Day: June 21, 2024

ଭୋକେସ୍‌ନାଲ୍ ଟ୍ରେନର ମହାସଂଘର ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା

ଭୁବନେଶ୍ୱର, ତା ୨୧ା୬ : ଅଲ ଓଡ଼ିଶା ଭୋକେସ୍‌ନାଲ୍ ଟ୍ରେନର ମହାସଂଘ ତରଫରୁ ସେମାନଙ୍କର ନିଯୁକ୍ତି ସମ୍ବନ୍ଧୀୟ ସମସ୍ୟା ଓ ଦୀର୍ଘଦିନର ତିନି ଦଫା ସମ୍ବଳିତ ଦାବି...

ରାଉରକେଲା ଠାରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

21.06.2024 : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ନେତୃତ୍ବରେ ଆଜି ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, ଠାରେ 'ଯୋଗ ଫର ସେଲ୍ଫ ଆଣ୍ଡ...

ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୪ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

"ସମଗ୍ର ବିଶ୍ୱରେ ଯୋଗ ଅଭ୍ୟାସ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି" ଆଜି ଜମ୍ମୁ-କଶ୍ମୀରରେ ଯୋଗର ବାତାବରଣ, ଶକ୍ତି ଏବଂ ଅନୁଭୂତି ଅନୁଭବ କରାଯାଇପାରିବ "ଆଜି ବିଶ୍ୱ...

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୧୦ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

୨୧ ଜୁନ, ଅନୁଗୁଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଏବଂ ଏହାର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ପକ୍ଷରୁ ପ୍ଲାଣ୍ଟ ପରିସରରେ ତଥା ପାରିପାର୍ଶ୍ବିକ ଗ୍ରାମଗୁଡିକରେ...

ପାରାଦୀପ ବନ୍ଦର PPA ଠାରେ ଦଶମ  ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

 ରାତିର ମୋଁଶୂନ ବର୍ଷା ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପାରାଦୀପ ବନ୍ଦର ପ୍ରାଧିକରଣର ଚେୟାରମ୍ୟାନ୍ ଶ୍ରୀ ପିଏଲ ହରନାଦ  ଦୀପ ପ୍ରଜ୍ୱଳନ କରି ଶ୍ରୀ ହରନାଦ୍...

ଭାରତୀୟ ଷ୍ଟେଟ ବ୍ଯାଙ୍କ ଦ୍ଵାରା ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଭାରତୀୟ ଷ୍ଟେଟ ବ୍ଯାଙ୍କଭୁବନେଶ୍ୱର ମଣ୍ଡଳର ଓଡିଶାରେ ଥିବା ଶାଖା ଏବଂ ସମସ୍ତ ପ୍ରଶାସନିକ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ...

ସମାଜ ତରଫରୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୬ତମ ଜନ୍ମଦିନ ପାଳିତ

ବ୍ରହ୍ମପୁର,୨୧/୬ : ଭାଷା ସୁରକ୍ଷା ସଂସ୍ଥାନ ଓ ବିଚ୍ଛିନ୍ନାଞ୍ଚଳ ଓଡ଼ିଅ । ସମାଜ ଅ ।ନୁକୂଲ୍ୟରେ ସ୍ଥାନୀୟ ଉକଳ ଅ ।ଶ୍ରମ ସଭାଗୃହ ପରିସରରେ ଭାରତର ମହାମହିମ...

ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଇଫକୋ ପକ୍ଷରୁ ଚାଷୀଙ୍କ ପାଇଁ ‘ମୃତ୍ତିକା ପରୀକ୍ଷଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ

୫୦୦ ଏକରରୁ ଅଧିକ ଚାଷ ଜମିର ମାଟି ନମୁନ ପରୀକ୍ଷା ଦୁଇ ଦିନ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ୧୧୦ ଜଣ କୃଷକ ବ୍ରାହ୍ମଣୀପାଳ...

କ୍ଷୁଦ୍ର ଚଳଚ୍ଚିତ୍ର ଏକ କବିତା ପରି, ପ୍ରତି ଥର ଦେଖିଲେ ଆପଣ ଏଥିରେ କିଛି ନୂଆ ଦେଖିବାକୁ ପାଆନ୍ତି: ଆନ୍ନା ହେନକେଲ-ଡୋନର୍ସମାର୍କ

ମୁମ୍ବାଇ  : ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମଆଇଏଫ୍ଏଫ୍)ରେ ଆଜି ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଏବଂ ଉଦ୍ୟୋଗ ବିଶେଷଜ୍ଞଙ୍କ ଉପସ୍ଥିତିରେ 'ପ୍ରସାରିତ ସର୍ଟସ: ପେନିଟ୍ରେସନ୍, ରିଚ୍...

ରାଜ୍ୟ ସ୍କାଉଟ ଓ ଗାଇଡ୍ ସଂଗଠନ ଦ୍ୱାରା ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜୁନ୍ ମାସ ୨୧ ତାରିଖ ଦିନଟିକୁ ଅନ୍ତର୍ଜାତୀୟ ଯୋଗ ଦିବସ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲା ଆମେରିକୀୟ କଂଗ୍ରେସର ପ୍ରତିନିଧି ମଣ୍ଡଳୀ

ଭାରତରେ ନିର୍ବାଚନ ଓ ଗଣତାନ୍ତ୍ରିକ ପ୍ରକ୍ରିୟାର ବ୍ୟାପକତା, ନିରପେକ୍ଷତା ଓ ପାରଦର୍ଶିତାକୁ ପ୍ରଶଂସା କଲା ଆମେରିକୀୟ ପ୍ରତିନିଧି ଦଳ ଭାରତ-ଆମେରିକା ସମ୍ପର୍କକୁ ଆଗକୁ ବଢ଼ାଇବାରେ ଆମେରିକୀୟ କଂଗ୍ରେସର...

ଓଡ଼ିଶାରେ ମଦ ବନ୍ଦ କରିବାକୁ ଦାବି କଲା ସୋସିଆଲ୍ ଆକ୍ଟିଭିଷ୍ଟ ଫୋରମ୍

ଭୁବନେଶ୍ୱର : ଆଜି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ ମଦ ବନ୍ଦ କରିବାକୁ ଦାବି କରିଥିଲା ସୋସିଆଲ୍ ଆକ୍ଟିଭିଷ୍ଟ ଫୋରମ୍ ।...

ଏଣ୍ଡୋମେଟ୍ରିଓସିସ ଏବଂ ଜଟିଳ ଲାପ୍ରୋସ୍କୋପିକ ସର୍ଜରୀ ସହିତ ଏକ ଅତ୍ୟାଧୁନିକ ସୁବିଧାର ଶୁଭାରମ୍ଭ କରିଛି ଅଙ୍କୁରା ହସପିଟାଲ

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ଅଙ୍କୁରା ହସପିଟାଲ ଡକ୍ଟର ଜିଏସ୍‌ଏସ୍ ମହାପାତ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ, ଉନ୍ନତ ଲାପରୋସ୍କୋପି ଏବଂ ଏଣ୍ଡୋମେଟ୍ରିଓସିସ୍‌, ଅଙ୍କୁରା ମହିଳା ଏବଂ ଚାଇଲ୍ଡ କେୟାର...