Day: August 30, 2024

ନାଲକୋକୁ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) କୁକ୍ରୀଡ଼ା ଏବଂ କ୍ରୀଡ଼ା ପ୍ରୋତ୍ସାହନ...

ଭବାନୀପାଟଣାରେ ନୂତନ ଆକର୍ଷକ ଶୋରୁମ୍ ଉଦଘ।ଟିତ

ପ୍ରବାହ ନ୍ୟୁଜ୍‌ : ଟାଟା ଗ୍ରୁପର ଭାରତର ସର୍ବବୃହତ ଅଳଙ୍କାର ରିଟେଲ ବ୍ରାଣ୍ଡ, ତନିସ୍କ ଏହାର ଶୁଭାରମ୍ଭ କରିଛି ଓଡ଼ିଶାର ଭବାନୀପାଟନାରେ ଏକ ନୂତନ ଶୋରୁମ। ଏହି...

ପାରାଦୀପ ବନ୍ଦର କ୍ରୀଡ଼ା ପରିଷଦ ଦ୍ୱାରା ଜାତୀୟ କ୍ରୀଡା ଦିବସ ପାଳନ

 ଆଜି ଗୋପାବନ୍ଧୁ ଷ୍ଟାଡିୟମରେ ପାରାଦୀପ ବନ୍ଦର କ୍ରୀଡ଼ା ପରିଷଦ ଦ୍ୱାରା ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଛି   ଏହି ତାରିଖ କିମ୍ବଦନ୍ତୀ ହକି ୱିଜାର୍ଡ, ମେଜର ଧିଆନ...

ନଗର ରାଜଭାଷା କାର୍ଯ୍ୟ।ନ୍ବୟନ ସମିତିର ୫୬ତମ ଅର୍ଦ୍ଧବାର୍ଷିକ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଶ୍ରୀ ଦିନେଶ ପରୁଥୀ,ଅଧ୍ୟକ୍ଷ, ନରାକାସ (ବ୍ୟାଙ୍କ) ଏବଂ ମୁଖ୍ୟ ମହାପ୍ରବନ୍ଧକ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଭୁବନେଶ୍ୱରଙ୍କ ଅଧ୍ୟକ୍ଷତାରେ, ଭାରତ ସରକାର, ଗୃହ...

କିଟ୍‍ ଓ କିଟ୍‍ ଓ କିସ୍‍ ପକ୍ଷରୁ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ପାଳିତ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : କିଟ୍‍ ଓ କିସ୍‍ ପକ୍ଷରୁ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ଗୁରୁବାର ପାଳିତ ହୋଇଯାଇଛି। ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ...

କ୍ୟାରିୟର କାଉନସିଲ୍ କାର୍ଯ୍ୟକ୍ରମ “ମୁଁ ବି ସମର୍ଥ’ ଅନୁଷ୍ଠିତ

କୋରାପୁଟ : ସୁନାବେଡ଼ା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କ୍ୟାରିୟର କାଉନସିଲ୍ କାର୍ଯ୍ୟକ୍ରମ "ମୁଁ ବି ସମର୍ଥ" ଆୟୋଜିତ ହୋଇଯାଇଛି lଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି...

ଗଣେଶ ମନ୍ଦିରର ପାର୍ଶ୍ବ ଦ୍ଵାରା ନିର୍ମାଣ ଦାବି ଓ ବିଭ୍ରାନ୍ତକାରୀ ବ୍ୟକ୍ତିଙ୍କ ବିରୋଧରେ ଆପତ୍ତି ଅଭିଯୋଗ

ବ୍ରହ୍ମପୁର, ପ୍ରବାହ ନ୍ୟୁଜ୍‌ : କନିଷି ତହସିଲ ଅନ୍ତର୍ଭୁକ୍ତ ପଞ୍ଚମା ଶ୍ରୀ ସିଦ୍ଧ ବିନାୟକ ଗଣେଶ ମନ୍ଦିରର ବିଜେ ପ୍ରତିମା ଠାକୁରଙ୍କ ଭିତର ମନ୍ଦିରର ଉତ୍ତରପାର୍ଶ୍ବ -...