ଭରସାଯୋଗ୍ୟ ବିଜୁଳି ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଭ୍ରାମ୍ୟମାଣ ସବଷ୍ଟେସନ ମୂତୟନ
ବ୍ରହ୍ମପୁର: ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ସମସ୍ତ ସର୍କଲରେ ଏବେ...
ବ୍ରହ୍ମପୁର: ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ସମସ୍ତ ସର୍କଲରେ ଏବେ...
ଆଜି ସର୍ବତ୍ର ‘ବିଶ୍ବ ରେଡ୍କ୍ରସ୍ ଦିବସ’ ପାଳନ କରାଯାଉଛି। ବିଶେଷ କରି ଅନ୍ତର୍ଜାତୀୟ ରେଡ୍କ୍ରସ୍ ଓ ରେଡ୍କ୍ରସ୍ ଆନ୍ଦୋଳନର ନୀତି ଓ ଆଦର୍ଶକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା...
କୋଲକାତା: ତାମିଲନାଡୁ ପରେ ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରୀ’ର ପ୍ରଦର୍ଶନ ଉପରେ ଲାଗିଲା ପ୍ରତିବନ୍ଧକ। ଗତ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ଦି କେରଳ...
*ଧରା ପଡି ନାହାନ୍ତି ସୁପାରୀ କିଲର l ବଡ଼ବିଲ: ଗତ ମେ ୧ ତାରିଖରେ ବଡ଼ବିଲ ମନି ଟାୱାର ନିକଟରେ ସୁନୀଲ ସିହ୍ନl ଓରଫ ଭୋଲାଙ୍କୁ ଗୁଳି...
ମୁଁ ଏକ …ଆତ୍ମ ବଡିମାର ବାଲି ଘରଟିଏହିମ ଶିଖର ରେ ଅଗ୍ନି ସିଖାଟିଏନଷ୍ଟ ଉଗ୍ର ଅହଂ ସନ୍ତ୍ରାସବାଦ ରଏକ କଦର୍ଯ୍ୟ ବୃଥା ଆସ୍ଫାଳନଟିଏ ।ଯିଏ ସୁସ୍ଥ ମନରେ...
ଆଉ ଆତ୍ମ ତୃପ୍ତି ଲାଭ କରନ୍ତି ସେଥିରୁ । ଅଧିକାଂଶ ସମୟରେ ଦୁହିଁଙ୍କ ମଧ୍ୟରେ ବିତର୍କ । ହିମାଂଶୁ ତ ନିଜ ଅଭ୍ୟାସର ଦାସ, କେବେ ଶ୍ରାବଣୀ...
ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଛି କ୍ୟାମ୍ପନିଂ । ବିଭିନ୍ନ ରାଜନୈତିକ ଦଳ ଜାରି ରଖିଛନ୍ତି ପ୍ରଚାର । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ଲାହୋର: ଆତଙ୍କବାଦୀ ସଂଗଠନ ଖଲିସ୍ତାନ କମାଣ୍ଡୋ ଫୋର୍ସର ମୂଖ୍ୟ ପରମଜିତ ସିଂ ପଞ୍ଜୱାଡଙ୍କୁ ଲାହୋରରେ ଗୁଳି କରି ହତ୍ୟା କରାଯାଇଛି । ସେ ରହୁଥିବା ସୋସାଇଟିରେ ବାଇକରେ...
ଭୁବନେଶ୍ୱର,୫ ।୫: ବ୍ୟକ୍ତିଗତ ହେଉ ବା ଆନୁଷ୍ଠାନିକ, ରାଜ୍ୟ ଓ ଦେଶର ଦୈନନ୍ଦୀନ କାର୍ଯ୍ୟ ଓ ଭାବମୂର୍ତ୍ତି ତିଆରିରେ ଲୋକସମ୍ପର୍କର ଗୁରୁତପ୍ୱର୍ଣ୍ଣ ଭୂମିକା ରହିଛି ବୋଲି କିଟ୍...
ଅର୍ଥନୈତିକ ଅଭିବୃଦ୍ଧି ସହିତ ଅଂଚଳରେ ଚାକିରି ସୁଯୋଗ ଆଣିବା ପାଇଁ କନସେନଟ୍ରିକ୍ସର ଲକ୍ଷ୍ୟ ଭୁବନେଶ୍ୱର, ମଇ ୫, ୨୦୨୩: ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ...
ବିପ୍ଳବୀ ଧରଣୀଧରଙ୍କ ବ୍ୟକ୍ତିତ୍ୱ ଥିଲା ସଂଗ୍ରାମ ଓ ସନ୍ନ୍ୟାସର ସମନ୍ୱୟ: ଅତିଥି ଭୁବନେଶ୍ୱର, ତା.୦୫/୦୫/୨୦୨୩:ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କର ମାଟି ଓ ଜାତିପ୍ରୀତିର ପଟାନ୍ତର ନାହିଁ ।...
ଖୋର୍ଦ୍ଧା :୫/୫(ପ୍ରବାହ ନିଉଜ୍): ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଦଧିମାଛଗାଡ଼ିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ କୁ ଧକ୍କା ଦେଲା କାର...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ଭୁବନେଶ୍ୱର, ମଇ ୦୪, ୨୦୨୩: ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାର...
ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ଆର୍ଥିକବର୍ଷ ଏବଂ ଚତୁର୍ଥ ତ୍ରୈମାସିକ ର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି ।...
ଭୁବନେଶ୍ୱର,୩ମଇ,୨୦୨୩ : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ କାର୍ଯ୍ୟସ୍ଥଳରେ ନିରାପତା ଓ ସ୍ୱାସ୍ଥ୍ୟ ବିଶ୍ୱ ଦିବସ ଅବସରରେ ଝାରସୁଗୁଡ଼ାର କାରଖାନାରେ ଅଗ୍ନି ନିରାପତା ତାଲିମ...