ବୃଷ ରାଶିରେ ବୁଧ
ଆପଣଙ୍କ ଉପରେ କିଭଳି ପଡ଼ିବ ହାର ପ୍ରଭାବ :
ନବଗ୍ରହରେ ସବୁଠୁ ଛୋଟ ଗ୍ରହ ବୁଧ ମେଷ ରାଶି ଛାଡ଼ି ବୃଷ ରାଶିରେ ପ୍ରବେଶ କରିବେ । ମେ ୨୪ଯାଏଁ ଗ୍ରହଙ୍କ ରାଜକୁମାର ବୁଧ ଏଠାରେ ବାସ କରିବେ । ବୃଷ ରାଶି ବୁଧଙ୍କ ଶତ୍ରୃ ବୋଲି କୁହାଯାଉଥିବା ଶୁକ୍ରଙ୍କ ରାଶି । ଅ ।ସନ୍ତୁ ଜାଣିବା ରାଶି ଉପରେ କିଭଳି ପ୍ରଭାବ ପଡ଼ିବ ।
ମେଷ : ଏହି ରାଶି ପରିବର୍ତ୍ତନ ଅ ।ପଣଙ୍କ ପାଇଁ ଶୁଭଫଳ ନେଇ ଅ ।ସିବ । ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ମିଳିବ । ଅ ।ର୍ଥିକ ସ୍ଥିତି ଉନ୍ନତ ହେବ ଏବଂ ଧନ ଲାଭର ଯୋଗ ରହିଛି ।
ବୃଷ : ପ୍ରତ୍ୟେକ ରାଶିରେ ଶୁଦ୍ଧତାର ସଞ୍ଚାର କରିବେ । ଚାକିରୀ ଏବଂ ବ୍ୟବସାୟରେ ମନ ମୁତାବକ ଫଳ ପାଇବେ । ପରିବାର ଏବଂ ସମାଜରେ ମାନ-ଯଶ ପାଇବେ ।
ମିଥୁନ : ଭଲ ଦିନ ଅ ।ସିବାକୁ ସମୟ ଲାଗିବ । ଧନ ସମ୍ବନ୍ଧିତ କାମରେ କୌଣସି ବଡ଼ ଚୁକ୍ତି କରିବା ପୂର୍ବରୁ କୌଣସି ବିଦ୍ୱାନ୍ ବ୍ୟକ୍ତିଙ୍କଠୁ ବିଚାର ବିମର୍ଶ କରନ୍ତୁ । ରିସ୍କ ନିଅନ୍ତୁ ନାହିଁ ।
କର୍କଟ : ଅ ।ପଣଙ୍କୁ ଖୁସି ଅପେକ୍ଷା କରି ରହିଛି । ଦୀର୍ଘ ଦିନରୁ ଅଟକିଥିବା କାମ ପୂରା ହେବ । ଭଲ ଖବର ମିଳିବ ।
ସିଂହ : ସେଲ୍ଫ କନଫିଡେନ୍ସ ବଢ଼ିବ । ଅ ।ର୍ଥିକ କ୍ଷେତ୍ରରେ ଉନ୍ନତି କରିବେ । ସବୁ କାମରେ ପରିବାର ଅ ।ପଣଙ୍କ ସହଯୋଗ କରିବ । ସମସ୍ତ କଷ୍ଟ ଦୂର ହେବ ।
କନ୍ୟା : ସୁଖ ସମୃଦ୍ଧି ବଢ଼ିବ । ଦୀର୍ଘ ଦିନରୁ ଚାଲିଅ ।ସୁଥିବା ବାଦ-ବିବାହ ଏବଂ ମାଲି ମୋକଦ୍ଦମାରୁ ବିଜୟ ହାସଲ କରିବେଛ ଅଟକିଥିବା କାମ ଅ ।ରମ୍ଭ ହେବ ।
ତୁଳା : ଚିନ୍ତା ବଢ଼ିପାରେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ ।
ବିଛା : ଯେତେ ପରିଶ୍ରମ କରିବେ ତାଠୁ ଅଧିକ ଫଳ ପ୍ରାପ୍ତି ହେବ । କର୍ମ କରନ୍ତୁ,ଫଳର ଇଚ୍ଛା କରନ୍ତୁ ନାହିଁ ।
ଧନୁ : ସମୟ ଏବଂ ପରିସ୍ଥିତି ଅ ।ପଣଙ୍କ ପକ୍ଷରେ ରହିବ । ଶତ୍ରୃ ଚାହିଁଲେ ମଧ୍ୟ ଅ ।ପଣଙ୍କ କିଛି ବିଗାଡ଼ି ପାରିବେ ନାହିଁ । ପରିବାରଠୁ ପ୍ରେମ ଏବଂ ସମ୍ମାନ ମିଳିବ ।
ମକର : ସମାଜରେ ପ୍ରତିଷ୍ଠା ମିଳିବ । ସବୁଅ ।ଡ଼ୁ ମାନ-ସମ୍ମାନ ଏବଂ ପ୍ରେମ ମିଳିବ । ଧନ ଅ ।ଗମନର ନୂଅ । ସ୍ରୋତ ମିଳିବ ଯାହା ଭବିଷ୍ୟତରେ ବହୁତ କାମ ଦେବ ।
କୁମ୍ଭ : ସମସ୍ୟା ବଢ଼ିପାରେ । କୌଣସି ବହୁତ ବଡ଼ କ୍ଷତି ହେବାର ସମ୍ଭାବନା ରହିଛି । ଲୋକଙ୍କ କଥାରୁ ଦୂରେଇ ରୁହନ୍ତୁ । ଅ ।ପଣଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାରର ଷଡ଼ଯନ୍ତ୍ର ରଚାଯାଇପାରେ ।
ମୀନ : ଯେଉଁ କାମ କରିବାକୁ ବହୁତ ଦିନରୁ ଭାବୁଛନ୍ତି ସେହି କାମ ଅ ।ରମ୍ଭ କରିବେ । ସଫଳତା ହାସଲ କରିବେ । ସମାଜରେ ସ୍ୱତନ୍ତ୍ର ପରିଚୟ ମିଳିବ ।
