କରୋନା ଭୟ, ସାଥି ସହ ରଖିବେକି ଶାରୀରିକ ସମ୍ବନ୍ଧ
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): କୋଭିଡ-୧୯ ମହାମାରୀ ବେଳେ ଅନେକ ଦେଶ ତଥା ରାଜ୍ୟ ସରକାର ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଏହାସହ ଲୋକଙ୍କୁ ଶାରୀରିକ ସମ୍୍ୱନ୍ଧ କମ୍ ରଖିବାକୁ ମଧ୍ୟ ସଚେତନ କରୁଛନ୍ତି । ଆସନ୍ତୁ କରୋନା ବେଳେ ସେକ୍ସ କରିବେ ନା ନାହିଁ ଓ କେମିତି ସତର୍କତାର ସହ ଶାରୀରିକ ସଂପର୍କ ରଖିଲେ ଅ ।ମେ ଅସୁବିଧାରେ ପଡ଼ିବା ନାହିଁ, ସେ ବିଷୟରେ ଜାଣିବା
କରୋନା ଲକ୍ଷଣ ଦେଖାଦେଲେ -ଯଦି ଆପଣଙ୍କର ସେକ୍ସୁଆଲ ପାର୍ଟନର ଠାରେ କୌଣସି କରୋନା ଲକ୍ଷଣ (କଫ, ଦେହ ତାତି, ନିଶ୍ୱାସ ନେବାରେ ଯନ୍ତ୍ରଣା) ଦେଖାଯାଏ ତ, ଅ ।ପଣଙ୍କୁ ଶାରୀରିକ ସମ୍୍ୱନ୍ଧକୁ କମାଇବାକୁ ହେବ, ନୁହେଁତ କରୋନା ଭାଇରସ୍ ବ୍ୟାପିବାର ସମ୍ଭାବନା ଥାଏ । ଏହାର ଅର୍ଥ ଆପଣଙ୍କୁ ଶାରୀରିକ ଅନ୍ତରଙ୍ଗତା ଦୂର କରିବାକୁ ହେବ, ଅର୍ଥାତ ଚୁମ୍ବନ, ଓରାଲ ଓ ର୍ଭିଜିନାଲ ସେକ୍ସ, ଅ ।ଲିଙ୍ଗନ ଅ ।ଦିରୁ ନିବୃତ୍ତ ରହିବାକୁ ହେବ
ନନ୍ -ଫିଜିକାଲ କଣ୍ଟାକ୍ଟ ସେକ୍ସ – ଯଦି ସେକ୍ସ କରୁଛନ୍ତି ତ ମାଷ୍ଟୁର୍ବେସନ କରିପାରିବେ । ଏଥିରେ କୋଭିଡ୍-୧୯ ରିକ୍ସ ନାହିଁ । ଏହା କରୋନା ସମୟରେ ଯୌନ କାମନାକୁ ମେଣ୍ଟାଇବା ପାଇଁ ଏକ ଉତ୍ତମ ଉପାୟ । ଅ ।ଉ ମଧ୍ୟ ଅ ।ପଣ ଫୋନ୍ ଓ ୍େୱବକାମ ମାଧ୍ୟମରେ ଅ ।ପଣଙ୍କ ସାଥି ସହ ସେକ୍ସ କରିପାରିବେ ।
ଯଦି ଅ ।ପଣ ଅନ ଲାଇନ୍ ସେକ୍ସ କରିବାକୁ ଅ ।ଗ୍ରହ କରୁଛନ୍ତି ତ , ସର୍ତକତାର ସହ କରନ୍ତୁ । ପ୍ରଥମେ ଜାଣନ୍ତୁ କାହା ସହ ସେକ୍ସ କରୁଛନ୍ତି ଓ କଣ ତାଙ୍କୁ ସେୟାର କରୁଛନ୍ତି । ସେକ୍ସ ଉତ୍ସାହର ବଶବର୍ତ୍ତୀ ହୋଇ ଯେମିତି କିଛି ଭୁଲ୍ ନକରନ୍ତୁ , ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
ରହୁଥିବା ସାଥି ସହ ସେକ୍ସ – ଯଦି ଅ ।ପଣ ଗୋଟିଏ ଘରେ ନିଜର ସାଥି ସହ ରହୁଛନ୍ତି । ଅ ।ପଣଙ୍କ ଠାରେ କୌଣସି ବି କରୋନା ଲକ୍ଷଣ ନାହିଁ , ତେବେ ଅ ।ପଣ ବିନା ଦ୍ୱନ୍ଦ୍ୱରେ ସାଥି ସହ ଶାରୀରିକ ସଂପର୍କ ରଖିପାରିବେ ଛ ଯଦି ଅ ।ପଣଙ୍କ ସାଥି ଅନ୍ୟ କାହା ସହ ଶାରୀରିକ ସଂପର୍କ ରଖୁଛନ୍ତି ଓ ସେ ଅ ।ପଣଙ୍କ ସହ ଏକାଠି ରହୁନଥାନ୍ତି , ତ ଏହା କୋଭିଡ୍-୧୯ର ସମସ୍ୟା ସୃଷ୍ଟି କରିପାରୋ
ଅ ।ପଣ ଯାହାଙ୍କ ସହ ଏକାଠି ରହୁନାହାନ୍ତି – କରୋନା ସମୟରେ ଅନେକ ଦେଶ ଶାରୀରିକ ସମ୍୍ୱନ୍ଧରେ ରୋକ୍ ଲଗେଇଛନ୍ତି । ବିଶେଷକରି ଯେଉଁ ବ୍ୟକ୍ତିଙ୍କ ସହ ଅ ।ପଣ ଗୋଟିଏ ଘରେ ରହିନାହାନ୍ତି, ତାଙ୍କ ସହ ସେକ୍ସ କରିବାକୁ ବାରଣ ହୋଇଛି । ଏହା କରୋନା ଭାଇରସ୍ ବ୍ୟାପିବା ନେଇ ପ୍ରମୁଖ ମାଧ୍ୟମ ବୋଲି କୁହାଯାଇଛି ।
