ରାଜନୀତିର ପଥପ୍ରଦର୍ଶକ ସାହିତ୍ୟ ପଞ୍ଚାନନ କାନୁନ୍ଗୋଙ୍କ ଗଳ୍ପ ସଂକଳନ ବିବର୍ଣ୍ଣ ମମତା ଉନ୍ମୋଚିତ
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଆଜି ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ରତ୍ନଚୀରା ପବ୍ଲିକେସନ୍ ଦ୍ୱାରା ପ୍ରକାଶିତ ବର୍ଷିୟାନ୍ ରାଜନେତା ପଞ୍ଚାନନ କାନୁନଗୋଙ୍କ ଲିଖିତ ଗଳ୍ପ ପୁସ୍ତକ ‘ବିବର୍ଣ୍ଣ...