ସାଗୁଆନ କାଠ ଓ ପଟ୍ଟା ଜବତ ଶହ ଦୁଇ କାଠ ବ୍ୟବସାୟୀ ଗିରଫ
ନୂଆପଡା : ନୂଆପଡା ଜିଲ୍ଲା ନୂଆପଡା ବନ ବିଭାଗକୁ ଏକ ବଡ ଧରଣର ସଫଳତା ମିଳିଛି ।ସୂଚନାମୁତାବକ ନୂଆପଡା ରେଞ୍ଜ ଅଧିକାରୀ ସୁନୀଲ ମିଶ୍ର ଙ୍କ ନେତୃତ୍ୱ...
ନୂଆପଡା : ନୂଆପଡା ଜିଲ୍ଲା ନୂଆପଡା ବନ ବିଭାଗକୁ ଏକ ବଡ ଧରଣର ସଫଳତା ମିଳିଛି ।ସୂଚନାମୁତାବକ ନୂଆପଡା ରେଞ୍ଜ ଅଧିକାରୀ ସୁନୀଲ ମିଶ୍ର ଙ୍କ ନେତୃତ୍ୱ...
ନୀଳଗିରି ; ନୀଳଗିରି ବ୍ଲକ ଭଉଁରୀଆବାଡ ପଞ୍ଚାୟତ ବଣଭୁଇଁ ଆଶ୍ରମ ସ୍କୁଲ୍ ପଡ଼ିଆରେ ବିଜେଡି ପକ୍ଷରୁ ଆୟୋଜିତ ଏକ ବିରାଟ ନିର୍ବାଚନୀ ସଭାରେ ଯୋଗ ଦେଇ ବିରୋଧୀଙ୍କୁ...
ବଡ଼ଚଣା ଓ ଯାଜପୁର ଜିଲ୍ଲାରେ ନାହିଁ ନାହିଁ ର ଶାସନ ଚାଲିଛି, ତୁରନ୍ତ ଏହି ଶାସନ କୁ ବଦଳାଇ ଦିଅ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ...
ନୂଆପଡା : ଅଭିଯୁକ୍ତ ଥାନା ରୁ ଫେରାର, ପୁଲିସ ଅଭିଯୁକ୍ତ କୁ ଧରିବା ପାଇଁ ଅପରେସନ ଜାରି,ନୂଆପଡା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ମୁରଲୀବାହାଲ ଗାଁ ର...
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ଅନ୍ତର୍ଗତ ବିପିଲିଙ୍ଗି ଗ୍ରାମର ଚାଷୀ ଭରତ ରେଡ୍ଡୀଙ୍କ ସ୍ୱପ୍ନ ପୂରଣ ହୋଇଛି । ଟାଟା ଷ୍ଟିଲ ଫାଉଣ୍ଡେସନର (ଟିଏସ୍ଏଫ୍) ସହଯୋଗ...
ଭୁବନେଶ୍ୱର : ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୩-୨୪ ଆର୍ôଥକ ବର୍ଷ ଏବଂ ଚତୁର୍ଥ ତ୍ରୈମାସିକର ଫଳାଫଳ ଘୋଷଣା କରାଯାଇଛି । ଚତୁର୍ଥ ତ୍ରୈମାସିକରେ ରାଜସ୍ୱ ୫୮,୬୮୭ କୋଟି...
ମଙ୍ଗୋଲିଆରେ ମହିଳାମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ: ମଙ୍ଗୋଲିଆ ରାଷ୍ଟ୍ରଦୂତ ଭୁବନେଶ୍ୱର : ମଙ୍ଗୋଲିଆରେ ମହିଳାମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ଭାରତରେ ଅବସ୍ଥାପିତ ମଙ୍ଗୋଲିଆ ରାଷ୍ଟ୍ରଦୂତ ଗନ୍ବୋଲ୍ଡ ଦାମ୍ବାଜୟ...
ବ୍ରହ୍ମପୁର : ନିକଟସ୍ଥ ବିପୁଳିଙ୍ଗି ଗ୍ରାମରେ ନବଦିନ ବ୍ୟାପୀ କାର୍ଯ୍ୟକ୍ରମ ମହାସମାରୋହରେ ଆରମ୍ଭ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୪୦ ଜଣ ସନ୍ଥ ଏହି...
ଭୁବନେଶ୍ୱର : କଟକ ଜିଲ୍ଲା ମାହାଙ୍ଗା ବ୍ଲକ, ସାଲେପୁର ବ୍ଲକ ଓ ନୂଆବଜାର ବ୍ଲକ ଅଞ୍ଚଳରେ ଦିନକୁ ଦିନ ମାଙ୍କଡ଼ଙ୍କ ଉତ୍ପାତ ବଢ଼ିଚାଲିଥିବାରୁ ସାଧାରଣ ଲୋକେ ଆତଙ୍କିତ...
ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର ମୋବାଇଲ ହେଲ୍ଥ ସେବାକୁ ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସିଜିମାଳି ଖଣି ପରିସରରେ...
ନୀଳଗିରି; ରାଜ୍ୟ ମୁଖାପାତ୍ର ଡ଼କ୍ଟର ଲକ୍ଷ୍ମଣ ପଣ୍ଡା ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ସମ୍ବନ୍ଧରେ ଆଲୋକପାତ କରିଛନ୍ତି ।କୃଷକର ଆୟକୁ ଦୁଇ...
ପୁରୀ : ଓଡିଶା ର ଚତୁର୍ଥ ଓ ପୁରୀ ଜିଲ୍ଲାର ଦ୍ୱିତୀୟ ତଥା ଚୁଡାନ୍ତ ପର୍ଯ୍ୟାୟ ମତଦାନ ଜୁନ ୧ ତାରିଖରେ ଅନୁଷ୍ଠିତ ହେବ।୧୬ ଜଗତସିଂହପୁର ଲୋକସଭା...
କଟକ : ବେଦପୁର ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା। ଏଠାରେ ବିଜେଡି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଛି। ଏଥିରେ ଉଭୟ ଗୋଷ୍ଠୀର ଛଅ...
ଭୁବନେଶ୍ୱର : ଏଟିଡି ଶ୍ରେଷ୍ଠ ପୁରସ୍କାର ୨୦୨୪ରେ ବିଶ୍ୱସ୍ତରରେ ତୃତୀୟ ର୍ୟାଙ୍କ ହାସଲ କରି ଏନ୍ଟିପିସି ଏକ ଉଲ୍ଳେଖନୀୟ ମାଇଲଖୁଂଟ ହାସଲ କରିଛି । ସମସ୍ତ ଭାରତୀୟ...
ଭୁବନେଶ୍ୱର, 27.05.2023 : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନାଭ୍ରାଟନା ପବ୍ଲିକ୍ ଏଣ୍ଟରପ୍ରାଇଜ୍ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) FY2024 ସମୟରେ ଉତ୍ପାଦନ...