Month: June 2024

କିସ୍‍ର ସୁରକ୍ଷା ପାଇଁ ବାହାରିଲେ ଜନଜାତି

ଭୁବନେଶ୍ୱର : କିସ୍‍କୁ ଲଗାତାର ବଦନାମ କରାଯାଉଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏବେ ଭୟଭୀତ । ଗ୍ରୀଷ୍ମ ଛୁଟି ପରେ ସ୍କୁଲ୍‍ ଖୋଲିବା ପୂର୍ବରୁ କିସ୍‍ର ଛାତ୍ରଛାତ୍ରୀ...

ସୂଚନା ଓ ଲୋକସମ୍ଭର୍କ ବିଭାଗରେ ଅବସରକାଳୀନ ସଞ୍ଚର୍ଦ୍ଧନା ସଭା

ଭୁବନେଶ୍ୱର, ଆଜି ସୂଚନା ଓ ଲୋକସମ୍ଭର୍କ ବିଭାଗରେ ବିଶ୍ୱନାଥ ସ୍ୱାଇଁଙ୍କୁ ବିଦାୟକାଳୀନ ସଞ୍ଚର୍ଦ୍ଧନା ଜ୍ଞା ପନ କରା୩⁄୪ାଇଛି ।ଲୋକସମ୍ଭର୍କ ଭବନର ସ୧⁄୪ିଳନୀ କକ୍ଷରେ ଆୟୋଜିତ ସଞ୍ଚର୍ଦ୍ଧନା ସଭାରେ...

ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ପାଇଁ ଜେଏସପି ଫାଉଣ୍ଡେସନ ନିକ୍ଷୟ ମିତ୍ର ରୂପେ  ପଞ୍ଜିକୃତ

 ଅନୁଗୁଳ :  ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ର ସାମାଜିକ ଦାୟିତ୍ୱବୋଧ ଶାଖା ଜେଏସପି ଫାଉଣ୍ଡେସନ ନିକ୍ଷୟ ମିତ୍ର ରୂପେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନ ରେ...

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଥେରୁବାଲି-ଟିଟିଲାଗଡ଼-ସମ୍ବଲପୁର ଏବଂ ସମ୍ବଲପୁର-ଝାରସୁଗୁଡା ରୋଡ-ସମ୍ବଲପୁର ସିଟି-ଜରପଡା ରେଳ ସେକ୍ସନ ନିରୀକ୍ଷଣ

ଭୁବନେଶ୍ୱର : ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଦୁଇଦିନିଆ ସମ୍ବଲପୁର ରେଳ ମଣ୍ଡଳ ଗସ୍ତରେ ଯାଇ ଥେରୁବାଲି-ଟିଟିଲାଗଡ଼-ସମ୍ବଲପୁର ଏବଂ ସମ୍ବଲପୁର-ଝାରସୁଗୁଡା ରୋଡ-ସମ୍ବଲପୁର ସିଟି-ଜରପଡା ରେଳ...

ନିଶାଦ୍ରବ୍ୟ ନିଷେଧ ଦିବସରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ \"ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାକ\' ଓ \"କର ଫାଉଣ୍ଡେସନ୍‌\' ତରଫରୁ ଆର୍ନ୍ତଜାତୀୟ ନିଶାଦ୍ରବ୍ୟ ଦୁରୁପଯୋଗ ଓ ଅବୈଧ ବ୍ୟାପାର ବିରୋଧ...

ଜରୁରୀକାଳୀନ ସ୍ଥିତିକୁ ଲୋକସଭା ବାଚସ୍ପତିଙ୍କ ନିନ୍ଦାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଜରୁରୀକାଳୀନ ସ୍ଥିତି ଏବଂ ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ମାନ୍ୟବର ଲୋକସଭା ବାଚସ୍ପତି ନିନ୍ଦା କରିଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି...

ଲକ୍ଷ୍ମୀପତ ସିଙ୍ଘାଣିଆ ହାଇସ୍କୁଲରେ ସ୍ମାର୍ଟ ଡିଜିଟାଲ କ୍ଳାସ କକ୍ଷ ଉଦଘାଟିତ

ଲକ୍ଷ୍ମୀପତ ସିଙ୍ଘାଣିଆ ହାଇସ୍କୁଲରେ ଏକ ସ୍ମାର୍ଟ ଡିଜିଟାଲ କ୍ଲାସ କକ୍ଷ ଉଦଘାଟିତ ହୋଇଯାଇ ଅଛି। ମୁଖ୍ୟ ଅତିଥି ଭାବେ ଜେକେ କାଗଜ କଳର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀ...

ଶ୍ରୀ ହରି ଶଙ୍କର ସିଂଘାଣିଆଙ୍କର ୯୧ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ରକ୍ତ ଦାନ ଶିବିର

ଜେକେ ପୁର ସ୍ଥିତ ଜେକେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ହରି ଶଙ୍କର ସିଂଘାଣିଆ ଙ୍କର ୯୧ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆଜି ଜୁନ ୨୦...

ଓଡ଼ିଶା ଏସବିଅ ।ଇ ଅ ।ଉଟସୋର୍ସିଂ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ

ଭୁବନେଶ୍ୱର,୨୬/୬ : ହିନ୍ଦ୍‌ ମଜଦୁର ସଭାର ଅନୁବନ୍ଧିତ ଏସବିଅ ।ଇ ଅ ।ଉଟସୋର୍ସିଂ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ ମାଷ୍ଟର କ୍ୟାଣ୍ଟିନ ଛକସ୍ଥିତ ବୁଲନ ଭାଇ...

ନିଶାଦ୍ରବ୍ୟର ବନ୍ଦ ପାଇ ସରକାର କଡ଼ାକଡ଼ି ଆଇନ୍ ଲାଗୁ କରନ୍ତୁ : ସାମାଜିକ କର୍ମୀ ମୀର ଅହମ୍ମଦ ଅଲ୍ଲୀ

ଭୁବନେଶ୍ୱର, ତା ୨୫ା୬ : ନିଶାଦ୍ରବ୍ୟର ଦୁରୁପଯୋଗ ଓ ଅବୈଧ ବ୍ୟାପାର ଅନେକ ଦିନରାୁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଏଥିପାଇଁ...

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଇମୋବାଇଲ୍‌ପେ’ରେ ‘ସ୍ମାର୍ଟ ଲକ୍‌’ର ଶୁଭାରମ୍ଭ

ଭୁବନେଶ୍ୱର : ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା ଆଇମୋବାଇଲ୍‌ପେ’ରେ ‘ସ୍ମାର୍ଟ ଲକ୍‌’ ସୁବିଧାର ଶୁଭାରମ୍ଭ କରିଛି ଯାହା ଜରିଆରେ ଗ୍ରାହକମାନେ ଫୋନ୍...

ରାଜସ୍ବ ମନ୍ତ୍ରୀଙ୍କୁ କର୍ମ ଭୂମି ସମ୍ବଲପୁରରେ ଭବ୍ୟ ସ୍ୱାଗତ

ସମ୍ବଲପୁର ତା. ୨୩/୬ - ଓଡିଶା ର ନବ ଗଠିତ ବିଜେପି ସରକାର ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ...