Month: April 2022

ୱି ପକ୍ଷରୁ ନିଯୁକ୍ତି ଓ ଦକ୍ଷତା ସୁଯୋଗ ସହ ଭାରତୀୟ ଯୁବପିଢ଼ିଙ୍କୁ ସଶକ୍ତ କରାଯିବ

ଚା ଅପ୍‌ନା, ଏନ୍‌ଗୁରୁ ଓ ପରୀକ୍ଷା ଭଳି ସଂସ୍ଥା ସହ ସହଯୋଗିତା ସ୍ଥାପନଭୁବନେଶ୍ୱର: ଭାରତୀୟ ଯୁବପିଢ଼ିଙ୍କୁ ଉତମ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ୱି ପକ୍ଷରୁ...

‘ଫୋର୍ବସ୍‌’ ଶ୍ରେଷ୍ଠ ଧନୀ ତାଲିକା ୨୦୨୨: ବିଶ୍ବର ଶ୍ରେଷ୍ଠ ଧନୀ ତାଲିକାର ୧୦ମ ସ୍ଥାନରେ ମୁକେଶ ଅମ୍ବାନି; ୧୧ଶ ସ୍ଥାନରେ ଗୌତମ ଅଦାନୀ

ନୂଆଦିଲ୍ଲୀ: ‘ଫୋର୍ବସ୍‌’ର ବାର୍ଷିକ ବିଶ୍ବ ଶ୍ରେଷ୍ଠ ଧନୀ ତାଲିକା-୨୦୨୨ରେ ‘ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବଂ ‘ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ଟାଇକୁନ୍‌’ ଗୌତମ ଅଦାନୀ ଯଥାକ୍ରମେ ୧୦ମ ଓ...

ୟୁକ୍ରେନ୍‌ ଆକ୍ରମଣ ହେତୁ ‘ୟୁରୋପୀୟ ସଂଘ’ କଟକଣାର ସମ୍ମୁଖୀନ ହୋଇପାରନ୍ତି ପୁଟିନ୍‌ଙ୍କ କନ୍ୟା

ମସ୍କୋ: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କ କନ୍ୟାମାନଙ୍କ ଉପରେ କଟକଣା ଜାରି କରିବା ଲାଗି ‘ୟୁରୋପୀୟ ସଂଘ’ ଆଲୋଚନା କରୁଥିବା କଥା ସେ ସଂକ୍ରାନ୍ତରେ ଅବଗତ ଥିବା...

ଦକ୍ଷିଣ ୟୁକ୍ରେନ୍‌ରେ ଗୋଳାବର୍ଷା, ୮ ମୃତୟୁକ୍ରେନର ମିସାଇଲ ମାଡରେ ରୁଷ୍ ହେଲିକପ୍ଟର ଧ୍ବଂସ

କିବ୍‌: ରୁଷ୍‌ କିବ୍‌ ଏବଂ ଚେର୍ନିହିବରୁ ସେନା ପ୍ରତ୍ୟାହାର କରିବାପରେ ଏବେ ଦକ୍ଷିଣ ଏବଂ ପୂର୍ବ ଭାଗରେ ଆକ୍ରମଣ ଜୋରଦାର କରିଛି। ଦକ୍ଷିଣ ୟୁକ୍ରେନ୍‌ରେ ରୁଷ୍‌ର ଗୋଳାବର୍ଷା...

ଜୁନ ୧୯ ଓ ୨୬ରେ ସମବାୟ ସମିତି ନିର୍ବାଚନ, ସୂଚନା ଦେଲେ ରାଜ୍ୟ ସମବାୟ ନିର୍ବାଚନ କମିସନର

ଭୁବନେଶ୍ବର: ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ୭୦୭୬ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ ବୋଲି ରାଜ୍ୟ ସମବାୟ ନିର୍ବାଚନ କମିସନର ସୁନ୍ଦରଲାଲ...

ପଣ୍ଡିତମାନେ ଶୀଘ୍ର କଶ୍ମୀରକୁ ଫେରିବେ: ଆରଏସଏସ ମୁଖ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ରବିବାର ଦିନ କହିଛନ୍ତି ଯେ କଶ୍ମୀର ପଣ୍ଡିତମାନେ ଖୁବ୍‌ ଶୀଘ୍ର କଶ୍ମୀର ଉପତ୍ୟକାରେ ନିଜ ଘରକୁ ଫେରିବାକୁ ସକ୍ଷମ...

ପୁଣି କମିଲା ସଂକ୍ରମଣ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬ କରୋନା ପଜିଟିଭ ଚିହ୍ନଟ, ୬ ଜଣ ୧୮ ବର୍ଷରୁ କମ୍ ବର୍ଗର

ଭୁବନେଶ୍ବର: ଗତକାଲି ୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ...

ଅନାସ୍ଥା ଭୋଟ୍‌ରେ ହାରିଲେ ଗିରଫ ହୋଇ ପାରନ୍ତି ଇମ୍ରାନ୍‌ ଖାଁ: ଗୃହମନ୍ତ୍ରୀ ଶେଖ୍ ରଶିଦ୍‌

ଇସ୍‌ଲାମାବାଦ୍: ଯଦି ସଂସଦରେ ଆଗତ ଅନାସ୍ଥା ଭୋଟ୍‌ରେ ହାରି ଯାଆନ୍ତି ତେବେ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ପଡ଼ିଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଗିରଫ ହୋଇପାରନ୍ତି ବୋଲି...

ବିଶ୍ବରେ ଗ୍ୟାସ୍‌ ଓ ଖାଦ୍ୟ ଦର ବୃଦ୍ଧି ପାଇଁ ପୁଟିନଙ୍କ ୟୁକ୍ରେନ୍‌ ଆକ୍ରମଣକୁ ଦାୟୀ କଲେ ବାଇଡେନ୍‌

ୱାସିଂଟନ୍‌: ବିଶ୍ବବ୍ୟାପୀ ଗ୍ୟାସ୍‌ ଓ ଖାଦ୍ୟ ଦାମ୍‌ ଦ୍ରୁତ ବୃଦ୍ଧି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ୟୁକ୍ରେନ୍‌ ଆକ୍ରମଣକୁ...

ଖାଇବା ଦୂରରେ ଥାଉ, କାଗଜି ଲେମ୍ବୁ କିଲୋ ୨୦୦ ଟଙ୍କା ଶୁଣି ଗୁଜରାଟ ଲୋକଙ୍କ ପାଟି ଆମ୍ବିଳା

ରାଜକୋଟ: ଚାହିଦା ବୃଦ୍ଧି ଓ ନିଅଣ୍ଟିଆ ଯୋଗାଣ ହେତୁ ଗୁଜରାଟର ରାଜକୋଟରେ କାଗଜି ଲେମ୍ବୁର ଦର ଅସ୍ବାଭାବିକ ଭାବେ ବୃଦ୍ଧି ପାଇ କିଲୋପିଛା ୨୦୦ ଟଙ୍କାରେ ବିକ୍ରୟ...