ଦୟାମୟୀ ରଥ ଦୟା ଓ କରୁଣାର ଅବତାର ଥିଲେ: ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି
ସ୍ୱର୍ଗତଃ ଦୟାମୟୀ ରଥ ଜଣେ ଧର୍ମପରାୟଣା ମହିଳା, ଆଦର୍ଶ ନାରୀନେତ୍ରୀ ତଥା ଆଗଧାଡ଼ିର ସମାଜ ସେବୀ ଥିଲେ। ଓଡ଼ିଶାରେ ନାରୀ ଶିକ୍ଷା ଏବଂ ସାମାଜିକ ଓ ଅର୍ଥନୈତିକ...
ସ୍ୱର୍ଗତଃ ଦୟାମୟୀ ରଥ ଜଣେ ଧର୍ମପରାୟଣା ମହିଳା, ଆଦର୍ଶ ନାରୀନେତ୍ରୀ ତଥା ଆଗଧାଡ଼ିର ସମାଜ ସେବୀ ଥିଲେ। ଓଡ଼ିଶାରେ ନାରୀ ଶିକ୍ଷା ଏବଂ ସାମାଜିକ ଓ ଅର୍ଥନୈତିକ...
ଭୁବନେଶ୍ୱର,୦୯/୦୬/୨୦୨୩: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ (ବୟନିକା), ଓଡିଶା ହସ୍ତତନ୍ତ ଉଦ୍ୟୋଗର ସର୍ବପୁରାତନ ତଥା...
ଭୁବନେଶ୍ୱର, ତା.୦୯/୦୬/୨୦୨୩ ଓଡ଼ିଶା ବିଧାନସଭା ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ନେଭା (ନ୍ୟାସନାଲ୍ ଇ-ବିଧାନ) ଜରିଆରେ ପେପରଲେସ୍ ପ୍ରଣାଳୀକୁ ଅଧିକ କ୍ରିୟାଶୀଳ କରି ଆଗାମୀ ଦିନରେ ଓଡ଼ିଶା ବିଧାନସଭାର...
ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠତା ଅଚ୍ୟୁତ ସାମନ୍ତଙ୍କୁ ଚେନ୍ନାଇସ୍ଥିତ ଭାରତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହାଇଅର ଏଜୁକେସନ ଆଣ୍ଡ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ ପକ୍ଷରୁ...
ଭୁବନେଶ୍ୱର: ୯ ଜୁନ ୨୦୨୩: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବ୍ୟାପକ ଗ୍ରୀଷ୍ମ ପ୍ରଭାବ ଜନିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଗୋଷ୍ଠୀର...
ତାଇପେଇ: ପ୍ରାୟ ୬ ଘଣ୍ଟା ସମୟ ମଧ୍ୟରେ ତାଇୱାନ୍ର ବାୟୁ ସୁରକ୍ଷା ଜୋନ୍ ମଧ୍ୟକୁ ୩୦ରୁ ଅଧିକ ଚୀନା ଲଢୁଆ ବିମାନ ପ୍ରବେଶ କରିଥିବା କଥା ଆଜି...
ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଥିବା ହ୍ବିଲର ଦ୍ୱୀପରୁ ନୂଆ ପିଢ଼ିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମର ସଫଳ ରାତ୍ରକାଳୀନ ପରୀକ୍ଷଣ ବୁଧବାର ରାତିରେ କରାଯାଇଛି । ଏହି...
ଭୁବନେଶ୍ୱର: ବିଦ୍ୟୁତ ବଂଟନ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ବିଶ୍ୱ ପରିବେଶ...
ଭୁବନେଶ୍ୱର, ୭ ।୬: ବାଲେଶ୍ୱର ବାହାନଗାଠାରେ ଘଟିଥିବା ସବୁଠାରୁ ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ...
କଟକ: ତା ୦୭/୦୬ ଆଜି କଟକ ର ବୋର୍ଡ ଅଫ୍ ରେଭିନ୍ୟୁ ବାର୍ ଆସୋସିଏସନ ର ସଂପାଦକ ଜ୍ଞାନେନ୍ଦ୍ର ପରିଡା ଙ୍କ ତତ୍ତ୍ଵାବଧାନରେ ଆସୋସିଏସନ୍ ର ସଦସ୍ୟ...
IFFCO ପାରାଦୀପ ୟୁନିଟରେ 5.6.2023 ରେ ବିଶ୍ୱ ପରିବେଶ ଦିବସ 2023 ର ଆୟୋଜନ କରାଯାଇଛି | 1973 ମସିହାରେ ଆରମ୍ଭ ହେବା ପରଠାରୁ ମିଳିତ ଜାତିସଂଘର...
ଭୁବନେଶ୍ଵର: IFFCO ପାରାଦୀପ ୟୁନିଟ୍ ପରିବେଶ ପ୍ରଦର୍ଶନରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନଜନକ “ପ୍ରକୃତି କେୟାର ଗ୍ରୀନ୍ ସଷ୍ଟେନେବିଲିଟି ଆୱାର୍ଡ 2023” କୁ ବ୍ୟାଗ୍ କରିଛି | ...
ଜୋଡା: ବିଶ୍ୱ ପରିବେଶ ଦିବସ ୨୦୨୩, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ବଡ଼ବିଲ ପେଲେଟ ପ୍ଲାଣ୍ଟ, ଟେନସା ଏବଂ କାସିଆ ମାଇନ୍ସରେ ମହା ସମାରୋହରେ ପାଳିତ ହୋଇଯାଇଛି | ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ “ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବା” ବିଷୟବସ୍ତୁ ଉପରେ ପାଳନ କରାଯାଉଛି, - ଏହା ସ୍ମରଣ କରାଏ ଯେ ପ୍ଲାଷ୍ଟିକ୍ ପ୍ରଦୂଷଣ ପ୍ରସଙ୍ଗରେ ଲୋକଙ୍କ କାର୍ଯ୍ୟକଳାପ ବିଶେଷ ମହତ୍ୱ ରଖେ । ଏହି ଉତ୍ସବକୁ ପାଳନ କରିବା ପାଇଁ ୟୁନିଟ୍ ଗୁଡିକର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ସଚେତନତା ସମାବେଶ, ଏବଂ କଲୋନୀ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା | ପେଲେଟ୍ ପ୍ଲାଣ୍ଟ ୟୁନିଟ୍ ମୁଖ୍ୟ ଶ୍ରୀ ପୁରୁଷୋତ୍ତମ ଏମ୍ ଡି, କାସିଆ ମାଇନ୍ସ ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର, ଟେନସା ମାଇନ୍ସ ମୁଖ୍ୟ ଶ୍ରୀ କମଳାକାନ୍ତ ନନ୍ଦ, ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଏହି କାର୍ଯ୍ୟକ୍ରମରେ ଉତ୍ସ।ହର ସହିତ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଗୁଡିକ ପରିବେଶ ଏବଂ ଉଦ୍ୟାନ କୃଷି ବିଭାଗ ଦ୍ୱାରା ପରିଚାଳିତ ହୋଇଥିଲା | ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ମଧ୍ୟ ପାରିପାର୍ଶ୍ୱିକ ଗ୍ରାମରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା | ପରବର୍ତ୍ତୀ ପିଢ଼ି ପାଇଁ ପରିବେଶର ସୁରକ୍ଷା ଦିଗରେ ଲକ୍ଷ୍ୟ ରଖାଯାଇଥିବା ଏହି କାର୍ଯ୍ୟକ୍ରମ ଗୁଡିକରେ ନିକଟସ୍ଥ ସ୍କୁଲ ପିଲା ଗ୍ରାମବାସୀ ଓ ପଂଚାୟତର ସରପଞ୍ଚ, ସମିତିସଭ୍ୟ ମାନେ ଅଂଶ ଗ୍ରହଣ କରିଥିଲେ । ବିଶ୍ୱ ପରିବେଶ ଦିବସରେ ଟ୍ୱିଟ କରି ଜେଏସପିର ମାନ୍ୟବର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲ ଲେଖିଛନ୍ତି, “ଆମକୁ ପୋଷଣ କରୁଥିବା ଗ୍ରହକୁ ପ୍ରତିପୋଷଣ କରିବା ପାଇଁ ପ୍ରତିଶୃତିବଦ୍ଧ ହେବା ଆମର କର୍ତ୍ତବ୍ୟ । ଆମର ଛୋଟ ପଦକ୍ଷେପଗୁଡିକ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ସହାୟକ ହେବ । ପ୍ରାକୃତିକ ସମ୍ପଦ ବ୍ୟବହାରରେ ହ୍ରାସ ଆଣିବା ସହ ପୁନଃ ବ୍ୟବହାର ଉପଯୋଗୀ କରିବା ଉଚିତ । ଆମକୁ ସର୍ବଦା ମନେ ରଖିବାକୁ ହେବଯେ ଜୀବନ ବଂଚି ରହିବା ପାଇଁ ପୃଥିବୀ ଏକ ମାତ୍ର ଗ୍ରହ।“ ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଜେଏସପି ଫାଉଣ୍ଡେସନର ମୁଖ୍ୟ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି "ଆସନ୍ତୁ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା, ଯାହା ସମୁଦ୍ର, ଜଙ୍ଗଲ,ମାଟିର ଅପୁରାଣୀୟ କ୍ଷତି କରିଥାଏ । ଜେଏସପି ଫାଉଣ୍ଡେସନ୍ ପରିବେଶ ସୁରକ୍ଷା ପାଇଁ ତାର କାର୍ଯ୍ୟକ୍ରମରେ ସମସ୍ତ ନୀତି ନିୟମକୁ ପାଳନ କରେ । ପରିବେଶକୁ ସୁରକ୍ଷା ଦେବାପାଇଁ ଆମେ ଏବର୍ଷର ବିଶ୍ଵପରିବେଶ ଦିବସରେ ଥିବା ଥିମକୁ ଦେଶସାରା ଚାଲିଥିବା ପ୍ରକଳ୍ପ ଗୁଡିକରେ ଅନୁସରଣ କରୁଛୁ ।“
ପରିବେଶ ଉତ୍ପାଦ ଘୋଷଣାନାମା (ଇପିଡି) ପ୍ରମାଣପତ୍ର ବେଦାନ୍ତ ଆଲୁମିନିୟମ ସ୍ଥାୟୀ ଉତ୍ପାଦନରେ ସର୍ବୋଚ୍ଚ ଶିଳ୍ପ ସମ୍ମାନ ହାସଲ କରିବାକୁ ସ୍ୱୀକୃତି ଦେଇଥାଏ ନୂଆଦିଲ୍ଲୀ, ୦୬ ଜୁନ ୨୦୨୩:...
02.06.2023ରେ ଓଡ଼ିଶାର ବାଲେଶ୍ୱର ଠାରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାକୁ ନେଇ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ପକ୍ଷରୁ ଗଭୀର ଦୁଃଖ ପ୍ରକଟ କରାଯାଇଛି ।...