Month: May 2022

ଶ୍ରୀଲଙ୍କାର ପ୍ରାଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଭାରତକୁ ଧନ୍ୟବାଦ ଜଣାଇଲେ ବିକ୍ରମସିଂଘେ

କଲମ୍ବୋ: ଶ୍ରୀଲଙ୍କର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ରାନିଲ୍‌ ବିକ୍ରମସିଂଘେ କହିଛନ୍ତି ଯେ, ତାଙ୍କ ଶାସନକାଳରେ ସେ ଭାରତ ସହିତ ନିବିଡ଼ ସମ୍ପର୍କ...

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ମାଡ଼ ଆଭିଯୋଗ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାକୁ ଖବର ସଂଗ୍ରହ କରିବା ପାଇଁ ରାତିରେ ଜଣେ ସାମ୍ବାଦିକ ରବି ଠେଲା ଯାଇଥିଲେ। ହେଲେ ଖଡ଼ିଆଳ ଥାନା ଆଗରେ କିଛି...

ଛିଣ୍ଡୁନି ପିସିସି ସଭାପତି ଅଙ୍କ : ଏଆଇସିସି ଚିନ୍ତନ ବୈଠକ ପରେ ଘୋଷଣା ହୋଇପାରେ ନିଷ୍ପତ୍ତି

ଭୁବନେଶ୍ବର : ଓଡ଼ିଶା ପିସିସିର ମଙ୍ଗ କିଏ ଧରିବ। ବରିଷ୍ଠ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ଭେଟିଥିବା କଂଗ୍ରେସ ନେତାଙ୍କ ମଧ୍ୟ‌ରୁ କିଏ ନା ଦଳ ବାହାରୁ...

ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିସନର୍‌ ନିଯୁକ୍ତ ହେଲେ ରାଜୀବ କୁମାର; ମେ ୧୫ରେ ଦାୟିତ୍ବ ଗ୍ରହଣ କରିବେ

ନୂଆଦିଲ୍ଲୀ: ଆଜି ନିର୍ବାଚନ କମିସନର୍‌ ରାଜୀବ କୁମାର ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତି ପାଇଛନ୍ତି। ଏବେ ମୁଖ୍ୟ ନିର୍ବାଚନ କମିସନର୍‌ ଥିବା ସୁଶୀଲ୍‌ କୁମାର...

ନାଲକୋରେ ୨୪ତମ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳିତ

ମୁଖ୍ୟବକ୍ତା ଭାବେ, ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଶ୍ରୀ କେ. ଶିବନ୍ ଙ୍କ ଅଭିଭାଷଣ ପ୍ରଦାନ ଭୁବନେଶ୍ୱର, ୧୧.୦୫.୨୦୨୨: ନବରତ୍ନ କେନ୍ଦ୍ରୀୟ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ନ୍ୟାସନାଲ ଫରେନସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ),ଗାନ୍ଧିନଗର ସହିତ ଏମଓୟୁ ସ୍ୱାକ୍ଷର

ଏହାର ସିକ୍ୟୁରିଟି ବୃତିଧାରୀଙ୍କ ପାଇଁ ଗବେଷଣା, ତାଲିମ ଓ ଶିକ୍ଷଣୀୟ ପଦକ୍ଷେପ ହାସଲ ଲକ୍ଷ୍ୟ ରଖିଛି ନୂଆଦିଲ୍ଲୀ, ୧୦ମଇ ୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ଅଗ୍ରଣୀ ମେଟାରଲଜିକାଲ...

ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଚାଳକ ସାର୍ଥକ ଚଭନ ଥାଇଲ୍ୟାଣ୍ଡ୍‌ଟ୍ୟାଲେଂଟ୍ କପ୍‌ରେ ରଚିଲେ ଇତିହାସ

ଭୁବନେଶ୍ୱର: ଥାଇଲ୍ୟାଣ୍ଡ୍‌ର ବୁରିଆମ୍‌ରେ ଥିବା ଚାଙ୍ଗ୍ ଇଟଂରନ୍ୟାସନାଲ୍ ସର୍କିଟରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ରଚାଳକ ସାର୍ଥକ ଚଭନ ଇତିହାସ ରଚିଛନ୍ତି । ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍...

ଚାମ୍ପିଅନ୍ସ ଲିଗ୍ ଫାଇନାଲ୍ସର ମୁଖ୍ୟ ଆକର୍ଷଣ ହେବେ‌ କାମିଲା

ପ୍ୟାରିସ୍: ପ୍ୟାରିସ୍‌ରେ ଚଳିତ ମାସ ୨୮ ତାରିଖରେ ଖେଳାଯିବାକୁ ଥିବା ୟୁଫା ଚାମ୍ପିଅନ୍ସ ଲିଗ୍ ଫାଇନାଲ୍ସର ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ହେବେ କ୍ୟୁବାର ଲୋକପ୍ରିୟ ପପ୍...

’ଅସାନୀ’ ପ୍ରଭାବରେ ପୁରୀ, ଗଜପତି, ଖୋର୍ଦ୍ଧା ଆଦି ଜିଲ୍ଲାରେ ବର୍ଷା ଆରମ୍ଭ; ଖୋର୍ଦ୍ଧାରେ ସର୍ବାଧିକ ୭୧ ମିମି ବର୍ଷା ‌ରେକର୍ଡ

ଭୁବନେଶ୍ବର: ପୁରୀ, ଗଜପତି, ଖୋର୍ଦ୍ଧା ଆଦି ଜିଲ୍ଲାରେ ବର୍ଷା ଆରମ୍ଭ ହେଇଯାଇଛି। ଆଜି ଦିନାସାରା ଉପକୂଳରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି।...

ଘଣ୍ଟାପ୍ରତି ୨୫ କିମି ବେଗରେ ଗତି କରୁଛି ସାମୁଦ୍ରିକ ବାତ୍ୟା ‘ଅସାନି’; ୧୧ ସକାଳ ସୁଦ୍ଧା ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହେବ

ନୂଆଦିଲ୍ଲୀ/ ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ଆଖପାଖ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା ଉପରେ ଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ଏବେ ସମୁଦ୍ର ଭିତରେ ଭୀଷଣ ରୂପ...

ଋଣ ସୁଧହାର ବଢାଇଲା ଏଚଡିଏଫସି ବ୍ୟାଙ୍କ, ପୂର୍ବରୁ ୬ଟି ବ୍ୟାଙ୍କ ବଢାଇସାରିଛନ୍ତି

ମୁମ୍ବାଇ : ଗତ ୪ ତାରିଖରେ ରିଜର୍ଭ ବ୍ୟାଙ୍କ ଦ୍ବାରା ସୁଧହାର ବୃଦ୍ଧି କରାଯିବା ପରେ ବିଭିନ୍ନ ବ୍ୟାଙ୍କ ନିଜର ଋଣ ସୁଧହାର ବଢାଇଚାଲିଛନ୍ତି । ମଙ୍ଗଳବାରଦିନ...

ଜୁନ୍‌ ୧୭ରୁ କାର୍ଯ୍ୟକ୍ଷମ ହେବ ୬୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ: ସମୀର ଦାଶ

ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର କାର୍ଯ୍ୟ ସମୀକ୍ଷା ଭୁବନେଶ୍ୱର : ଆଜି ପୂର୍ବାହ୍ନ ୧୧.୩୦ ସମୟରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଲୋକସେବା...

ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ପକ୍ଷରୁ ରେଟିନୋବ୍ଲାଷ୍ଟୋମା ସଚେତନତା ପଦଯାତ୍ରା

ଏହା ମାଧ୍ୟମରେ ରେଟିନୋବ୍ଲାଷ୍ଟୋମା (ପିଲାମାନଙ୍କ ଠାରେ ଚକ୍ଷୁ କର୍କଟ) ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ । ହ୍ୱାଇଟାଥନ୍ ହେଉଚି ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ର ବାର୍ଷିକ...

ସ୍କୋଡା ଅଟୋ ଇଣ୍ଡିଆ ନୂଆ କୁସାକ୍ ମଂଟେ କାର୍ଲୋର ଶୁଭାରମ୍ଭ କରିଛିଏକ ଲୁକ୍ ପାଆନ୍ତୁ ଯାହା ଅତ୍ୟନ୍ତ ଆକର୍ଷଣୀୟ

ମଂଟେ କାର୍ଲୋ ସଂସ୍କରଣ ହେଉଛି ସ୍କୋଡା ମୋଟୋସ୍ପୋର୍ଟ ହେରିଟେଜ ଓ ରାଲି ମଂଟେ କାର୍ଲୋ ପ୍ରତି ଏକ ଶ୍ରଦ୍ଧାଞ୍ଜଳିକୁସାକ୍ ହେଉଛି ଭାରତର ଦ୍ୱିତୀୟ ଉତ୍ପାଦ ଯାହାକି ଏକ୍ସକ୍ଲୁସିଭ୍...

You may have missed