ରେ ତୃତୀୟ ସ୍ଥାନହାସଲ

ଭୁବନେଶ୍ୱର : ଏଟିଡି ଶ୍ରେଷ୍ଠ ପୁରସ୍କାର ୨୦୨୪ରେ ବିଶ୍ୱସ୍ତରରେ ତୃତୀୟ ର‌୍ୟାଙ୍କ ହାସଲ କରି ଏନ୍‌ଟିପିସି ଏକ ଉଲ୍ଳେଖନୀୟ ମାଇଲଖୁଂଟ ହାସଲ କରିଛି । ସମସ୍ତ ଭାରତୀୟ...

NALCO ପୂର୍ବ ଉତ୍ପାଦନ ରେକର୍ଡକୁ ଅତିକ୍ରମ କରି 60 2060 କୋଟି ନିଟ୍ ଲାଭ ସହିତ, FY24 ରେ ₹ 13,149 କୋଟି କାରବାରରୁ ଆକର୍ଷଣୀୟ ରାଜସ୍ୱ ହାସଲ କରିଛି

ଭୁବନେଶ୍ୱର, 27.05.2023 : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନାଭ୍ରାଟନା ପବ୍ଲିକ୍ ଏଣ୍ଟରପ୍ରାଇଜ୍ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) FY2024 ସମୟରେ ଉତ୍ପାଦନ...

ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଏୟାର ଆମ୍ବୁଲାନ୍ସ ,ବାଇକ୍ ଆମ୍ବୁଲାନ୍ସ ଏବଂ ରୋଡ୍ ଆମ୍ବୁଲାନ୍ସ ସେବା ଆରମ୍ଭ

ଭୁବନେଶ୍ଵର,୨୭/୦୫: ବିଶ୍ୱ ଜରୁରୀକାଳୀନ ଚିକିତ୍ସା ଦିବସ ଅବସରରେ ଓଡ଼ିଶାବାସୀଙ୍କ ପାଇଁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବା ପାଇଁ ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର...

ଯୁକ୍ତ ୨ରେ କିସ୍‍ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର, ୨୭ ।୫: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ...

You may have missed