Day: July 31, 2024

ଜେଏସପି ବଡ଼ବିଲକୁ ମିଳିଲା ସମ୍ମାନଜନକ ‘ଏଚ୍ଆର୍ ୱାର୍ଲଡ ଫ୍ୟୁଚର ସ୍କିଲ୍ସ ଆୱାର୍ଡ ୨୦୨୪’

ଯୋଡା/ବଡ଼ବିଲ, ପ୍ରବାହ ନ୍ୟୁଜ୍‌ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି), ବଡ଼ବିଲ ୟୁନିଟକୁ ଇକୋନୋମିକ୍ ଟାଇମ୍ସ ଗ୍ରୁପ୍ ଦ୍ୱାରା ଜୁଲାଇ ୧୮, ୨୦୨୪ରେ ହରିୟାଣାର ଗୁରୁଗ୍ରାମ...

ଓଡ଼ିଶା ନାଭାଲ ଟାଟା ହକି ଏଚପିସି ଦ୍ୱାରା ପ୍ରଥମ ଜେଆରଡି ଟାଟା ଇନ୍‌ଭିଟେସନାଲ୍ ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର (ଓଏନଟିଏଚଏଚପିସି) ପକ୍ଷରୁ ଜୁଲାଇ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜେଆରଡି ଟାଟା...

କେନ୍ଦ୍ର ବଜେଟ୍ ୨୦୨୪-୨୫ ପରବର୍ତ୍ତୀ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଦ୍ୱାରା ଆୟୋଜିତ 'ବିକଶିତ ଭାରତ ଅଭିମୁଖେ ଯାତ୍ରା: କେନ୍ଦ୍ର ବଜେଟ୍...

ବେଦାନ୍ତ ଆଲୁମିନିୟମ କଳାହାଣ୍ଡିର ସଉରା କଳାକୁ ପୁନର୍ଜୀବିତ କରି ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିଛି

ଲାଞ୍ଜିଗଡ଼, ପ୍ରବାହ ନ୍ୟୁଜ୍‌: ବେଦାନ୍ତ ଲାଞ୍ଜିଗଡ଼, ଭାରତର ସ୍ମେଲଟର ଗ୍ରେଡ ଆଲୁମିନା ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ଏକ ୟୁନିଟ ଗୋଷ୍ଠୀର ନିରନ୍ତର ଜୀବିକା ପାଇଁ ସମର୍ପିତ...

କିଟ୍‍ ବିଶ୍ୱବିଦ୍ୟାଳୟକୁ ଜାତିସଂଘର ସ୍ୱତନ୍ତ୍ର ମାନ୍ୟତା

ଭୁବନେଶ୍ୱର ,ପ୍ରବାହ ନ୍ୟୁଜ : କିଟ୍‍ ବିଶ୍ୱବିଦ୍ୟାଳୟକୁ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦ (ୟୁଏନ୍‍ ଇକୋସୋକ୍‍)ଦ୍ୱାରା ସ୍ୱତନ୍ତ୍ର ପରାମର୍ଶଦାତା (ସ୍ପେସିଆଲ୍‍ କନ୍‍ସଲ୍‍ଟେଟିଭ୍‍) ମାନ୍ୟତା ପ୍ରଦାନ କରାଯାଇଛି।...

ଲୋଇଶିଙ୍ଘା ବ୍ଲକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

ବଲାଙ୍ଗିର, ପ୍ରବାହ ନ୍ୟୁଜ : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁସାରେ ଆଜି ଲୋଇଶିଙ୍ଘା ବ୍ଲକ ମୁଖ୍ୟାଳୟରେ...

ବାର୍ଷିକ ଫଳ ଫସଲରେ କାନପି ପରିଚାଳନା ଉପରେ କର୍ମଶାଳା

ଭୁବନେଶ୍ୱର,ପ୍ରବାହ ନ୍ୟୁଜ: ଭୁବନେଶ୍ୱରର ସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରିକ୍ଷଣ କେନ୍ଦ୍ର ଦ୍ୱାରା ଫଳ ଜାତୀୟ ଫସଲ ରେ ସହିତ ଡାଳ ପରି ଚାଳନା ସମର୍କରେ କର୍ମଶାଳା...

ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟର ଯାଞ୍ଚ ପାଇଁ ଏକ ଜରୁରୀ ବୈଠକ

ଅନୁଗୁଳ,ପ୍ରବାହ ନ୍ୟୁଜ୍ - ଜିଲ୍ଲା ରେ ଶିକ୍ଷା ର ପ୍ରାଣକେନ୍ଦ୍ର ଭାବେ ପରିଗଣିତ ବାଜି ରାଉତ ଛାତ୍ରାବାସ ରେ ଛାତ୍ରଛାତ୍ରୀ ମାନ ଙ୍କ ସ୍ବାସ୍ଥ୍ୟ ର ଯାଞ୍ଚ...

ପ୍ରଫେସର ନାରାୟଣ ପୃଷ୍ଠେଙ୍କ ‘ମୁଦ୍ରା ଓ ଅର୍ଥନୀତି’ ପୁସ୍ତକ ଲୋକାର୍ପିତ

ଗୁଗୁଲ ସର୍ଚ୍ଚ ଓଡିଆରେ କରିବା ବ୍ୟବସ୍ଥା ହେବ: ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବଲାଙ୍ଗୀର,ପ୍ରବାହ ନ୍ୟୁଜ୍ - ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସ୍ମୃତିବିନ୍ଦୁ ଫାଉଣ୍ଡେସନ୍ ପକ୍ଷରୁ...