Year: 2023

ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି

ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ ଏଣିକି ସୁଗମ ହେବ ଭକ୍ତଙ୍କ ଯାତ୍ରା : ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ  ଭୁବନେଶ୍ୱର:...

କିଟ୍‍ ଟିବିଆଇକୁ ବାୟୋସ୍ପେକ୍‍ଟ୍ରମ୍‍ ଏକ୍‍ସେଲେନ୍‍ସ ପୁରସ୍କାର

ଭୁବନେଶ୍ୱର, ୧ । ୭: କିଟ୍‍ ଟେକ୍ନୋଲୋଜି ବିଜିନେସ୍‍ ଇନ୍‍କ୍ୟୁବେଟର୍‍ (କିଟ୍‍-ଟିବିଆଇ)କୁ ସମ୍ମାନଜନକ ବାୟୋସ୍ପେକ୍‍ଟ୍ରମ୍‍ ଏକ୍‍ସେଲେନ୍‍ସ ପୁରସ୍କାର ୨୦୨୧-୨୨ ପ୍ରଦାନ କରାଯାଇଛି । ଦେଶର ସମସ୍ତ ଘରୋଇ...

ବେଦାନ୍ତଲାଞ୍ଜିଗଡ଼ ୨୧ ଟି ମୋସ୍କୁଲର ବିକାଶପାଇଁକଳାହାଣ୍ଡିଜିଲ୍ଲାପ୍ରଶାସନସହିତବୁଝାମଣାସ୍ୱାକ୍ଷରକରିଛି

ଲାଞ୍ଜିଗଡ଼଼, ଜୁନ ୨୯, ୨୦୨୩:ବେଦାନ୍ତଲିମିଟେଡ, ଲାଞ୍ଜିଗଡ଼ଭାରତର ଅଗ୍ରଣୀ ମେଟାର୍ଲଜିକାଲଗ୍ରେଡ ଆଲୁମିନାଉତ୍ପାଦନକାରୀ ଓଡ଼ିଶାସରକାରଙ୍କଅଧିନରେପରିଚାଳିତମୋସ୍କୁଲଅଭିଯାନରେ ୨୧ ଟିସ୍କୁଲରବିକାଶପାଇଁଏକଏମଓୟୁସ୍ୱାକ୍ଷରକରିଛି । ସହଯୋଗର ଏକ ଅଂଶଭାବରେକମ୍ପାନିଏହିବିଦ୍ୟାଳୟ ଗୁଡ଼ିକରେ ସ୍ମାର୍ଟ ଶ୍ରେଣୀଗୃହ, ଇ- ଲାଇବ୍ରେରୀ,...

ଓଡ଼ିଶାକୁ କେନ୍ଦ୍ର ତରଫରୁ ଗତବର୍ଷଋ ୪ ଲକ୍ଷ ମେଟି୍ରକ୍‌ ଟନ୍‌ ୟୁରିଆ ଯୋଗାଣକୁଅବ୍ୟାହତ ରଖିବା ପାଇଁ କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦାବି

ଭୁବନେଶ୍ୱର, ୩୦/୦୬/୨୦୨୩ ରାଜ୍ୟର ଚାଷୀମାନେ କୃଷିକାର୍ଯ୍ୟରେ ପାରମ୍ପରିକ ୟୁରିଆ ସାର ବ୍ୟବହାର କରିଥାଆନ୍ତି । ରାଜ୍ୟରେ ‘ନାନୋ’ ୟୁରିଆ ସାରର ପ୍ରଚଳନ ଆରମ୍ଭ ହୋଇଯାଇଛି । ଚାଷୀମାନେ...

କାନାଡ଼ା ଅନ୍ତର୍ଜାତୀୟ ଅଲଟ୍ରାସାଉଣ୍ଡ ସମ୍ମିଳନୀରେ କିମ୍‍ସ ଯନ୍ତ୍ରଣା ବିଶେଷଜ୍ଞ

ଭାରତୀୟ ଚିକିତ୍ସା କୌଶଳ ଉପରେ ବକ୍ତବ୍ୟ ଦେଇ ପ୍ରଶଂସିତ ଭୁବନେଶ୍ୱର, ୩୦ । ୬: କିମ୍‍ସ ଭୁବନେଶ୍ୱରର ଯନ୍ତ୍ରଣା ବିଶେଷଜ୍ଞ ଡା. ରାଜେନ୍ଦ୍ର ସାହୁ ନିକଟରେ କାନାଡ଼ାର...

ଜୁଲାଇ ୨ରେ ‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ

ଭୁବନେଶ୍ୱର, ୨୯ ।୦୬: ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ଚତୁର୍ବିଂଶ ଏବଂ ଶିଶୁ-କିଶୋରପତ୍ରିକା ‘କୁନିକଥା’ର ତ୍ରୟୋଦଶ ସ୍ୱନକ୍ଷତ୍ର ଉତ୍ସବ ଜୁଲାଇ ୨ ତାରିଖରେ ଭୁବନେଶ୍ୱରସ୍ଥ...

ଗୌରବ ମାସ: ବେଦାନ୍ତ ଆଲୁମିନିୟମ ଏହାର ବିବିଧ କାର୍ଯ୍ୟକ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ

ନୂଆଦିଲ୍ଲୀ, ୨୯ ଜୁନ ୨୦୨୩: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଏକ ବିବିଧ କାର୍ଯ୍ୟକ୍ଷେତ୍ରକୁ ପ୍ରତିପାଦିତ କରିବା ଲାଗି ଉତ୍ସର୍ଗୀକୃତତାକୁ ଏକ ଉତ୍ସବ ଭାବରେ...

ବିଧାନସଭାର ଓଡ଼ିଶା ନ୍ୟାୟିକ ସେବାର ଶିକ୍ଷାନବିସମାନଙ୍କ ପାଇଁ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ

ଭୁବନେଶ୍ୱର, ତା.୨୭/୦୬/୨୦୨୩ ଓଡ଼ିଶା ବିଧାନସଭା ପକ୍ଷରୁ ଆଜି ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ନ୍ୟାୟିକ ସେବାର ଶିକ୍ଷାନବିସମାନଙ୍କ ପାଇଁ ଏକ ଦିଗ୍‌ଦର୍ଶନ...

ଶ୍ରୀମତୀ ଦିବ୍ୟା ଶର୍ମାଙ୍କ ନେତୃତ୍ୱରେ ଛୋଟ ପିଲାମାନଙ୍କୁ ପରିବେଶ ସମ୍ବନ୍ଧରେ ସଚେତନ କରାଇବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ

ଭୁବନେଶ୍ଵର:(ପ୍ରବାହ ନିୟୁଜ୍) ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଦସ୍ୟାମାନେ ସଂଗଠନର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମାଙ୍କ ନେତୃତ୍ୱରେ ଛୋଟ ପିଲାମାନଙ୍କୁ ପରିବେଶ...

FFCO ଜଗତସିଂହପୁର ଜିଲ୍ଲାରେ ହାଇସ୍କୁଲ ଟ୍ରାନ୍ସଫରମେସନ୍ ପ୍ରୋଗ୍ରାମ୍ ପାଇଁ ଏହାର ହାତକୁ ବୃଦ୍ଧି କରେ

 ସରକାରୀ 5T ପଦକ୍ଷେପ ଅନ୍ତର୍ଗତ ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟକ୍ରମ |  ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଓଡିଶାର ଶିକ୍ଷାଗତ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ଓଡିଶାର ପ୍ରମୁଖ ଭୂମିକା...

ବେଦାନ୍ତ ଆଲୁମିନିୟମ୍‌କୁ ହଳଡିଆ ଡକ୍ କମ୍ପେ୍ଲକ୍ସ ଦ୍ୱାରା ସର୍ବୋଚ୍ଚ ରପ୍ତାନିକାରୀ ପୁରସ୍କାର

ଭୁବନେଶ୍ୱର, ୨୪ଜୁନ୍ ୨୦୨୩: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଶ୍ୟାମା ପ୍ରସାଦ ମୁଖାର୍ଜି ବନ୍ଦର (ପୂର୍ବ କୋଲକାତା ବନ୍ଦର ଟ୍ରଷ୍ଟ) ଦ୍ୱାରା ହଳଡିଆ ଡକ୍...

ମତ୍ସ୍ୟ କଚ୍ଛ୍ୟ ଅବତାରରେ ଦର୍ଶନ ଦେଲେ ପ୍ରଭୁ, ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ପାରଳାଖେମୁଣ୍ଡି, ୨୨।୬ : ଆଜି ପ୍ରଭୁ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ମତ୍ସ୍ୟ କଚ୍ଛ୍ୟ ଅବତାରରେ ଦର୍ଶନ ଦେଇଛନ୍ତି । ଏହାକୁ ଅତ୍ୟନ୍ତ ସୁନ୍ଦର ଓ...

ପୁରୀ ରଥ ଯାତ୍ରାରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭକ୍ତମାନ ନିମନ୍ତେ ଭୋଜନ ସେବା

ବର୍ତ୍ତମାନ ପର୍ଯ୍ୟନ୍ତ, ୩୦୦,୦୦୦ରୁ ଅଧିକ ଭକ୍ତଙ୍କୁ ସତେଜ ରନ୍ଧା ଖାଦ୍ୟ ଯୋଗାଣ -ପୁରୀ ବସ୍ ଷ୍ଟାଣ୍ଡ ପରିସରରେ ନେତ୍ରୋତ୍ସବ ଦିନ ଠାରୁ ସେବା ଆରମ୍ଭ -ଭକ୍ତମାନଙ୍କ ମଧ୍ୟରେ 5000 ଗ୍ଲୁକୋଜ୍ ପ୍ୟାକେଟ୍...

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

(ବ୍ୟୟବରାଦ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ପ୍ରମୁଖ ଶାସନ ସଚିବଙ୍କ ଗୁରୁତ୍ୱାରୋପ) ଭୁବନେଶ୍ୱର, ୨୨/୦୬/୨୦୨୩: ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର...

ରାଜ୍ୟପାଳଙ୍କ ଦ୍ୱାରା “ଶ୍ରୀଜଗନ୍ନାଥ ବାଟିକା ତଥ୍ୟାବଳୀ’ ଉନ୍ମୋଚିତ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଶ୍ରୀ ଜଗନ୍ନାଥ ବାଟିକା ତଥ୍ୟାବଳୀ’କୁ ରାଜଭବନ ପରିସରରେ ଉନ୍ମୋଚନ କରିଛନ୍ତି । ପୁସ୍ତକରେ...