Day: July 22, 2020

ନୂଆଗାଁ ଡିମିରିପଲ୍ଲୀ ପୁର୍ତ୍ତ ବିଭାଗ ରାସ୍ତା ମରଣଯନ୍ତା ରାସ୍ତାର ନବୀକରଣ ଦାବି

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ରାସ୍ତା ମରାମତି କରି ରାଜ୍ୟ ସରକାରଙ୍କ ଅର୍ଥ ଲୁଟି ଚାଲିଛନ୍ତି ବିଭାଗୀୟ ଯନ୍ତୀ ଓ ଠିକାଦାର । ଉଭୟଙ୍କ ପାଇଁ ରାସ୍ତା ପାଲଟିଛି...

ଜିଲ୍ଲାର ଶ୍ରେଷ୍ଠ ଥାନା ଅଧିକାରୀ ଏସ୍‌ଆଇ ଦିପକ୍‌

ନୟାଗଡ଼଼ , (ପ୍ରବାହ ନ୍ୟୁଜ): କର୍ମ କରିଚାଲ ଆପେ ଆପେ ଫଳ ତୁମ ପଛେ ପଛେ ଆସିବ । ଫଳ ପାଇବାର ଆଶା ନେଇ କାମ କରନି,...

ଜଙ୍ଗଲ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି

ସଂରକ୍ଷିତ ଜଙ୍ଗଲରୁ ମାଟି ପଥର ଲୁଟ୍‌ଲୁଟୁଛନ୍ତି ମୂଲ୍ୟବାନ ଗଛସୁରକ୍ଷାକର୍ମୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀନୟାଗଡ଼଼ , (ପ୍ରବାହ ନ୍ୟୁଜ): କେତେକ ଜଙ୍ଗଲ ସୁରକ୍ଷାକର୍ମୀକୁ ହାତବାରେସି କରି ଜଙ୍ଗଲ, ପାହାଡରେ...

ନବଜାତ ଶିଶୁପୁତ୍ରର ମୃତ ଶରୀର ଉଦ୍ଧାର

ନୟାଗଡ଼଼ , (ପ୍ରବାହ ନ୍ୟୁଜ): ମା’ ମମତା ମୟୀ, ମା’ ଛୁଆମାନଙ୍କ ପାଇଁ ସ୍ୱର୍ଗ, ସ୍ନେହ ଆଦର ପସରା । କିନ୍ତୁ କେତେକ ମା’ ଅଛନ୍ତି ନିଜର...

ଦୁର୍ଦ୍ଦିନରେ ସାମ୍ବାଦିକ ମାସିକ ପ୍ରୋତ୍ସାହନ ଦେବାକୁ ବିଭିନ୍ନସ୍ତରରେ ଦାବି

ନୟାଗଡ଼଼/ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌): ସଙ୍କଟରେ ଗଣମାଧ୍ୟମ ସଂସ୍ଥା । ସାରା ବିଶ୍ୱରେ ଆତଙ୍କ ରଚିଥିବା ମହାମାରୀ ‘କରୋନା’ ଭାଇରସ୍‌କୁ ନେଇ ସାରା ବିଶ୍ୱ ଆଜି ଆତଙ୍କିତ । ପ୍ରତିଦିନ...