Day: February 4, 2021

୧୯ ଦିନରେ ପ୍ରାୟ ୪.୫ ନିୟୁତ ହିତାଧିକାରୀଙ୍କ କୋଭିଡ-୧୯ ଟିକାକରଣ

ବୈଶ୍ୱିକ ମହାମାରୀ ବିରୋଧରେ ଲଢ଼େଇ କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇପାରିଛି । ମାତ୍ର ୧୯ ଦିନ ମଧ୍ୟରେ ଦେଶରେ ପ୍ରାୟ ୪.୫ ନିୟୁତ (୪୪,୪୯,୫୫୨)...