Day: June 12, 2024

ଗୁରୁଜୀଙ୍କ କାନ୍ଧରେ ଗୁରୁଦାୟିତ୍ୱ

ମହୋନ ଚରଣ ମାଝୀଙ୍କ ନାମରେ ମୁଖ୍ୟମନ୍ତ୍ରୀ ମହର ଉପମୁଖ୍ୟମନ୍ତ୍ରୀ ହେଲେ କନକ ବର୍ଦ୍ଧନ ଓ ପ୍ରଭାତି ପରିଡ଼ା କେନ୍ଦ୍ରର ଦୁଇ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ହେଲା ଘୋଷଣା ୪ଥର...

ନୂଆଦିଲ୍ଲୀର ନର୍ଥ ବ୍ଲକରେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ଅମିତ ଶାହା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ସର୍ବଦା ଦେଶ ଏବଂ ଏହାର ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ରହିବ - ଶ୍ରୀ ଅମିତ ଶାହା...

ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ-୨୦୨୪ ଘୋଷଣା

ଏୱାଇଡିଏମଏସର ତୃତୀୟ ସଂସ୍କରଣରେ ଟିଭି, ରେଡିଓ ଏବଂ ଛାପା ଗଣମାଧ୍ୟମ କ୍ଷେତ୍ରରେ ବିଭିନ୍ନ ଭାଷାରେ ୩୩ଟି ସମ୍ମାନ ପ୍ରଦାନ କରାଯିବ ଯୋଗର ବାର୍ତ୍ତା ପ୍ରଚାରପ୍ରସାର କରିବାରେ ଗଣମାଧ୍ୟମର...

ମେଟ୍ରୋନ୍ ମହାସଂଘ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର : ଓଡ଼ିଶା ଅନୁସୂଚିତ ଜନଜାତି ଓ ଜାତି ମହିଳା ମେଟ୍ରୋନ୍ ମହାସଂଘ ପକ୍ଷରୁ ପଞ୍ଚମ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ସ୍ଥାନୀୟ ଗୀତଗୋବିନ୍ଦ ସଦନ, ଭୁବନେଶ୍ୱରଠାରେ ମହାସମାରୋହରେ...

ଜନତା ଜନାର୍ଦ୍ଦନଙ୍କୁ ଭୋଗ ବଣ୍ଟନ ସହିତ ବିଜେପି ସରକାରଙ୍କୁ ଗାଁ ସାଥୀଙ୍କ ଭବ୍ୟ ସ୍ୱାଗତ

ଭୁବନେଶ୍ୱର : ରାଜ୍ୟରୁ ତାମିଲ୍ ଶାସନର ଅବସାନ ହେଲା । ଗାଁସାଥୀଙ୍କ ଭାଗ୍ୟ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦେଇ ରତ୍ନଗର୍ଭା ଓଡ଼ିଶାକୁ ବରବାଦ କରିଥିବା ଭି.କେ....

“ବନ୍ଦେ ଉତ୍କଳ ଜନନୀ” ଗାନରେ ମୁଖରିତ ହେଉ ଜନତା ମଇଦାନ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଓଡ଼ିଶାରେ ନୂଆ ସରକାର ଗଠନ ହେବାକୁ  ଯାଉଛି | ଜନତା ମୈଦାନରେ ଅନୁଷ୍ଠିତ ହେବାକୁ ଥିବା ଶପଥ ପାଠ ମଞ୍ଚରେ ଓଡ଼ିଆ ଅସ୍ମିତାର ପ୍ରତୀକ  "ବନ୍ଦେ ଉତ୍କଳ ଜନନୀ" ଗାନ ଓଡ଼ିଆ ଭାଷା ଓ ଅସ୍ମିତା ପ୍ରତି ଯଥୋଚିତ ସମ୍ମାନ ସହ ଉତ୍କଳ ଜନନୀ ପ୍ରତି ମହାନ୍ ଅର୍ଘ୍ୟ ଅର୍ପଣ ହେବ ବୋଲି  ଭାଷା ଆନ୍ଦୋଳନର ଭାଷା ଯୋଦ୍ଧା ମାନେ ନିବେଦନ କରିଛନ୍ତି | ଭାଷା ଆନ୍ଦୋଳନ ,ଓଡ଼ିଶାର  ଆବାହକ ପବିତ୍ର ମହାରଥା, ଗଞ୍ଜାମ ଜିଲ୍ଲାର ଭାଷା ଯୋଦ୍ଧା ବ୍ରହ୍ମପୁର ଭାଷା ଆନ୍ଦୋଳନ ସଭାପତି ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ବରିଷ୍ଠ ସ୍ତମ୍ଭକାର ଆଲୋଚକ ଜାନକୀଶ ବଡପଣ୍ଡା, ଭାଷା ଆନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥୀ,ଅଧକ୍ଷ ଚକ୍ରଧର ମହନ୍ତ ,ନବ କିଶୋର ପ୍ରଧାନ, ଉପ ସଭାପତି , ସାଗର ଶତପଥୀ, ଉପ ସଭାପତି, ଗିରିଜା ଶଙ୍କର ଶର୍ମା  ଅଧକ୍ଷ  (ସମ୍ବଲପୁର) , ବଂଶୀଧର କର  ସଭାପତି (ସମ୍ବଲପୁର) ଆର୍ତ୍ତତ୍ରାଣ  ମହାପାତ୍ର,  ସଭାପତି (ରାଉରକେଲା), କୁଞ୍ଜ ବିହାରୀ ରାଉତ, ଉପ ସଭାପତି , (ରାଉରକେଲା),  ଡମ୍ବୁର ଧର ହରଣସିଂହ,ଉପ ସଭାପତି, ସାରଦା ପ୍ରସାଦ ମହାପାତ୍ର , ଉପ ସଭାପତି ପ୍ରମୁଖ ସମେତ ଓଡ଼ିଶାର କୋଣ ଅନୁକୋଣରେ ରହୁଥିବା ଭାଷାଯୋଦ୍ଧାଗଣ ନୂତନ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି। ଏହା କରାଗଲେ, ରାଷ୍ଟ୍ରୀୟ ସ୍ତରର ଭାଜପାନେତା ଓ ନିମନ୍ତ୍ରିତ ଅତିଥିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ଓଡ଼ିଆ ଅସ୍ମିତାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ପ୍ରକାଶ କରିଛନ୍ତି। ଆଜି ଭାଷା ଆନ୍ଦୋଳନ, ଓଡିଶା ପକ୍ଷରୁ ନୂତନ ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ, ଶପଥପାଠ ଉତ୍ସବରେ "ବନ୍ଦେ ଉତ୍କଳ...

ୱି ମୁଭିଜ ଆଣ୍ଡ ଟିଭି ଆପ ଜରିଆରେ କ୍ରୀଡ଼ା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓରମାକ୍ସ ମିଡିଆର ଏକ ରିପୋର୍ଟ ଅନୁସାରେ ଭାରତରେ ୬୭.୮ କୋଟି କ୍ରୀଡ଼ା କାର୍ଯ୍ୟକ୍ରମର ଦର୍ଶକ ରହିଥିବା ବେଳେ ସେମାନଙ୍କ ଦୁଇ ପସନ୍ଦର ଖେଳ ହେଉଛି କ୍ରିକେଟ...

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ଅଶ୍ୱିନୀ ବୈଷ୍ଣବ

ଲୋକଙ୍କ ସେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, ଗରିବଙ୍କ ପାଇଁ ସମର୍ପିତ ଥିଲା ପ୍ରଥମ କ୍ୟାବିନେଟ୍ ନିଷ୍ପତ୍ତି: ଶ୍ରୀ ବୈଷ୍ଣବ ନୂଆଦିଲ୍ଲୀ : ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି...

You may have missed