ଶ୍ରାବଣ ମାସରେ କରନ୍ତୁ ମହାଦେବଙ୍କ ପୂଜାର୍ଚ୍ଚନା
ଜୁଲାଇ ୬ରୁ ଆରମ୍ଭ ଶ୍ରାବଣ ମାସ । ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ ଏହି ମାସରେ ପ୍ରଭୁଙ୍କ । ଭୋଳାଶଙ୍କରଙ୍କୁ ଜଳ, ବେଲପତ୍ର, ଦୁଦୁରା ଫୁଲ ଖୁବ ପ୍ରିୟ । ନିଜ ରାଶି ଅନୁଯାୟୀ ପ୍ରଭୁଙ୍କୁ ପୂଜା କରି କୃପାଲାଭ କରନ୍ତୁ ।
ମେଷ : ଦହିରେ ପ୍ରଭୁ ମହେଶ୍ୱରଙ୍କୁ ଅଭିଷେକ କରନ୍ତୁ । ଶୁଭଫଳ ପାଆନ୍ତୁ ।
ବୃଷ: ଜଳ ଓ କଞ୍ଚା କ୍ଷୀରରେ ପ୍ରଭୁଙ୍କୁ ଅଭିଷେକ କରାନ୍ତୁ । ଗାଈଙ୍କୁ ଘାସ କିମ୍ବା ରୁଟି ଖାଇବାକୁ ଦିଅନ୍ତୁ ।
ମିଥୁନ: ଶିବ-ପାର୍ବତୀଙ୍କୁ କନିଅର ଫୁଲ ଅର୍ପଣ କରିବା ସହ ପିସ୍ତା ଓ ମହୁ ଭୋଗ କରନ୍ତୁ । ୬ଟିକିଆ ବେଲପତ୍ର ମଧ୍ୟ ଅର୍ପଣ କରନ୍ତୁ ।
କର୍କଟ : ପ୍ରଭୁଙ୍କୁ କଞ୍ଚା କ୍ଷୀର, ଧଳା ଫୁଲ, ଦହି ଅ ।ଦି ଅର୍ପଣ କରନ୍ତୁ । ଖୁଆରେ ପ୍ରସ୍ତୁତ ମିଠା ଭୋଗ କରନ୍ତୁ ।
ସିଂହ : ଥଣ୍ଡା ଜଳରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ । ଓଁ ନମଃ ଶିବାୟ ମନ୍ତ୍ରର ଜପ ମଧ୍ୟ କରନ୍ତୁ ।
କନ୍ୟା : ମୁଗ ଡ଼ାଲିରେ ପ୍ରସ୍ତୁତ ମିଠାକୁ ପ୍ରଭୁଙ୍କ ନିକଟରେ ଭୋଗ ଲଗାନ୍ତୁ । ବେଲପତ୍ର ଓ ଫଳ ଅର୍ପଣ କରନ୍ତୁ ।
ତୁଳା : ଅଷ୍ଟମୀ ଓ ଏକାଦଶୀରେ ଶିବଲିଙ୍ଗ ଉପରେ ଧଳା ବସ୍ତ୍ର ଅର୍ପଣ କରନ୍ତୁ ।
ବିଛା : ସମ୍ପୂର୍ଣ୍ଣ ଶ୍ରାବଣ ମାସରେ ଅସହାୟଙ୍କୁ ସାହାଯ୍ୟ କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ ।
ଧନୁ : ଗୁରୁବାର ଦିନ ବେସନରେ ପ୍ରସ୍ତୁତ ମିଠା ପ୍ରଭୁଙ୍କ ନିକଟରେ ଭୋଗ ଲଗାନ୍ତୁ । ହଳଦିଅ । ବସ୍ତ୍ର ନିଜ ମାତାଙ୍କୁ ଅର୍ପଣ କରନ୍ତୁ ।
ମକର : ଶିବଲିଙ୍ଗଙ୍କୁ ନୀଳ ରଙ୍ଗର ଫୁଲ ଅର୍ପଣ କରିବା ସହ ପ୍ରଭୁଙ୍କ ନିକଟରେ ଦୀପ ଲଗାନ୍ତୁ ।
କୁମ୍ଭ : ଅସହାୟ ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ କରିବା ଉଚିତ । ଏପରି କରିବା ଦ୍ୱାରା ପ୍ରଭୁଙ୍କ କୃପା ପ୍ରାପ୍ତି ହୋଇଥାଏ ।
ମୀନ : ଶ୍ରାବଣ ମାସରେ ଯେକୌଣସି ଜ୍ୟୋର୍ତିଲିଙ୍ଗଙ୍କୁ ଦର୍ଶନ କରନ୍ତୁ ।
ମିଳିବ ଶୁଭଫଳ
ଶ୍ରାବଣ ମାସରେ ମହିଳାମାନେ ପିନ୍ଧନ୍ତୁ ସବୁଜ ଚୁଡ଼ି
ଶ୍ରାବଣ ମାସରେ ସବୁଜ ରଙ୍ଗ ଚୁଡ଼ି ପିନ୍ଧିବାର ମହତ୍ତ୍ୱ ରହିଛି ଳ ଏହି ମାସରେ ପ୍ରଭୁ ମହେଶ୍ୱରଙ୍କୁ ଆରାଧନା କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଶିବ ଭକ୍ତ ମାନଙ୍କ ପାଇଁ ଏହି ମାସର ମହତ୍ତ୍ୱ ଖୁବ ଅଧିକ । ଏହି ପବିତ୍ର ମାସରେ ଚାରିଆଡ଼ ଶସ୍ୟଶ୍ୟାମଳା ଦେଖାଯାଏ । ମହିଳାମାନେ ସବୁଜ ରଙ୍ଗର ପୋଷାକ, ଚୁଡି ପିନ୍ଧିଥାଅ ।ନ୍ତି । ମାତ୍ର ଏହି ମାସରେସବୁଜ ରଙ୍ଗ ଚୁଡ଼ି ପିନ୍ଧିବାର ମହତ୍ତ୍ୱ ବିଷୟରେ ଜାଣନ୍ତୁ…
ଙ୍କ ପ୍ରଭୁ ଶିବ ଜଣେ ଯୋଗୀ । ତେଣୁ ତାଙ୍କୁ ପ୍ରକୃତିର ସୁନ୍ଦର ରୂପ ମଧ୍ୟରେ ଧ୍ୟାନ କରିବାକୁ ଖୁବ ପସନ୍ଦ । ସବୁଜ ରଙ୍ଗର ପୋଷାକ ପିନ୍ଧିବା ଓ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାଅ ।ନ୍ତି । ତେଣୁ ମହିଳାମାନେ ଏହି ମାସରେ ସବୁଜ ରଙ୍ଗ ବ୍ୟବହାର କରିଥାଅ ।ନ୍ତି ।
ଙ୍କ ଯେପରି ଲାଲ ରଙ୍ଗ ବୈବାହିକ ଜୀବନର ସୁଖଶାନ୍ତି ଓ ସୌଭାଗ୍ୟର ପ୍ରତୀକ ହୋଇଥାଏ ସେହିପରି ସବୁଜ ରଙ୍ଗ ମଧ୍ୟ ଖୁବ ମହତ୍ତ୍ୱପୂର୍ଣ୍ଣ ଅଟେ । ଶ୍ରାବଣ ମାସରେ ମହିଳାମାନେ ସବୁଜ ରଙ୍ଗର ଚୁଡ଼ି ପିନ୍ଧନ୍ତି । ଏପରି କରିବା ଦ୍ୱାରା ପ୍ରଭୁ ମହେଶ୍ୱରଙ୍କର ଆଶୀର୍ବାଦ ମିଳିବା ସହ ପତ୍ନି ଦୀର୍ଘାୟୁ ହୋଇଥାଅ ।ନ୍ତି । ଧାର୍ମିକ ଗନ୍ଥରେ ସବୁଜ ରଙ୍ଗ ବୁଧ ଗ୍ରହର ପ୍ରତୀକ ବୋଲି କୁହାଯାଏ । ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ଜାତକରେ ବୁଧଙ୍କ ସ୍ଥିତି ଭଲ ହେବା ସହ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ । ଏତଦ୍ ବ୍ୟତୀତ ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ବୁଦ୍ଧି ଓ ସମୃଦ୍ଧି ମିଳିଥାଏ ।
ଙ୍କ ବୁଧ ଗ୍ରହ ଯେକୌଣସି ବ୍ୟକ୍ତିଙ୍କ କ୍ୟାରିୟର ଓ ବ୍ୟବସାୟ ସହ ମଧ୍ୟ ଜଡ଼ିତଛ ତେଣୁ ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ମନୁଷ୍ୟକୁ କର୍ମକ୍ଷେତ୍ରରେ ସଫଳତା ମିଳିଥାଏ ।
