ପ୍ରେମିକ ସହ ରାତି ବିତାଏ ଝିଅ
ବନ୍ଦୋବସ୍ତ କରେ ବାପା
ପ୍ରେମିକ ସହ ରାତି ବିତାଏ ଝିଅ
କମ୍ବୋଡିଅ । – ଆମର ଏହି ବିଶ୍ୱରେ ଅନେକ ଜାତି ଓ ଅନେକ ପ୍ରଥାର ଲୋକ ବାସ କରନ୍ତି । ସେମାନଙ୍କ ଚାଲି ଚଳନ, ରୀତି ନୀତିରେ ପ୍ରଭେଦ ଥାଏ । ଅ ।ଉ କିଛି ପରମ୍ପରା ଅଛି ଯାହାକୁ ଜାଣିଲେ ଆମର ବିଶ୍ୱାସ ହୁଏ ନାହିଁ ଏଭଳି ହୋଇପାରେ ବୋଲି । ଏକ ନିଅ ।ର ପରମ୍ପରା, ଶୁଣିଲେ ଅ ।ପଣଙ୍କ ହୋସ୍ ଉଡିଯିବ ।
ଏକ ଗାଁ ଅଛି , ଯାହାର ପରମ୍ପରା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ବାସ୍ତବରେ ଏହି ରୀତିନୀତି ଏଠାରେ ପାଳନ କରାଯାଏ । ଜଣେ ପିତା ନିଜର ଝିଅ ପାଇଁ ପ୍ରେମ କୁଟୀର ତିଅ ।ରି କରିଥାନ୍ତି । ସେଠାରେ ଝିଅଟି ତାର ପ୍ରେମିକ ସହ ରାତି ବିତେଇ ଥାଏ । ଏବଂ ଏହାର ସବୁ ବନ୍ଦୋବସ୍ତ ବାପା ନିଜେ କରିଥାନ୍ତି ।
ସୂଚନା ମୁତାବକ, ଏହି ପରମ୍ପରା କମ୍ବୋଡିଅ ।ରେ ରହଥିବା ଏକ ପ୍ରକାର ଜଙ୍ଗଲି ଲୋକ ପାଳନ କରିଥାନ୍ତି । ଏଠାରେ ରହୁଥିବା ଲୋକଙ୍କ ବିଶ୍ୱାସ ଯେ, ଏମିତି କରିବା ଦ୍ୱାରା ଝିଅମାନେ ଶକ୍ତିଶାଳୀ ହୋଇଥାନ୍ତି । କମ୍ବୋଡିଅ ।ର ଉତ୍ତର ପୂର୍ବରେ ଥିବା ଏହି ଗାଁରେ ଉକ୍ତ ପରମ୍ପରା ବହୁ କାଳରୁ ପାଳନ କରାଯାଉଛି ।
ଯଦି ଆମେ ସିଧା କଥା ଅ ।ଲୋଚନା କରିବା ତ ଆଜିକାଲି ଗାଁ , ସହର ଠାରୁ ଆଗକୁ ବଢିବାରେ ଲାଗିଛି । ଯେଉଁ କାମକୁ କରିବା ପାଇଁ ସହରୀ ଲୋକଙ୍କୁ ଅନେକ ଥର ଭାବିବାକୁ ପଡ଼େ, କିନ୍ତୁ ଗାଁରେ ସେହି କାମ ବିନା ବାଧାରେ କରାଯାଏ । ଏଠାରେ ରହୁଥିବା ଲୋକଙ୍କ ବିଶ୍ୱାସ ଯେ, ଏଭଳି ଭାବେ ଝିଅମାନେ ଅଲଗା ଅଲଗା ପୁଅଙ୍କ ସହ ରହିବା ଦ୍ୱାରା ନିଜ ପାଇଁ ଭଲ ପତି ବାଛି ପାରନ୍ତି ।
କମ୍ବୋଡିଆର ଏହି ଗାଁରେ ପ୍ରଚଳିତ ପ୍ରଥା ନିଶ୍ଚୟ ଚିନ୍ତା ଜନକ ଅଟେ । ହେଲେ ସେଠାରେ ଏହି ପ୍ରଥା ବହୁଳ ଭାବେ ପାଳନ କରାଯାଉଥିବାର ନଜର ଆସେ ।

