Year: 2021

ଗୋରୁଗାଡ଼ି ଜବତ ସହ ୨୦ଗୋରୁଙ୍କୁ ଉଦ୍ଧାର : ଜଣେ ଅଟକ

ଖୋର୍ଦ୍ଧା : ୨୨/୦୬(ପ୍ରବାହ ନିଉଜ୍) ସୋମବାର ବିଳମ୍ବିତ ରାତିରେ ବେଗୁନିଆ ଥାନା ଅନ୍ତର୍ଗତ ଚଟୁଆ ଗ୍ରାମରୁ ଏକ ଗୋରୁ ବୋଝେଇ ଆଇଚର କଣ୍ଟେନର ଗାଡିକୁ ଜବତ କରିବା...

ଅନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟବାର୍ତ୍ତା ସୁସ୍ଥତା ପାଇଁ ଯୋଗ

ଖୋର୍ଦ୍ଧା : ୨୧/୦୬(ପ୍ରବାହ ନିଉଜ୍) : ପ୍ରକୃତି ସହ ମଣିଷ ଓ ମଣିଷର ମନ ସହ ଶରୀରର ମିଳନର ଏକମାତ୍ର ମାଧ୍ୟମ ହେଉଛି ଯୋଗାଭ୍ୟାସ । ପ୍ରାୟ...

ପରଲୋକରେ ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ର

ଭୁବନେଶ୍ୱର : ୧୯/୦୬(ପ୍ରବାହ ନିଉଜ୍) ବିଶିଷ୍ଠ ଓଲିଉଡ୍‌ ସିଙ୍ଗର ତପୁ ମିଶ୍ରଙ୍କ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତପୁ ମିଶ୍ରଙ୍କ ଦେହାନ୍ତ...

ଖୋର୍ଦ୍ଧା ଗୋଡିପଡ଼ା ଠାରେଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ୪ ଗୁରୁତର

ଖୋର୍ଦ୍ଧା: ୧୯/୦୬(ପ୍ରବାହ ନିଉଜ୍): ଜଙ୍କିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର  ଗୋଡିପଡା ଓଭର ବ୍ରିଜ ଉପରେ  ଶନିବାର ରାତି ପ୍ରାୟ ୮ଟା ସମୟରେ OD07-1777 ନମ୍ବର...

ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ରକ୍ତଦାନ ଶିବିର

ଭୁବନେଶ୍ୱର,Prabaha news ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ କୋରାନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂରକରିବା ପାଇଁ ବିଜୁ ଯୁବ ଜନତା ଦଳ ତରଫରୁ ଓଡିଶା...

ରିଷ୍ଠ ବ୍ୟୁରୋକ୍ରାଟ୍ ଓ ସାରସ୍ୱତ ସ୍ରଷ୍ଟା
ବିଷ୍ଣୁପଦ ସେଠୀଙ୍କ କବିତା ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ବରିଷ୍ଠ ବ୍ୟୁରୋକ୍ରାଟ୍ ବିଷ୍ଣୁପଦ ସେଠୀଙ୍କର ଏକ କବିତା ପୁସ୍ତକ ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉନ୍ମୋଚନ କରିଛନ୍ତି ।...

“ଘରୋଇ ପରିଚାରିକାଙ୍କ ସାମାଜିକ ନିରାପତ୍ତାକୁ ସୁଦୃଢ କରାଯାଉ’

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଅ ।ନ୍ତର୍ଜାତିକ ଘରୋଇ ପରିଚାରିକା ଦିବସ ଅବସରରେ ସିସିଡବ୍ଲ୍ୟୁଡି ଓ ଅ ।କ୍ସନ୍‌ଏଡ୍‌ଙ୍କ ମିଳିତ ଅ ।ନୁକୁଲ୍ୟରେ ସ୍ଥାନୀୟ ମଣ୍ଡପ ବସ୍ତିଠାରେ ଏକ...

ଧରାପଡ଼ିଲେ ଡକାୟତ ଗ୍ୟାଙ୍ଗ ୭ ସଦସ୍ୟ

ଧରାପଡ଼ିଲେ ଡକାୟତ ଗ୍ୟାଙ୍ଗ ୭ ସଦସ୍ୟଚର୍ଚ୍ଚିତ ଗଡ଼ଖୋର୍ଦ୍ଧା ମନ୍ଦିର ଚୋରି ସହ ଏକାଧିକ ମାମଲାରେ ସମ୍ପୃକ୍ତଖୋର୍ଦ୍ଧା, (ପ୍ରବାହ ନ୍ୟୁଜ୍‌): ଖୋର୍ଦ୍ଧା ଓ ଅ ।ଖପାଖ ଅଞ୍ଚଳରେ ଗତ...

କିସ୍‍ ବିଶ୍ୱବିଦ୍ୟାଳୟ ଓ ଜି.ଏମ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ ସହଯୋଗକିସ୍‍ ବିଶ୍ୱବିଦ୍ୟାଳୟ ଓ ଜି.ଏମ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ...

ଜନଶୂନ୍ୟ ବେଗୁନିଆ ରେଳ ଷ୍ଟେସନ

ବେଗୁନିଆ ,prabaha news-ପ୍ରତିଦିନ ଲୋକମାନଙ୍କର କୋଳାହଳମୟ ସାଙ୍ଗକୁ ଟ୍ରେନ ଚାଲିବାର ଶବ୍ଦ ପରିବେଶକୁ ଚଳଚଞ୍ଚଳ କରୁଥିଲା । ହେଲେ ସଂପ୍ରତି ମହାମାରୀ କରୋନା ଯୋଗୁଁ ନୀରବତା ବିରାଜମାନ କରି...

ବଡ଼ ଧରଣର ଡକାୟତ ଯୋଜନା ପଣ୍ଡ ହୋଇଥିବା ବେଳେ ଧରା ପଡିଛନ୍ତି ୭ କୁଖ୍ୟାତ ଡକାୟତ

ଖୋର୍ଦ୍ଧା: ୧୭/୦୬(ପ୍ରବାହ ନିଉଜ୍) ଟାଉନ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ବାଇପାସ ନିକଟ ଗୋଶାଳା ପଡ଼ିଆରେ ଥିବା ଏକ ପରିତ୍ୟକ୍ତ ଘର ମଧ୍ୟରେ କେତେଜଣ ଦୁର୍ବୁତ୍ତ ଡକାୟତି ଯୋଜନା...

ଖୋର୍ଦ୍ଧା ଠାକୁରପଡା ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ

ଖୋର୍ଦ୍ଧା : ୧୬/୭ (ପ୍ରବାହ ନିଉଜ୍) ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଠାକୁରପଡା ଗ୍ରାମରେ ପ୍ରେମଜନିତ ବ୍ୟାପରକୁ ନେଇ ହୋଇଥିବା ହତ୍ୟାକାଣ୍ଡର ଗୁମର ଖୋଲିଛି...

ପ୍ରେମ ଜନିତ ବ୍ୟାପାରକୁ ନେଇ ଯୁବକଙ୍କୁ ବିଭତ୍ସ ହତ୍ୟା

ଖୋର୍ଦ୍ଧା : ୧୫/୬(ପ୍ରବାହ ନିଉଜ୍) ଆଦର୍ଶ ଥାନା ଅଧିନ ଠାକୁରପଡା ଗ୍ରାମରେ ପ୍ରେମଜନିତ ବ୍ୟାପାରକୁ ନେଇ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ଠାକୁରପଡ଼ା...