ପଣ୍ୟ କାରବାରରେ ୧ ନମ୍ବର ପାରାଦୀପ ବନ୍ଦର

0
para

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦରର ନୂଅ । ରେକର୍ଡ । ପ୍ରଥମ ଥର ଲାଗି ଦେଶର ସମସ୍ତ ବୃହତ ବନ୍ଦର ମ୍ମରେ ସର୍ବାଧିକ ପଣ୍ୟ କାରବାର କରି ପ୍ରଥମ ସ୍ଥାନ ଅଧିକାର କରିଛି ପାରାଦୀପ । ଚଳିତ ଅ ।ର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ କାରବାରରେ ୨୫.୭୩ ନିୟୁତ ମେଟ୍ରିକ ଟନ୍ ପଣ୍ୟ କାରବାର କରି ଦେଶର ଅନ୍ୟ ୧୧ଟି ବୃହତ ବନ୍ଦରକୁ ପଛରେ ପକାଇଛି । ୧ ନମ୍ବର ବନ୍ଦର ଭାବେ ଉଭା ହୋଇଛି ପାରାଦୀପ ବନ୍ଦର । ମୁଖ୍ୟତଃ ଲୁହାପଥର, କୋଇଲା, ପେଟ୍ରୋଲିୟମ ତୈଳ, ଷ୍ଟିଲ ଭଳି ୪ ପ୍ରକାର ପଣ୍ୟଦ୍ରବ୍ୟ ଅଧିକ କାରବାର କରାଯାଇଛି । କରୋନା ଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପାରାଦୀପ ବନ୍ଦର ଏଭଳି ସ‘ଳତା ପାଇଥିବା ବନ୍ଦର ଅ୍ମକ୍ଷ କହିଛନ୍ତି । ଗତ ୩ ବର୍ଷ ଧରି ଲଗାତର ଭାବେ ପାରାଦୀପ ବନ୍ଦରରେ ପଣ୍ୟ କାରବାର ବାର୍ଷିକ ୧୦୦ ନିୟୁତ ମେଟ୍ରିକ ଟନ୍ ଟପିଛି ।

Leave a Reply

Your email address will not be published. Required fields are marked *