download

ସଭିଏଁ ଇଚ୍ଛା କରନ୍ତି ତାଙ୍କ ଘରେ ସୁଖଶାନ୍ତି ସର୍ବଦା ରହୁ । ସମସ୍ତ ସଦସ୍ୟଙ୍କ ସ୍ୱ୍ୱାସ୍ଥ୍ୟ ଉତ୍ତମ ରହୁ । ଧନସମ୍ପତି ବୃଦ୍ଧି ହେଉ । ମାତ୍ର ଅନେକ ସମୟରେ ଅ ।ମର ଇଚ୍ଛା ନଥିଲେ ମଧ୍ୟ ଅନେକ ସମୟରେ ମାନସିକ, ଶାରିରୀକ, ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େଛ ବାସ୍ତୁ ଅନୁଯାୟୀ, ଜ୍ୟୋତିଶାସ୍ତ୍ର ଅନୁଯାୟୀ, କିଛି ସରଳ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା । ଭଗବାନ ଶ୍ରୀକୃଷ୍ଣ ଏଭଳି ହିଁ ଦେବତା ଯେକି ଅ ।ମର ସଂସ୍କୃତିକୁ ଜଣାଇବା ସହ ନିଃସ୍ୱାର୍ଥ ପ୍ରେମ, ମିତ୍ରତା ଓ ପରୋପକାରର ସନ୍ଦେଶ ଦେଇଥାଅ ।ନ୍ତି । ତାଙ୍କ ଦିବ୍ୟ ଗୁଣକୁ ଅନୁକରଣ କରିବା ଦ୍ୱାରା ବ୍ୟକ୍ତିର ଶକ୍ତି, ବୁଦ୍ଧି ଓ ଅ ।ତ୍ମବିଶ୍ୱାସ ବୃଦ୍ଧି କରିଥାଏ । ସାରା ଜୀବନ ପ୍ରଭୁଙ୍କ ଉପାସନା କରିବା ଦ୍ୱାରା ସୁଖ ,ଶାନ୍ତି, ଆରୋଗ୍ୟ ପ୍ରାପ୍ତି ହୋଇଥାଏ । ଏହାସହ ଘରର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ । ଜାଣନ୍ତୁ..
ଙ୍କ ଦମ୍ପତିଙ୍କ ମଧ୍ୟରେ କଳହ ହେଉଥିଲେ, ସମସ୍ୟା ଲାଗି ରହୁଥିଲେ, ବୈବାହିକ ଜୀବନରେ ମଧୁରତା ପାଇଁ ଉତର ଦିଗରେ ନାଚୁଥିବା ମୟୁର କିମ୍ବା ରାଧାକୃଷ୍ଣଙ୍କର ଫଟୋ ଲଗାନ୍ତୁ ।
ଙ୍କ ସନ୍ତାନ ପ୍ରାପ୍ତି ଇଚ୍ଛା ଥିଲେ ଘରେ ପ୍ରଭୁ କୃଷ୍ଣଙ୍କର ପିଲା ବେଳର କିମ୍ବା ଗାଈ ଓ ବାଛୁରୀର ଫଟୋ ଲଗାନ୍ତୁ ।
ଙ୍କ ଘରର ସଦସ୍ୟଙ୍କ ମଧ୍ୟରେ ସ୍ନେହଶ୍ରଦ୍ଧା ପାଇଁ, ଆତ୍ମବିଶ୍ୱାସ ବଜାୟ ରଖିବା ପାଇଁ ଆଙ୍ଗୁଠିରେ ଗିରି ଗୋବର୍ଦ୍ଧନ ଉଠାଇଥିବା ପ୍ରଭୁ କୃଷ୍ଣଙ୍କର ଫଟୋ ଲଗାନ୍ତୁ । ଯେପରି ପ୍ରତ୍ୟେକ ସଦସ୍ୟଙ୍କ ନଜର ଫଟୋ ଉପରେ ପଡ଼ୁଥିବ ।
ଙ୍କ ଘରେ କୃଷ୍ଣଙ୍କର ପିଲାବେଳର ଫଟୋ, ଯେଉଁଥିରେ ଲବଣି ଖାଉଛନ୍ତି, ତାହାକୁ ଲଗାନ୍ତୁ । ଏହାଦ୍ୱାରା ଘରେ ଅନ୍ନର ଅଭାବ ହୋଇନଥାଏ ।

Leave a Reply

Your email address will not be published. Required fields are marked *