Day: December 20, 2022

ୟୁଟ୍ୟୁବରେ ମିଥ୍ୟା ସୂଚନା ପ୍ରବାହ ଉପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ ମିଥ୍ୟା ଖବର ପ୍ରସାରଣ ପାଇଁ ୩ଟି ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ କଲା  ସୁପ୍ରିମକୋର୍ଟ, ଭାରତର ପ୍ରଧାନ ବିଚାରପତି, ଏବଂ ପ୍ରଧାନମନ୍ତ୍ରୀଙ୍କ ସଂକ୍ରାନ୍ତରେ...

ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ଜିଲ୍ଲା ଦୌଡ଼କୁଦ ସଂଘର ପ୍ରଶାସନିକ କୋଠାର ପ୍ରାୟୋଜକ

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ଜିଲ୍ଲା ଦୌଡ଼କୁଦ ସଂଘର ନୂଆ ପ୍ରଶାସନିକ କୋଠାର ନିର୍ମାଣର ପ୍ରାୟୋଜକ ହୋଇଛି । ବେଦାନ୍ତ ଲିମିଟେଡ୍‌,...

ବେଦାନ୍ତ ଲାଞ୍ଜିଗଡ଼ର ନୂତନ ସୁରକ୍ଷା ଯାନକୁ କଳାହାଣ୍ଡି ଜିଲ୍ଲା କଲେକ୍ଟର ଓ ପୋଲିସ ଅଧିକ୍ଷକ ଉଦଘାଟନ କରିଛନ୍ତି

ଏହା ଜନସାଧାରଣଙ୍କ ସୁରକ୍ଷା ସଚେତନତା ସୃଷ୍ଟି କରିବାରେ ସହାୟକ ହେବା ସହ ସ୍ଥାନୀୟ ଅଂଚଳରେ ଜରୁରୀକାଳୀନ ସହାୟତା ଯୋଗାଇବ ଲାଞ୍ଜିଗଡ଼, ଓଡ଼ିଶା, ଡିସେମ୍ବର ୧୮,୨୦୨୨: ମେଟାର୍ଲଜିକାଲ ଗ୍ରେଡର...

ହେଲ୍‌ଥ ଟପ୍‌-ଅପ ପ୍ଲାନ ମେଡିକାଲ ଜରୁରୀକାଳୀନ ପରିସ୍ଥିତି ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ

ନୂଆଦିଲ୍ଲୀ, ୧୭/୧୨: କରୋନ ମହାମାରୀ ପରେ, ଭାରତରେ ସ୍ୱାସ୍ଥ୍ୟ ବୀମା ସଚେତନତା ଏବଂ ଏହାର କ୍ରୟ ବିଶେଷ ଭାବେ ବୃଦ୍ଧି ପାଇଛି । ଚିକିତ୍ସା ଖର୍ଚ୍ଚ ବଢୁଥିବାରୁ...

ଜିନ୍ଦଲ ପାନ୍ଥର୍ କପ୍୨୦୨୨ : ମହିଳା ବର୍ଗରର ରେୟର ରେଭିଲ୍ସଚମ୍ପିୟାନ

ଅନୁଗୋଳ : ତା ୧୯.୧୨.୨୨ ରିଖ; ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ୱାରା ଆୟୋଜିତ ଆନ୍ତ-ବିଭାଗୀୟ ମହିଳା କ୍ରିକେଟ୍...

୨୦୧୪ ପରଠାରୁ ଉତ୍ତର ପୂର୍ବାଞ୍ଚଳରେ ଶାନ୍ତିର ଯୁଗ ଆରମ୍ଭ ହୋଇଛି, ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୮୦% ହ୍ରାସ, ୬୦୦୦ ଆତଙ୍କବାଦୀ କରିଛନ୍ତି ଆତ୍ମସମର୍ପଣ: କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର

ଅଧିକାଂଶ ସ୍ଥାନରୁ ଏଏଫଏସପିଏ ପ୍ରତ୍ୟାହାର, ଶାନ୍ତି ରାଜିନାମା ସ୍ବାକ୍ଷରିତ : କେନ୍ଦ୍ର ମନ୍ତ୍ରୀ ସଙ୍କଟରେ ପଡ଼ିଥିବା ଭାରତୀୟ ନାଗରିକଙ୍କ ପ୍ରତି ସରକାରଙ୍କ ପ୍ରାଥମିକତା, ବନ୍ଦେ ଭାରତ ଜରିଆରେ...

ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ସହ ଯୋଡ଼ି ହେଲା ସୁବର୍ଣ୍ଣରେଖା ବନ୍ଦର, ବାଲେଶ୍ୱରରେ କାର୍ଯ୍ୟକ୍ରମର ଶୁଭାରମ୍ଭ

• ନି-କ୍ଷୟ ମିତ୍ର କାର୍ଯ୍ୟକ୍ରମ ଶୁଭାରମ୍ଭରେ ସଂଯୋଜନା କରିବ ଟାଟା ଷ୍ଟିଲ୍ ଫାଉଣ୍ଡେସନ• ବସ୍ତା, ବାଲିଆପାଳ ଓ ରେମୁଣା ବ୍ଲକ୍‌ର ୩୭୧ ହିତାଧିକାରୀଙ୍କୁ ପୁଷ୍ଟି କିଟ୍ ବଂଟନ...

You may have missed