Month: August 2024

ଆର ଜି କର ମେଡିକାଲ କଲେଜରେ ଘଟିଯାଇଥିବା ଲୋମହର୍ଷଣ କାରି ଘଟଣାକୁ ପାଞ୍ଚପିଢ଼ ଉପଖଣ୍ଡ ଡାକ୍ତର ସମୁହଙ୍କ ନିନ୍ଦା ଓ ଦାବୀପତ୍ର ପ୍ରଦାନ

କରଞ୍ଜିଆ , ପ୍ରବାହ ନ୍ୟୁଜ୍‌- କଲିକତା ସ୍ଥିତ ଆର ଜି କର ମେଡ଼ିକାଲ କଲେଜ ରେ ନିକଟ ରେ ଜଣେ କର୍ତ୍ତବ୍ୟ ରତ ମହିଳା ଡାକ୍ତର ଙ୍କ ପ୍ରତି...

ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ପେଟ ରୋଗ ପାଇଁ ଅତ୍ୟାଧୁନିକ ଚିକିତ୍ସା

ଭୁବନେଶ୍ୱର , ପ୍ରବାହ ନ୍ୟୁଜ୍‌, ମଣିପାଲ୍ ହସ୍ପିଟାଲ ଭୁବନେଶ୍ୱର ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲ୍‌ଷ୍ଟୋନ୍ ଅତିକ୍ରମ କରିଛି । ବିଭିନ୍ନ ପ୍ରକାର ପେଟ ରୋଗ ଏବଂ...

ଆରିସଇନଫ୍ରା ସଲ୍ୟୁସନ୍ସ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଆରିସଇନଫ୍ରା ସଲ୍ୟୁସନ୍ସ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି)...

ଆଇଏନ୍‌ଏସ୍‌ ଚିଲିକାର ନୂଆ କମାଣ୍ଡିଂ ଅଫିସର୍‌ଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଭାରତୀୟ ନୌସେନାର ଆଇଏନ୍‌ଏସ୍‌ ଚିଲିକାରେ ୨୩ତମ କମାଣ୍ଡିଂ ଅଧିକାରୀ ଓ ଷ୍ଟେସନ୍‌ କମାଣ୍ଡର୍‌ ଭାବେ କୋମୋଡର୍‌ ବି ଦୀପକ ଅନୀଲ ଆଜି ଦାୟିତ୍ୱ...

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ କାର୍ଯ୍ୟାଳୟ ପରିସରରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ

ପାରାଦୀପ, ପ୍ରବାହ ନ୍ୟୁଜ୍‌ : ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ ଉତ୍କଳ ଷ୍ଟିଲ କାର୍ଯ୍ୟାଳୟ ପରିସରରେ ୭୮ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି।...

PPA ଦେଶଭକ୍ତିର ଉତ୍ସାହ ସହିତ 78 ତମ ସ୍ୱାଧୀନତା ଦିବସ ପାଳନ

ପ୍ରବାହ ନ୍ୟୁଜ୍‌ :  ଦେଶପ୍ରେମ ଉତ୍ସାହ, ପତାକା ଉତ୍ତୋଳନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିପୂର୍ଣ୍ଣ ପାରାଦୀପ ବନ୍ଦର ପ୍ରାଧିକରଣ ଦ୍ୱାରା 78 ତମ ସ୍ୱାଧୀନତା ଦିବସ ପାଳନ...

ପୃଥିବୀ ଅବଲୋକନ ଉପଗ୍ରହ ଇଓଏସ୍‌-୦୮ ପଠାଇଲା ଇସ୍ରୋ

ପ୍ରବାହ ନ୍ୟୁଜ୍‌: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଜି ସକାଳ ୯ଟା ୧୭ ମିନିଟ୍‌ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଘୁ...

ଟାଟାଷ୍ଟିଲ କଳିଙ୍ଗ ନଗରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

କାଲିଙ୍ଗନଗର, ପ୍ରବାହ ନ୍ୟୁଜ୍‌ : ଟାଟା ଷ୍ଟିଲ କାଲିଙ୍ଗନଗର ଗୁରୁବାର ଦିନ ଜଜପୁର ଜିଲ୍ଲାର ଡାନାଗାଡି ବ୍ଲକ ଅନ୍ତର୍ଗତ ଡୁବୁରୀ ନିକଟରେ ଥିବା ପ୍ଲାଣ୍ଟ ପରିସରରେ 78...

ୱି ପକ୍ଷରୁ ଅତିରିକ୍ତଡାଟା ଓ ଓଟିଟିସୁବିଧାସହ ପ୍ରିପେଡ୍‌ଗ୍ରାହକଙ୍କ ପାଇଁସ୍ୱାଧୀନତା ଦିବସ ଅଫର

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଭାରତଏହାର ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଦେଶର ଅଗ୍ରଣୀଟେଲିକମ ଅପରେଟରଭୋଡାଫୋନ ଆଇଡିଆବାୱି ପକ୍ଷରୁ ପ୍ରିପେଡଗ୍ରାହକମାନଙ୍କଲାଗି ଅତିରିକ୍ତଡାଟା ଓ ଓଟିଟିଲାଭ ଥିବାସ୍ୱାଧୀନତା...

କଳ୍ପତରୁ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ମହାରାଷ୍ଟ୍ରର ମୁମ୍ବାଇ ମେଟ୍ରୋପଲିଟାନ୍ ରିଜିଅନ୍‌ର ଅଗ୍ରଣୀ ରିଅଲ ଇଷ୍ଟେଟ୍ କମ୍ପାନି କଳ୍ପତରୁ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ...

ପ୍ୟାରିସ୍ ଅଲିମ୍ପିକ୍ସକୁ ଯାଇଥିବା ପ୍ରତ୍ୟେକ ଖେଳାଳି ଚାମ୍ପିୟନ : ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସ ଅଲିମ୍ପିକ୍ସରେ ଆମ ଦେଶର ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳ ସହ ଆଲୋଚନା କରିଛନ୍ତି । ନୂଆଦିଲ୍ଲୀରେ ସେମାନଙ୍କୁ ଭେଟିବା...