Day: August 16, 2024

ଏନଟିପିସି ଡର୍ଲିପାଲି 78 ତମ ସ୍ୱାଧୀନତା ଦିବସ ପାଳନ

ସୁନ୍ଦରଗଡ, ପ୍ରବାହ ନ୍ୟୁଜ୍‌ : ଏନଟିପିସି ଡର୍ଲିପାଲି ପ୍ରକଳ୍ପର ଉତ୍କଳ ଭବନରେ 15 ଅଗଷ୍ଟରେ ଆନନ୍ଦ ଉଲ୍ଲାସରେ 78 ତମ NTPC Darlipali 78 ତମ ସ୍ୱାଧୀନତା...

ୱି ପକ୍ଷରୁ ଅତିରିକ୍ତଡାଟା ଓ ଓଟିଟିସୁବିଧାସହ ପ୍ରିପେଡ୍‌ଗ୍ରାହକଙ୍କ ପାଇଁସ୍ୱାଧୀନତା ଦିବସ ଅଫର

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଭାରତଏହାର ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଦେଶର ଅଗ୍ରଣୀଟେଲିକମ ଅପରେଟରଭୋଡାଫୋନ ଆଇଡିଆବାୱି ପକ୍ଷରୁ ପ୍ରିପେଡଗ୍ରାହକମାନଙ୍କଲାଗି ଅତିରିକ୍ତଡାଟା ଓ ଓଟିଟିଲାଭ ଥିବାସ୍ୱାଧୀନତା...

କଳ୍ପତରୁ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ମହାରାଷ୍ଟ୍ରର ମୁମ୍ବାଇ ମେଟ୍ରୋପଲିଟାନ୍ ରିଜିଅନ୍‌ର ଅଗ୍ରଣୀ ରିଅଲ ଇଷ୍ଟେଟ୍ କମ୍ପାନି କଳ୍ପତରୁ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ...

ପ୍ୟାରିସ୍ ଅଲିମ୍ପିକ୍ସକୁ ଯାଇଥିବା ପ୍ରତ୍ୟେକ ଖେଳାଳି ଚାମ୍ପିୟନ : ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସ ଅଲିମ୍ପିକ୍ସରେ ଆମ ଦେଶର ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳ ସହ ଆଲୋଚନା କରିଛନ୍ତି । ନୂଆଦିଲ୍ଲୀରେ ସେମାନଙ୍କୁ ଭେଟିବା...

୭୮ତମ ସ୍ୱାଧୀନତା ଦିବସ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ଅଭିବୃଦ୍ଧିକୁ ଆକାର ଦେବା, ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ଏକ...

କିଟ୍‍ ଓ କିସରେ ସ୍ୱାଧୀନତା ଦିବସ

କିଟ୍‍, କିସ୍‍, କିମ୍‍ସ, କିଟ୍‍ ପବ୍ଲିକ୍‍ ସ୍କୁଲ୍‍ ଓ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ଗୁରୁବାର ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କିସ୍‍ର ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ...

ଦେଶ ବିକାଶରେ ପ୍ରତି ନାଗରିଙ୍କର ସହଭାଗିତା ରହୁ

ସାଇ ସରସ୍ୱତୀ ମନ୍ଦିରରେ ୭୮ତମ ସ୍ୱାଧିନତା ଦିବସ ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌) : ବହୁ ମନିଷୀଙ୍କ ପ୍ରାଣବଳୀରେ ଭାରତ ପାଇଛି ସ୍ୱାଧିନତା । ୮ସହ ବର୍ଷ ମରହଟ୍ଟା ଓ...