Year: 2024

ପୂର୍ବତଟ ରେଳପଥ ପକ୍ଷରୁ ହିନ୍ଦୀ ଦିବସ ପାଳନ

ସମ୍ବଲପୁର : ପ୍ରବାହ ନ୍ୟୁଜ୍‌ : ପୂର୍ବତଟ ରେଳପଥ ଏବଂ ଏହାର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁର ଠାରେ ହିନ୍ଦୀ ଦିବସ ପାଳନ କରାଯାଇଅଛି |ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର |ଫୁଙ୍କୱାଲଙ୍କ ନେତୃତ୍ୱରେ କର୍ମଚାରୀ ଓ ଅଧିକାରୀ ମାନେ ହିନ୍ଦୀର ପ୍ରଚାର ଓ ପ୍ରସାର ପାଇଁ ଶପଥ ଗ୍ରହଣ କରିଥିଲେ | ହିନ୍ଦୀ ଦିବସ ମହତ୍ୱପୂର୍ଣ୍ଣ କାରଣ ଏହା ଜାତୀୟ ଏକୀକରଣକୁ ପ୍ରୋତ୍ସାହିତ କରେ ଯାହା ଭାରତରେ ଭାଷା ସମ୍ପ୍ରଦାୟ ମାନଙ୍କୁ ଏକତ୍ର କରିଥାଏ | ହିନ୍ଦୀର ସଂସ୍କୃତି ଓ ଐତିହ୍ୟ ଏବଂ ଆମ ସଂସ୍କୃତିରେ ଭାଷାର ମହତ୍ତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏହା ପ୍ରତିବର୍ଷ ପାଳନ କରାଯାଏ | ରେଳପଥର ମୁଖ୍ୟ ରାଜଭାଷା ଅଧିକାରୀ ତଥା ପ୍ରମୁଖ ବୈଦ୍ୟୁତିକ ଯନ୍ତ୍ରୀ ଶ୍ରୀ ଆଲୋକ ସହାୟ ଏହି ଶପଥ ଗ୍ରହଣ ଉତ୍ସବକୁ  ପରିଚାଳନା କରିଥିଲେ |

‘ସୁଭଦ୍ରା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ପ୍ରମୁଖ ଯୋଜନା ‘ସୁଭଦ୍ରା’ର ଶୁଭାରମ୍ଭ କରିଛନ୍ତି । ଏହା ସର୍ବବୃହତ୍,...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକ ଏବଂ...

ବାଲିଗୁଡ଼ା ସବ୍ଡିଭିଜନାଲ୍ ଡାକ୍ତରଖାନାରେ ଡାକ୍ତର ମରୁଡି

ଖାଲି ରୋଗୀଙ୍କୁ ଫୁଲବାଣୀ ରେଫର୍ କନ୍ଧମାଳ, ପ୍ରବାହ ନ୍ୟୁଜ୍‌ : କନ୍ଧମାଳ ଜିଲ୍ଲା ରେ ଦୁଇଟି ସବଡିଭିଜନ ରହିଛି। ବାଲିଗୁଡ଼ା ସବ୍ଡିଭିଜନ ରେ ୯ ଗୋଟି ବ୍ଲକ...

ଟାଟା ଷ୍ଟିଲର ସର୍ବବୃହତ ପୁଞ୍ଜିନିବେଶ ସ୍ଥଳ ପାଲଟିଛି ଓଡ଼ିଶା

କଳିଙ୍ଗନଗର,ପ୍ରବାହ ନ୍ୟୁଜ୍‌ : ଓଡ଼ିଶାର ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଦ୍ୱାରା ଖୁବ୍ ଶୀଘ୍ର ଏହାର କ୍ଷମତା ବାର୍ଷିକ ୩ ନିୟୁତ ଟନ୍...

ବାରାଣସୀ ସ୍ଥିତ ଐତିହାସିକ ସର୍ବୋଦୟ ସାଧନା କେନ୍ଦ୍ରପୁନଃନିର୍ମାଣ ପାଇଁ ସର୍ଵସେବା ସଂଘ ପକ୍ଷରୁ’ନ୍ୟାୟର ଦୀପ ଜଳାଅ’ ସତ୍ୟାଗ୍ରହ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଦେଶରେ ଗାନ୍ଧୀ ବିଚାର ଓ ସଙ୍ଗଠନକୁ ଲୋପ କରିଦେବା ପାଇଁ କେନ୍ଦ୍ର ସରକାର ଲଗାତାର ଯୋଜନାବଦ୍ଧ ଷଡଯନ୍ତ୍ର ଚଳାଇଛନ୍ତି। ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ...

ନିଖିଳ ଉତ୍କଳ ଲାଇବ୍ରେରୀ ଏବଂ ଲାବ୍ରୋଟୋରୀ ଆଟେଣ୍ଡାଣ୍ଟ ସଂଘର ବର୍ଦ୍ଧିତ କାର୍ଯ୍ୟକାରିଣୀ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ତା ୧୫.୦୯.୨୦୨୪ ରିଖ ନିଖିଳ ଉତ୍କଳ ଲାଇବ୍ରେରୀ ଏବଂ ଲାବ୍ରୋଟୋରୀ ଆଟେଣ୍ଡାଣ୍ଟ ସଂଘର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ...

ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଝାଡ଼ଖଣ୍ଡ: ପ୍ରବାହ ନ୍ୟୁଜ୍‌ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଝାଡ଼ଖଣ୍ଡର ଟାଟାନଗରରେ ୬୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ...

କମ୍ୟୁନିଟି କ୍ରିକେଟ୍ କାର୍ଯ୍ୟକ୍ରମ କ୍ରୀଡା ମାଧ୍ୟମରେ ବସ୍ତି ଯୁବକଙ୍କୁ ସଶକ୍ତି କରଣ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ପ୍ରୋ ସ୍ପୋର୍ଟ ଡେଭଲପମେଣ୍ଟ (ପିଏସଡି) ଦ୍ୱାରା ପରିଚାଳିତ କମ୍ୟୁନିଟି କ୍ରିକେଟ୍ କାର୍ଯ୍ୟକ୍ରମ (ସିସିପି) ଭୁବନେଶ୍ୱରର ବସ୍ତି ଅଞ୍ଚଳରୁ ବଞ୍ଚିତ ଯୁବକମାନଙ୍କୁ ଜୀବନ...

94 ବର୍ଷୀୟ ଜଣେ ଵୃଦ୍ଧାଙ୍କ ଭାଙ୍ଗି ଯାଇଥିବା ହାଡ଼କୁ ଯୋଡ଼ି ଚର୍ଚ୍ଚାରେ ନବକିଶୋର

ଭାପୁର : ନୟାଗଡ ଜିଲ୍ଲା ଭାପୁର ବ୍ଲକ ମନ୍ଦାରବେରେଣି ଗ୍ରାମର ନବ କିଶୋର ବେହେରା ଙ୍କ ହାଡଭଙ୍ଗା ଚିକତ୍ସା ଏବେ ବେଶ ଚର୍ଚାରେ l ଆଜି ଜଣେ...

ଟାଟା ପାୱାରର ଦକ୍ଷତା ବିକାଶ ଅଭିଯାନରେ ଓଡ଼ିଶାର ଶହ ଶହ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଲାଗି ଆବଶ୍ୟକ ଦକ୍ଷତା ପ୍ରଦାନ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହେବା...

ଓଡ଼ିଶା ଗ୍ରାମ୍ୟ ନିର୍ମାଣ ୱାର୍କଚାର୍ଜଡ୍ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଅଲ୍ ଓଡ଼ିଶା ଗ୍ରାମ୍ୟ ନିର୍ମାଣ ବ୍ରଟ୍‌ଓଭର ୱାର୍କଚାର୍ଜଡ୍ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ ୟୁନିଟ୍‌-୫ସ୍ଥିତ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଅଛି...

ଖିମଜି ଜୁଏଲର୍ସ ସାମନ୍ତରାପୁର, ଭୁବନେଶ୍ୱରଠାରେ ଏହାର ୪ର୍ଥ ଏବଂ ଓଡ଼ିଶାରେ ୯ମ ବୃହତ୍ ଫର୍ମାଟ୍‌ଷ୍ଟୋର ଶୁଭାରମ୍ଭ କରିବ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଆକର୍ଷଣୀୟ ଅଳଙ୍କାରରେ ଓଡ଼ିଶାର ସବୁଠାରୁ ବିଶ୍ୱ ସନୀୟ ବ୍ରାଣ୍ଡ ଖିମଜିଜୁଏଲର୍ସ ୨୦୨୪ ସେପ୍ଟେମ୍ବର ୧୫ ତାରିଖରେ ଭୁବନେଶ୍ୱର ସାମନ୍ତରାପୁର ଛକରେ ଏହାର...