Day: August 11, 2024

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଆଜି ରାଜ୍ୟ ସରକାରଙ୍କର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ବିଭାଗୀୟ...

ଟିପିସିଓଡିଏଲ୍ ପକ୍ଷରୁ ମୌସୁମୀ ଋତୁରେ ସୁରକ୍ଷିତ ରହିବାକୁ ବିଦ୍ୟୁତ ଉପଭୋକ୍ତାଙ୍କୁ ଅନୁରୋଧ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ମୌସୁମୀ ଋତୁର ପ୍ରସ୍ତୁତି...

କ୍ୟାବିନେଟ୍ କମିଟି ଦ୍ୱାରା ଓଡ଼ିଶାରେ 06 ଟି ସମେତ 08 ଟି ରେଳ ପ୍ରକଳ୍ପକୁ ଅନୁମୋଦନ

ପ୍ରବାହ ନ୍ୟୁଜ୍‌ : କ୍ୟାବିନେଟ କମିଟି ଦ୍ୱାରା ଗତକାଲି ଓଡିଶା ପାଇଁ ପ୍ରାୟ 15004 କୋଟି ଟଙ୍କାର ଛଅ ଗୋଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବାରୁ...

ଚାରି ଦିନିଆ ବହୁଭାଷୀ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୁବନେଶ୍ବର, ପ୍ରବାହ ନ୍ୟୁଜ୍‌ : ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ...

ଭେକ୍ଟରବାହିତ ରୋଗ ପ୍ରତି ସଚେତନ କରିବ ଟାଟା ଷ୍ଟିଲ ଫାଉଣ୍ଡେସନର ‘ସଚେତନତା ରଥ’

କଳିଙ୍ଗନଗର, ପ୍ରବାହ ନ୍ୟୁଜ୍‌ : ଭେକ୍ଟରବାହିତ ରୋଗ ପ୍ରତି ସଚେତନତା ସୃଷ୍ଟି ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗତ ଶୁକ୍ରବାର ସୁକିନ୍ଦା ଓ ବ୍ରାହ୍ମମଣିପାଳ ଠାରେ...