Year: 2023

ଆଜି ଜନ୍ମଦିନ: ସ୍ବାମୀ ବିବେକାନନ୍ଦ

ସ୍ବାମୀ ବିବେକାନନ୍ଦ ଆଧୁନିକ ଭାରତର ଆଧ୍ୟାତ୍ମିକ ଜାଗରଣର ଜନକ ତଥା ଯୁବ ଶକ୍ତିର ଚିରନ୍ତନ ପ୍ରତୀକ। ୧୮୬୩ ମସିହା ଜାନୁଆରି ୧୨ ତାରିଖରେ ସେ କୋଲକାତାଠାରେ ଜନ୍ମ...

ରାଉରକେଲାରେ ହକି ବିଶ୍ୱକପ ଟ୍ରଫିକୁ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ

ରାଉରକେଲା: ଆସନ୍ତାକାଲି (ଶୁକ୍ରବାର ) ହେବାକୁ ଯାଉଛି ହକି ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌। ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଆଜି ସହରରେ ପହଞ୍ଚିଛି ହକି ବିଶ୍ବକପ୍‌ ଟ୍ରଫି।...

୧୦୦ ୟୁକ୍ରେନ ସୈନ୍ୟଙ୍କୁ ପାଟ୍ରିଅଟ୍ ମିସାଇଲ ସିଷ୍ଟମ୍ ସଂପର୍କରେ ତାଲିମ ଦେବ ଆମେରିକା

କିବ୍  :  ଗତ ଡିସେମ୍ବର ମାସରେ ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ଆମେରିକା ଗସ୍ତ କରିଥିଲେ । ଏହି ଅବସରରେ ୟୁକ୍ରେନକୁ ଶକ୍ତିଶାଳୀ ପାଟ୍ରିଅଟ୍ ମିସାଇଲ ସିଷ୍ଟମ...

ହୀରାକୁଦ ଜଳଭଣ୍ଡାରରେ ୩ ଲକ୍ଷରୁ ଅଧିକ ପକ୍ଷୀ

ସମ୍ବଲପୁର: ନିକଟରେ ରାମ୍‌ସାର୍‌ ସାଇଟ୍‌ ଭାବେ ଘୋଷଣା ହୋଇଥିବା ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଙ୍କ ସଂଖ୍ୟା ଚଳିତ ବର୍ଷ ନୂଆ ଉଚ୍ଚତା ଛୁଇଁଛି। ଏଥର ଏହି ଜଳଭଣ୍ଡାର ଓ...

ସରକାର ବିରୋଧୀ ପ୍ରତିବାଦରେ ହିଂସା : ହିଂସାପ୍ରବଣ ଅଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ଜାରି କଲା ପେରୁ

ଲିମା: ଚଳିତ ସପ୍ତାହ ପ୍ରାରମ୍ଭରେ ସରକାରୀ ବିରୋଧୀ ପ୍ରତିବାଦରେ ୧୭ଜଣଙ୍କର ମୃତ୍ୟୁ ଘଟିବାରୁ ପେରୁ ସରକାର ପୁନୋର ଅଶାନ୍ତ ଦକ୍ଷିଣାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁକୁ ଅନୁମୋଦନ କରିଥିବା କଥା...

ଜିନ୍ଦଲ ଷ୍ଟେନଲେସ୍ ଏହାର ପ୍ରଥମ ମୁଖ୍ୟ ସ୍ଥାୟୀତା ଅଧିକାରୀଙ୍କ ନିଯୁକ୍ତି ସହିତ ନେଟ୍ ଜିରୋ ନିର୍ଗମନ ପାଇଁ ପ୍ରତିବଦ୍ଧ

ଭୁବନେଶ୍ୱର: ପରିବେଶ, ସାମାଜିକ ଓ ଶାସନ ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି, ଜିନ୍ଦଲ ଷ୍ଟେନଲେସ୍ ବରିଷ୍ଠ ପଦବୀ ଭାବେ ମୁଖ୍ୟ...

ଶଙ୍ଖ ବଜାଇ ବିବାଦରେ ସନ୍ନି ଲିଓନି !

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ତାଙ୍କର ନିଆରା ଷ୍ଟାଇଲ ପାଇଁ ବେଶ ଜଣାଶୁଣା। ତାଙ୍କର ଗ୍ଲାମରସ୍ ଛବି ସହିତ ମଜାଳିଆ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ...

ପୁଣି ତାଇଓ୍ବାନକୁ ଡରାଇଲା ଚୀନ, ଆରମ୍ଭ କଲା ବୃହତ୍ ସମରାଭ୍ୟାସ

ତାଇପେଇ : ପୁଣି ଥରେ ତାଇଓ୍ବାନ ଉପକୂଳ ନିକଟରେ ଯୁଦ୍ଧାଭ୍ୟାସ କରିଛି ଚୀନ । ରବିବାରଦିନ ଚୀନ ସେନା ବା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ପୂର୍ବାଞ୍ଚଳ...

ଚୀନରେ ଆଉ ଏକ ବୁହାନ, ୯୦ ପ୍ରତିଶତ ଲୋକ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ କରୋନା ସଂକ୍ରମଣ ଥମିବାର ନା ନେଉନି । ଚୀନର ଗୋଟିଏ ପରେ ଗୋଟିଏ ସହରରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏବେ...

ଜାନୁଆରୀ ୧୪ ଯାଏ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି

ରାଞ୍ଚି: ଉତ୍ତରପୂର୍ବ ଭାରତରେ ଶୀତ ଲହରି ଜାରି ରହିଛି । ଥଣ୍ଡା ବଢ଼ୁଥିବା ବେଳେ ଝାଡ଼ଖଣ୍ଡ ସରକାର ବିଦ୍ୟାଳୟକୁ ସପ୍ତାହେ ଲାଗି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।...

ଭାରତ-ପାକ ସୀମାରେ ବିଏସଏଫ ମୁତୟନ କଲା ରାଡାର ଡ୍ରୋନ

ନୂଆଦିଲ୍ଲୀ: ବିଏସଏଫ ଆଜି ଜମ୍ମୁ ଅଂଚଳରେ ଭାରତ-ପାକିସ୍ତାନ ସୀମା ନିକଟରେ ରାଡାର ଡ୍ରୋନ ମୁତୟନ କରିଛି । ଏହା ଦ୍ୱାରା ସୁଡଙ୍ଗ ମାଧ୍ୟମରେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କ...

ସ୍କୋଡା ଅଟୋ ଇଣ୍ଡିଆ 2023 ଭିତରେ ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ଚାହୁଁଛି

2023 ପାଇଁ ଏଜେଣ୍ଡା’ରେ ଦୁଇ ଅଙ୍କ ଅଭିବୃଦ୍ଧି   2023 ପାଇଁ ନିରନ୍ତର ଉତ୍ପାଦ କାର୍ଯ୍ୟାନୁଷ୍ଠାନ ଯୋଜନା କରାଯାଇଛି ଏହି ବର୍ଷ ଗ୍ରାହକଙ୍କ ସ୍ପର୍ଶ ବିନ୍ଦୁ ବିସ୍ତାର...

କିସ୍‍ର ୨୬ ଛାତ୍ରଛାତ୍ରୀ ଏସ୍‍ଏସ୍‍ବିରେ କୃତକାର୍ଯ୍ୟ,ସ୍ୱୟଂଶାସିତ ମହାବିଦ୍ୟାଳୟରେ କରିବେ ଅଧ୍ୟାପନା

ଭୁବନେଶ୍ୱର, ୭ ।୧: ଚଳିତବର୍ଷ କିସ୍‍ର ୨୬ ଜଣ ଛାତ୍ରଛାତ୍ରୀ ଷ୍ଟେଟ୍‍ ସିଲେକ୍‍ସନ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଧ୍ୟାପନା ପାଇଁ ମନୋନୀତ ହୋଇଛନ୍ତି । ଶନିବାର...

ନାଲ୍‌କୋର ଏକବିଂଶତମ ବକ୍ତୃତା ଶୃଙ୍ଖଳ କାର୍ଯ୍ୟକ୍ରମରେ ଜଷ୍ଟିସ୍ ଦୀପକ୍ ମିଶ୍ରଙ୍କ ଯୋଗଦାନ

“ସୁଦୃଢ଼ କର୍ପୋରେଟ ଗଭର୍ଣ୍ଣାନ୍ସ ପାଇଁ ପ୍ରଭାବୀ ନେତୃତ୍ୱ ଉପରେ ଗୁରୁତ୍ୱ ପ୍ରଦାନ” ଭୁବନେଶ୍ୱର,୭ ।୧ ।୨୦୨୩: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସ୍‌ନାଲ ଆଲୁମିନିୟମ...