Day: September 30, 2024

ଅଗସ୍ତି ନୂଅ।ଗାଁ ଚିଦାନନ୍ଦ ଦିବ୍ୟଧାମରେ ଅ।ଧ୍ୟାତ୍ମିକ ସମାରୋହ

ଅଗସ୍ତିନୂଅ।ଗାଁ,ପ୍ରବାହ ନ୍ୟୁଜ୍‌ : ତାମ୍ପରା ହ୍ରଦ ନିକଟସ୍ଥ ଅଗସ୍ତି ନୂଅ।ଗାଁ ଠାରେ ପ୍ରତିଷ୍ଠିତ ଚିଦାନନ୍ଦ ଦିବ୍ୟଧାମରେ ୨୯ ତାରିଖ ଦିନ ଅ।ନ୍ତର୍ଜାତିକ ଦିବ୍ୟ ଜୀବନ ସଂଘ ଋଷିକେଶର...

“ମନକୀବାତ୍”ରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

ସାନ୍ତାଳୀ ଭାଷାର ପ୍ରଚାର ଦିଗରେ ରାମଜୀତ ଟୁଡୁଙ୍କ କାର୍ଯ୍ୟ ସୃଜନଶୀଳତାର ପ୍ରତୀକ – ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ‘ମନ୍ କୀ ବାତ୍ କାର୍ଯ୍ୟକ୍ରମ’ର...

ବିଶ୍ୱ ହୃଦୟ ଦିବସ ଅବସରରେ ମଣିପାଲ ହସ୍ପିଟାଲ ପକ୍ଷରୁ ମେଗା ୱାକାଥନ୍‌ ଆୟୋଜିତ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଓଡ଼ିଶାର ଲୋକପ୍ରିୟ ହସ୍ପିଟାଲ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳନ କରାଯାଇଛି । ଏହି ଅବସରରେ ମଣିପାଲ ହସ୍ପିଟାଲ...

ଟିପିସିଓଡିଏଲକୁ ସମ୍ମାନଜନକ ସ୍କଚ ପୁରସ୍କାର

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ)କୁ ନୂଆଦିଲ୍ଲୀର ଇଣ୍ଡିଆ...

ସ୍ୱାସ୍ଥ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ

ଅଚ୍ୟୁତ ସାମନ୍ତ ଜାତୀୟସ୍ତରରେ ସମ୍ମାନୀତ ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସୋସିଏସନ୍‍ ଅଫ୍‍ ହେଲ୍‍ଥକେୟାର ପ୍ରୋଭାଇଡର୍ସ (ଏଏଚ୍‍ପିଆଇ) ଇଣ୍ଡିଆ ପକ୍ଷରୁ...

ଏନଟିପିସି ଦର୍ଲିପାଲିରେ ‘ହିନ୍ଦୀ ଦୁର୍ଗନ୍ଧ’ର ସମାରୋହ

ସୁନ୍ଦରଗଡ,ପ୍ରବାହ ନ୍ୟୁଜ୍‌ : NTPC ଡାରଲିପାଲିରେ ଦୈନନ୍ଦିନ କାର୍ଯ୍ୟରେ ହିନ୍ଦୀର ପ୍ରଗତିଶୀଳ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ 1424 ରୁ 28 ସେପ୍ଟେମ୍ବର, 2024 ପର୍ଯ୍ୟନ୍ତ ହିନ୍ଦୀ...

You may have missed