Liver_Cirrhosis

ଡାକ୍ତରୀ ବିଜ୍ଞାନ ଅନୁଯାୟୀ, ଯକୃତ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଏଡସ୍ ରୋଗୀଙ୍କ ଅପେକ୍ଷା ଦୁର୍ବଳ । ଯକୃତ ସଂକ୍ରମିତ ହେଲେ ଏହାର ରୋଗୀମାନେ ଅନ୍ୟ ରୋଗ ଦ୍ୱାରା ସଂକ୍ରମଣ ହେବାର ଅ ।ଶଙ୍କା ଅଧିକ ଥାଏ । ଯେଉଁମାନେ ଲିଭର ସିରୋସିସରେ ପୀଡିତ ସେମାନଙ୍କୁ କରୋନା ସଂକ୍ରମଣ ସମୟରେ ଅଧିକ ସତର୍କ ରହିବାକୁ ପଡିବ । ଯଦି ଅ ।ପଣ ଏକ ଗୁରୁତର ଯକୃତ ରୋଗରେ ପୀଡିତ ଅଛନ୍ତି, ତେବେ ଏହି ସମୟରେ ଘରୁ ବାହାରକୁ ନ ବାହାରିବା ସହ ଏବଂ ଡାକ୍ତରଙ୍କ ସହିତ ନିରନ୍ତର ସମ୍ପର୍କ ରଖନ୍ତୁ ।
ଲିଭର ସିରୋସିସର ମୁଖ୍ୟ ଲକ୍ଷଣ: ଯଦି ଅ ।ପଣଙ୍କୁ ଅଧିକ ବ୍ୟସ୍ତତା ଲାଗୁଛି କିମ୍ବା ଭୋକ କମିଯାଇଛି, କ୍ରମାଗତ ଓଜନ ହ୍ରାସ ହେଉଛି, ସାମାନ୍ୟ ଜ୍ୱର ଲାଗି ରହୁଛି, ବାନ୍ତିରେ ରକ୍ତ ପଡୁଛି, କ୍ଳାନ୍ତ ଅନୁଭବ କରିବା କିମ୍ବା ବାରମ୍ବାର ଶୋଇବାକୁ ଇଚ୍ଛା କରିବା ଭଳି ସମସ୍ୟା ଦେଖାଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Leave a Reply

Your email address will not be published. Required fields are marked *