Month: September 2024

ପାରାଦୀପ ବନ୍ଦର ପ୍ରାଧିକରଣ ପୁରସ୍କାର ରାତି 2024, ଉତ୍ସବ ପାଳନ

 ପାରାଦୀପ, ପ୍ରବାହ ନ୍ୟୁଜ୍‌ : ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ) ଭୁବନେଶ୍ୱରର ମେଫେୟାର ସମ୍ମିଳନୀରେ ଆୟୋଜିତ ହୋଇଥିବା "ପୁରସ୍କାର ନାଇଟ୍ 2024" ରେ ଉଲ୍ଲେଖନୀୟ ସଫଳତା ଏବଂ...

ଟାଟା ଷ୍ଟିଲ୍ କଳିଙ୍ଗନଗରରେ କାର୍ଯ୍ୟକ୍ଷମ ହେଲା ଭାରତର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍‌

କଳିଙ୍ଗନଗର,ପ୍ରବାହ ନ୍ୟୁଜ୍‌ : ଟାଟା ଷ୍ଟିଲ୍ ପକ୍ଷରୁ ଆଜି କଳିଙ୍ଗନଗର କାରଖାନାରେ ଭାରତର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍ ସଫଳତାର ସହ କାର୍ଯ୍ୟକ୍ଷମ ହୋଇଯାଇଛି । ସମୁଦାୟ ୨୭,୦୦୦କୋଟି...

ପ୍ରଶାସନିକ କ୍ଷେତ୍ରରେ ଭାଷାର ବ୍ୟବହାରକୁ ନେଇ ଅବହେଳା ବିରୁଦ୍ଧରେ ଆନ୍ଦୋଳନ ତୀବ୍ରତର ହେବ

ବ୍ରହ୍ମପୁର /ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : - ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଦୀର୍ଘ ଦିନର ଆନ୍ଦୋଳନ ଫଳରେ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡିଶା ଗଠିତ...

ସମଗ୍ର ଶିକ୍ଷା ଯୋଜନା ଭିତ୍ତିକ 1264 ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ତାଲିକାର ଅନୁମୋଦନସ୍ବତନ୍ତ୍ର ବୈଠକ

ଛତ୍ରପୁର, ପ୍ରବାହ ନ୍ୟୁଜ୍‌ : ଗଞ୍ଜାମ ଜିଲ୍ଲାରେ ସମଗ୍ର ଶିକ୍ଷା ଯୋଜନା ଭିତ୍ତିକ 1264 ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ତାଲିକାର ଅନୁମୋଦନ ସକାଶେ ଜିଲ୍ଲା ପରିଷଦର...

ଟିପିସିଓଡିଏଲ ପକ୍ଷରୁ କଟକ ସର୍କଲ ପାଇଁ ଏରିଆ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଟଂରର ଶୁଭାରମ୍ଭ

ପ୍ରବାହ ନ୍ୟୁଜ୍‌ : ଟିପିସିଓଡିଏଲ ପକ୍ଷରୁ କଟକ ସହରରେ ୨୪ ଘଣ୍ଟିଆ ସ୍କାଡା ଏନାବଲ୍ଡ ସର୍କଲ ଏରିଆ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଟଂର୍ (ଏପିଏସ୍‌ସିସି)ର ଶୁଭାରମ୍ଭ ହୋଇଯାଇଛି...

‘ଟାଟା ଷ୍ଟିଲ୍ ୱାର୍ଲଡ ୨୫କେ ଦୌଡ’ ୨୦୨୪ ଡିସେମ୍ବର ୧୫ରେ କୋଲକାତାରେ ଅନୁଷ୍ଠିତ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ପୂର୍ବ ଭାରତର ସବୁଠାରୁ ବଡ଼ କ୍ରୀଡ଼ା କାର୍ଯ୍ୟକ୍ରମ ନୂଆ ରୂପ ଧାରଣ କରିଥିବା ଉଲ୍ଲାସର ସହର ଭାବେ ପରିଚିତ କୋଲକାତା ଏବେ ସମ୍ମାନଜନକ...

ବାଲିଗୁଡ଼ା ବ୍ଲକରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ବାଲିଗୁଡ଼ା, ପ୍ରବାହ ନ୍ୟୁଜ୍‌ : ବ୍ଲକରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ହୋଇଯାଇଛି। ବାଲିଗୁଡ଼ା ବନ୍ଦେ ଉତ୍କଳ ଜନନୀ ଟାଉନ ହଲରେ ଭୁବନେଶ୍ୱର ରେ ମାନ୍ୟବର ପ୍ରଧାନ...

ପୂର୍ବତଟ ରେଳପଥ ପକ୍ଷରୁ ହିନ୍ଦୀ ଦିବସ ପାଳନ

ସମ୍ବଲପୁର : ପ୍ରବାହ ନ୍ୟୁଜ୍‌ : ପୂର୍ବତଟ ରେଳପଥ ଏବଂ ଏହାର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁର ଠାରେ ହିନ୍ଦୀ ଦିବସ ପାଳନ କରାଯାଇଅଛି |ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର |ଫୁଙ୍କୱାଲଙ୍କ ନେତୃତ୍ୱରେ କର୍ମଚାରୀ ଓ ଅଧିକାରୀ ମାନେ ହିନ୍ଦୀର ପ୍ରଚାର ଓ ପ୍ରସାର ପାଇଁ ଶପଥ ଗ୍ରହଣ କରିଥିଲେ | ହିନ୍ଦୀ ଦିବସ ମହତ୍ୱପୂର୍ଣ୍ଣ କାରଣ ଏହା ଜାତୀୟ ଏକୀକରଣକୁ ପ୍ରୋତ୍ସାହିତ କରେ ଯାହା ଭାରତରେ ଭାଷା ସମ୍ପ୍ରଦାୟ ମାନଙ୍କୁ ଏକତ୍ର କରିଥାଏ | ହିନ୍ଦୀର ସଂସ୍କୃତି ଓ ଐତିହ୍ୟ ଏବଂ ଆମ ସଂସ୍କୃତିରେ ଭାଷାର ମହତ୍ତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏହା ପ୍ରତିବର୍ଷ ପାଳନ କରାଯାଏ | ରେଳପଥର ମୁଖ୍ୟ ରାଜଭାଷା ଅଧିକାରୀ ତଥା ପ୍ରମୁଖ ବୈଦ୍ୟୁତିକ ଯନ୍ତ୍ରୀ ଶ୍ରୀ ଆଲୋକ ସହାୟ ଏହି ଶପଥ ଗ୍ରହଣ ଉତ୍ସବକୁ  ପରିଚାଳନା କରିଥିଲେ |

‘ସୁଭଦ୍ରା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ପ୍ରମୁଖ ଯୋଜନା ‘ସୁଭଦ୍ରା’ର ଶୁଭାରମ୍ଭ କରିଛନ୍ତି । ଏହା ସର୍ବବୃହତ୍,...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକ ଏବଂ...

ବାଲିଗୁଡ଼ା ସବ୍ଡିଭିଜନାଲ୍ ଡାକ୍ତରଖାନାରେ ଡାକ୍ତର ମରୁଡି

ଖାଲି ରୋଗୀଙ୍କୁ ଫୁଲବାଣୀ ରେଫର୍ କନ୍ଧମାଳ, ପ୍ରବାହ ନ୍ୟୁଜ୍‌ : କନ୍ଧମାଳ ଜିଲ୍ଲା ରେ ଦୁଇଟି ସବଡିଭିଜନ ରହିଛି। ବାଲିଗୁଡ଼ା ସବ୍ଡିଭିଜନ ରେ ୯ ଗୋଟି ବ୍ଲକ...

ଟାଟା ଷ୍ଟିଲର ସର୍ବବୃହତ ପୁଞ୍ଜିନିବେଶ ସ୍ଥଳ ପାଲଟିଛି ଓଡ଼ିଶା

କଳିଙ୍ଗନଗର,ପ୍ରବାହ ନ୍ୟୁଜ୍‌ : ଓଡ଼ିଶାର ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଦ୍ୱାରା ଖୁବ୍ ଶୀଘ୍ର ଏହାର କ୍ଷମତା ବାର୍ଷିକ ୩ ନିୟୁତ ଟନ୍...

ବାରାଣସୀ ସ୍ଥିତ ଐତିହାସିକ ସର୍ବୋଦୟ ସାଧନା କେନ୍ଦ୍ରପୁନଃନିର୍ମାଣ ପାଇଁ ସର୍ଵସେବା ସଂଘ ପକ୍ଷରୁ’ନ୍ୟାୟର ଦୀପ ଜଳାଅ’ ସତ୍ୟାଗ୍ରହ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଦେଶରେ ଗାନ୍ଧୀ ବିଚାର ଓ ସଙ୍ଗଠନକୁ ଲୋପ କରିଦେବା ପାଇଁ କେନ୍ଦ୍ର ସରକାର ଲଗାତାର ଯୋଜନାବଦ୍ଧ ଷଡଯନ୍ତ୍ର ଚଳାଇଛନ୍ତି। ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ...

ନିଖିଳ ଉତ୍କଳ ଲାଇବ୍ରେରୀ ଏବଂ ଲାବ୍ରୋଟୋରୀ ଆଟେଣ୍ଡାଣ୍ଟ ସଂଘର ବର୍ଦ୍ଧିତ କାର୍ଯ୍ୟକାରିଣୀ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ତା ୧୫.୦୯.୨୦୨୪ ରିଖ ନିଖିଳ ଉତ୍କଳ ଲାଇବ୍ରେରୀ ଏବଂ ଲାବ୍ରୋଟୋରୀ ଆଟେଣ୍ଡାଣ୍ଟ ସଂଘର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ...