ବେଦ ବାଣୀ
ହେ ତେଜସ୍ୱୀ ଅଗ୍ନିଦେବ! ଅ ।ପଣ ଜୀବନ ପ୍ରଦାନ କରନ୍ତି ଏବଂ ସ୍ତୁତି ଗ୍ରହଣ କରନ୍ତି । ଅ ।ପଣ ଘୃତ ସମାନ ଓଜସ୍ୱୀ ଏବଂ ଘୃତ ସେବନ କରନ୍ତି । ଅ ।ପଣ ମଧୁର ଗବ୍ୟ (ଗାଈ କିମ୍ବା ପ୍ରକୃତିରୁ ମିଳୁଥିବା) ପଦାର୍ଥ ସେବନ କରି ପିତା ପୁତ୍ରକୁ ରକ୍ଷା କରିବା ଭଳିସବୁ ପ୍ରକାରେ ଏହାକୁ ( ପିଲା ବା ପ୍ରାଣୀକୁ) ରକ୍ଷା କରନ୍ତୁ ।
ହେ ଦେବଗଣ! ଅ ।ପଣ ଏହାକୁ (ପିଲା ବା ଜୀବକୁ) ବାସ (ବସ୍ତ୍ର ବା କାୟା ରୂପ ଅ ।ଚ୍ଛାଦନ) ପ୍ରଦାନ କରନ୍ତୁ ତଥା ତେଜସ୍ୱିତା ଧାରଣ କରନ୍ତୁ । ଅ ।ପଣ ଦୀର୍ଘ ଅ ।ୟୁ ପ୍ରଦାନ କରନ୍ତୁ । ତାହାକୁ ବୃଦ୍ଧାବସ୍ଥା ପରେ ହିଁ ମରିବା ଭଳି କରନ୍ତୁ । ବୃହସ୍ପତି ଦେବତା କୃପା କରି ରାଜା ସୋମଙ୍କୁ ଏହି ଅ ।ଚ୍ଛାଦନ ପ୍ରଦାନ କରିଥିଲେ ।
